ପରିବାର ସହ ପୁରୀ କୁ ଆସିଥିଲେ ବୁଲିବା ପାଇଁ । ୱିକେଣ୍ଡ୍ ରେ ମଜ୍ଜା ମସ୍ତି କରିଥାନ୍ତେ ବହୁତ ହେଲେ ସମୟ ଖିବ୍ରଗତି ରେ ହଜିଗଲା ସବୁ ହସ ଖୁସି ହେଲେ ସବୁ କିଛି ଓଲଟ ପାଲଟ ହୋଇଗଲା । ବେଳା ଭୁମିରେ ରେ ଗାଧୋଉ ଗାଧୋଉ ପୁଅ ହାତ ଛାଡିଦେଇ ଚାଲିଗଲେ ବାପା । ଗଭୀର ସମୁଦ୍ର ରେ ବାପା କୁ ଖୋଜୁଅଛି ପୁଅ । ଅସାନ୍ତ ସମୁଦ୍ର ଯେମିତି ତାଙ୍କୁ ଅପେକ୍ଷା କରି ଥିଲା ।
ପୁଅ ପାଖରୁ ବାପା କୁ ସବୁଦିନ ପାଇଁ ଟାଣି ନେଇଗଲା । କିଛି ସମୟ ପାଇଁ ପାଖରେ ଥିଲା ପରେ କିଛି ସମୟ ପାଇଁ ଛାଡିଦେଲା । ହେଲେ ଜୀବିତ ଅବସ୍ଥା ରେ ଆସିଲେ ନାହିଁ ଆଉ । ଆଖି ସାମ୍ନା ରେ ବାପା କୁ ସବୁଦିନ ପାଇଁ ହରାଇଦେଲା ପୁଅ । ସେ ଥିଲେ ବଲେଶ୍ବର ଅଞ୍ଚଳ ର ବଂଶୀଧର ବେହେରା । ପରିବାର ସହ ଛୁଟି କାଟିବାକୁ ଆସିଥିଲେ ପୁରୀ କୁ ବଂଶୀଧର ବେହେରା ।
ପୁରୀରେ ସକାଳୁ ସମୁଦ୍ର କୂଳ କୁ ଆସି ଗାଧୋଇବା ଆରମ୍ଭ କରିଥିଲେ ସେକ୍ଟର୍ ୯ ଅଞ୍ଚଳ ରେ ଗାଧୋଇ ଥିବା ବେଳେ ହଠାତ୍ କିପରି କେଜାଣି କୂଳ କୁ ଟାଣି ନେଲା ସମୁଦ୍ର । ଆଖି ସାମ୍ନା ରୁ ଅନେକ ଦୁରକୁ ସବୁଦିନ ପାଇଁ ଚାଲିଗଲେ ବାପା । ସମୁଦ୍ର କୂଳ ରେ ଉଭୟ ବାପା ଆଉ ପୁଅ ଏକାଠି ଗାଧୋଇ ଥିଲେ ଆଉ ବହୁ ମଜ୍ଜା ମସ୍ତି ମଧ୍ୟ କରୁଥିଲେ ।
ହଠାତ୍ କ’ଣ ହେଲା କେଜାଣି ପୁଅ ଆଗରେ ବାପା ଦୁଃସାହାସିକ ଡିଆଁ ଦେଖାଇବାକୁ ଯାଉଥିଲେ ପୁଅ ବି ପାଣି ସହିତ ଖେଳି ବହୁତ ମଜ୍ଜା ଉଠାଉ ଥିଲା କିନ୍ତୁ ହଠାତ୍ ଉଚ୍ଚ ଜୁଆର ଆସିଥିଲା ଆଉ ବାପା ଙ୍କୁ ଦାବି ଦେଲା । ପାଣି ରେ ଭଲ୍ଟି ମାରୁଥିଲା ବେଳେ ବଂଶୀଧର ବେହେରା ଙ୍କ ବେକ ମାପ ହୋଇ ଯାଇଥିଲା ଜୁଆର । ପରେ ସେ ନିଜର ନିୟନ୍ତ୍ରଣ ହରାଇ ବସିବାରୁ ସେ ଭାସି ଯାଇଥିଲେ ।
ଶେଷ ରେ ନିଖୋଜ ହୋଇ ଯାଇଥିଲେ ବାପା । ବିକଳା ପୁଅ ନିଜର ସବୁ ମଜ୍ଜା ମସ୍ତି କୁ ଭୁଲି ଏତେ କୋଳାହୋଳ ରେ ବିଚ୍ ରେ ନିଜ ବାପା ଙ୍କୁ ଖୋଜୁଅଛି । କିଛି ସମୟ ରେ ଖୁସି ଯେ ଜୀବନ ସାରା ଦୁଃଖ ଆଣିଦେବ ତାହା କେବେ ବି ଭାବି ନଥିଲା ଏ ନିରୀହ ମନ । ସତ ରେ ଏ ସମୟ ର ବିଡମ୍ବନା କିଛି ସମୟ ଭିତ ରେ ସବୁ ହସ ଖୁସି ରେ ପାଣି ରେ ମିଶିଗଲା ।
ସେ ପାଣି ପଡିଗଲା ବେଳେ ଯଦି ତାଙ୍କ ପରିବାର ଲୋକ ଜାଣି ପାରିଥାନ୍ତେ କି ବଂଶୀଧର ବେହେରା କିଛି ବିପଦ ରେ ପଡିଛନ୍ତି ତାହେଲେ ବୋଧେ ଏତେ ସବୁ ଘଟି ନଥାନ୍ତା । ଆପଣ ମାନେ ଏ ଭିଡିଓ ଟିକୁ ଭଲ ରେ ଦେଖିଥିବେ ଦେଖୁ ଦେଖୁ ଆଖିରେ ଲୁହ ଆସି ଯାଉଛି ତେବେ ଭାବନ୍ତୁ ସେ ପୁଅ ଟି ନିଜ ଆଖି ସାମ୍ନା ରେ ନିଜ ବାପାର ଏ ଅବସ୍ଥା ଦେଖି କିପରି ତା ମନକୁ ବୁଝଉଥିବ ।
ଏ ଭୟଙ୍କର ଦୃଶ୍ୟ ଦେଖିଲେ ଛାତି ଥରି ଯାଉଛି । ଏତେ ବଡ଼ ବିରାଟ ସମୁଦ୍ର କୂଳ ରେ ସେ ତାର ଛୋଟ ଆଖିରେ ତା ବାପା ଙ୍କୁ ଖୋଜୁଛି ବଂଶୀଧର ବେହେରା । ଏବେ ଲାଇଫ୍ ଗାର୍ଡ ଖୋଜା ଖୋଜି କରୁଛି ଏ ଅଘଟଣ କୁ ନେଇ ଏବେ ପୁରୀ ବେଳା ଭୂମି ରେ ଦୁଃଖ ର କଳା ବାଦଲ ଘେରି ଯାଇଛି ।
ବେଳା ଭୂମିରେ ଏମିତି ଅନେକଙ୍କର ଜୀବନ ଗଲାଣି । ଟିକିଏ ନିଜର ଆସାବଧନତା କାରଣ ପାଇଁ ଏମିତି ଅକାଳ ରେ ଚାଲି ଯାଉଛି ଜୀବନ । ମଜ୍ଜା ମସ୍ତି ଭୀତ ରେ ଅନେକ ସମୁଦ୍ର କରାଳ ରୂପ କୁ ବୁଝି ପାରନ୍ତି ନାହିଁ । ଯାହା ଫଳ ରେ ଏପରି ଏକ ଦୁଃଖଦ ଖବର ଶୁଣିବାକୁ ଓ ଦେଖିବାକୁ ମିଳେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।