Breaking News

ଜିଓ (Jio) ଆଣିଲା ଧୂଆଁଧାର ଅଫର, ରିଚାର୍ଜ କଲେ ମିଳିବ ସ୍ମାର୍ଟଫୋନ, ଜାଣନ୍ତୁ କେମିତି କରିବେ – ଦେଖନ୍ତୁ ଭିଡିଓ

ଦର୍ଶକ ଆପଣ ମାନେ ଜିଓ ସିମ ବ୍ୟବହାର କରୁଛନ୍ତି କି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଜିଓ ଆଣିଛି ନୂଆ ଖବର , ତେବେ ବନ୍ଧୁଗଣ ଏହ ଖୁସି ଖବର ଟି ଆପଣ ମାନେ ଜାଣିଲେ ଆପଣ ମାନ ଙ୍କ ମନ ଖୁସି ହୋଇଯିବ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଜିଓ ସିମ ଲୋକ ପ୍ରିୟତା ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଜିଓ ଭଳି ଆହୁରି ଅନେକ କମ୍ପାନୀ ରହିଛି ।

ତେବେ ସମସ୍ତେ କଲ ଓ ଡାଟା ପାଇଁ ଭିନ୍ନ ଭିନ୍ନ ପ୍ଳାନ ଥାଏ । ତେବେ ବର୍ତ୍ତମାନ ସମୟ ରେ ଜିଓ ଏକ ଖୁସି ଖବର ଆଣି ଦେଇଛି । ତେବେ ଜିଓ ସଦା ସର୍ବଦା ନିଜ ଗ୍ରାହକ ମାନ ଙ୍କ ଅନେକ ଆକର୍ଷଣୀୟ ଅଫାର ନେଇ ଆସିଥାଏ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏକ ନୂଆ ଅଫର ଆଣିଛି ଯାହାକୁ ଆପଣ ମାନେ ରିଚାର୍ଜ କରି 4ଜି ମୋବାଇଲ ପାଇ ପାରିବେ ।


ତେବେ ଯଦି ଆପଣ ଙ୍କ ସ୍ମାର୍ଟ ଫୋନ ସହ ଜଡିତ ଆବଶ୍ୟକତା କମ ରହିଛି ତେବେ ଏହି ଅଫର ଆପଣ ମାନ ଙ୍କ ପାଇଁ ଲାଭ ଦାଯକ ହେବ । ତେବେ ବନ୍ଧୁଗଣ ଏହି ଅଫର ଟି ହେଉଛି ଆପଣ ଥରେ ରିଚାର୍ଜ କଲେ ଦୁଇ ବର୍ଷ ପର୍ଯ୍ୟନ୍ତ ଆନାଲିମିଟେଡ କଲ ସୁବିଧା ପାଇବା ସହ ଏକ ଜିଓ ଫୋନ ମଧ୍ୟ ମାଗଣା ରେ ପାଇବେ ।

ତେବେ ବନ୍ଧୁଗଣ ଆପଣ ଯଦି ଜିଓ ଫୋନ ଉପଭୋକ୍ତା ତେବେ 1999 ଟଙ୍କା ରିଚାର୍ଜ କଲେ ଆପଣ ଙ୍କୁ ମାଗଣା ରେ ଜିଓ ଫୋନ ମିଳିବ ଓ ଏହା ସହିତ ଆପଣ ମାନେ ଦୁଇ ବର୍ଷ ପର୍ଯ୍ୟନ୍ତ ଆସିମୀତ କଲ ସୁବିଧା ପାଇ ପାରିବେ । ତେବେ ବନ୍ଧୁଗଣ ଏହି ରିଚାର୍ଜ ରେ ଆପଣ ମାନ ଙ୍କୁ କମ ଡାଟା ମିଳିବ ଅର୍ଥାତ ଦୁଇ ବର୍ଷ ପାଇଁ 48 ଜୀବି ଡାଟା ମିଳିବ ।

ତେବେ ବନ୍ଧୁଗଣ ଯଦି ଆପଣ ଅନ୍ୟପଟେ 1499 ଟଙ୍କା ରିଚାର୍ଜ କରୁଛନ୍ତି ,ତେବେ ଆପଣ ଙ୍କୁ 1 ବର୍ଷ ପର୍ଯ୍ୟନ୍ତ ଆସିମୀତ କଲ ସହ 26 ଜୀବି ଡାଟା ମିଳିବ ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

 

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *