ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଶା ଏପରି ମଧ୍ୟ କଳାକାର ଅଛନ୍ତି ଯେଉଁମାନେ ପ୍ରଥମେ ଯାତ୍ରା ରୁ ଅଭିନୟ ଆରମ୍ଭ କରି ସିନେ ଜଗତ କିମ୍ବା ଓଡ଼ିଆ ଧାରାବାହିକ ରେ କାମ କରିଛନ୍ତି ତେବେ କଳାକାର ଯେଉଁମାନେ ସ୍ଥାନ ରେ ଅଭିନୟ କରନ୍ତୁ ନା କାହିଁକି ସେ ନିଜର ଅଭିନୟ ରର ନିଜ ଦର୍ଶକ ମାନଂକୁ ତାଙ୍କ ଅଭିନୟ ରେ ହସେଇବା ଓ କନ୍ଦେଇବା ଆବଶ୍ୟକ ତେବେ ଆଜି ଆପଣ ମାନଙ୍କୁ ଏପରି ଏକ ଅଭିନେତ୍ରୀ ବିଷୟ ରେ କହିବାକୁ ଯାଉଛୁ ଯିଏ ନିଜ ର ଅଭିନୟ ରର ବହୁତ ଦର୍ଶକ ମାନଙ୍କୁ ହସଉଛନ୍ତି ।
ବନ୍ଧୁଗଣ ଆପଣ ମାମେ ଜାଣିଥିବେ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତ୍ରୀ ମାମୁନି ମାଝୀ ଯିଏ ନିଜର ଅଭିନୟ ପାଇଁ ବହୁତ ପରିଚିତ ଅଭିନେତ୍ରୀ ଅଟନ୍ତି । ଆପଣ ମାନେ ସମସ୍ତେ ଯାତ୍ରାରେ ମାମୁନିଙ୍କ ସୁନ୍ଦର ଅଭିନୟ ନିଶ୍ଚୟ ଦେଖିଥିବେ । ମାମୁନି ନିଜ ସୁନ୍ଦରତା ପାଇଁ ପ୍ରାୟ ଚର୍ଚ୍ଚାରେ ରୁହନ୍ତି । ଗତ କିଛି ଦିନ ହେବ ମାମୁନିଙ୍କ ଏକ ଭିଡିଓ ବହୁତ ଭାଇରାଲ ହେଉଛି ଆଉ ଏବେ ମଧ୍ୟ ହେଉଛି । ତେବେ ମାମୁନି ସେହି ଭିଡିଓରେ ତାଙ୍କ ନିଜର ଅଭିନୟ ଜୀବନୀ ବିଷୟରେ କହୁଛନ୍ତି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଅଭିନେତ୍ରୀ ମାମୁନି ଙ୍କ ବିଷୟରେ । ମାମୁନି ସେହି ଭିଡିଓରେ କହୁଛନ୍ତି ଯେଉ ଭିଡିଓ ଟି ଭାଇରାଲ୍ ହେବା କଥା ଆମେ ଆପଣ ମାନଂକୁ କହିଥିଲୁ ଯାହା ଆପଣ ଙ୍କ ନଜର ରେ ମଧ୍ୟ ଆସିଥିବା ସୋସିଆଲ ମିଡ଼ିଆ ରେ ତେବେ ମାମୁନି କହୁଛନ୍ତି ଯେ -‘ମୁ ୭ ବର୍ଷରୁ ଶିଶୁ କଳାକାର ରୂପେ ଯାତ୍ରା ଜଗତରେ ଏଣ୍ଟ୍ରି କରିଥିଲି । ମୁ ପାଠ ଛାଡି ଦେଇଥିଲି ପ୍ରଥମେ ଶିଶୁ କଳାକାର ତା ପରେ ଡ୍ୟାନ୍ସ କରିଲି ।
ପିଲା ଦିନରୁ ହିଁ ମୋର ଅଭିନୟ କରିବାକୁ ବହୁତ ଇଛା ଥିଲା । ଏବେ ଅବଶ୍ୟ ମୁ ବିଭିନ୍ନ କାର୍ଯ୍ୟକ୍ରମରେ କମେଡି କରୁଛି’ ଆଉ ବହୁତ ଖୁସି ମଧ୍ୟ ଅଛି ଆଉ ଆଗକୁ ମାମୁନି ଏକଥା ବି କହିଛନ୍ତି-‘ଗାଁ ମାନଙ୍କରେ ହେଉଥିବା ଡ୍ରାମାରେ ମୁ ମୋ ଅଭିନୟ ପଦର୍ଶନ କରୁଥିଲି । ଗାଁ ଲୋକମାନେ ଆମକୁ ବହୁତ ଭଲ ପାଇବା ଦିଅନ୍ତି ଓ ମୋ ଅଭିନୟକୁ ମଧ୍ୟ ବେସ ପସନ୍ଦ କରନ୍ତି । କିନ୍ତୁ ମୋର ହାଇଟ ଟା ଆଉ ଟିକେ ଅଧିକ ଥିଲେ ବହୁତ ଭଲ ହୋଇଥାନ୍ତା ।
ମୁ ନାୟିକା ଭାବରେ ଅଭିନୟ କରେ ଓ ଲୋକମାନେ ବି ବହୁତ ଭଲ ପାଆନ୍ତି ଦେଖିବାକୁ’ ମୋ ଅଭିନୟ ଦେଖି ବାଃ ବାଃ କରନ୍ତି ମଧ୍ୟ । ଆଗକୁ ମାମୁନି ଏକଥା ମଧ୍ୟ କହିଛନ୍ତି-‘ଯେହେତୁ ମୋ ହାଇଟ କମ ଅଛି ତେଣୁ ମୁ କମେଡି କରିବି । ମୁ ହିରୋଇନ ତ ହୋଇପାରିବି ନାହିଁ ତେଣୁ କମେଡିରେ ମୁ ଆଗକୁ ବଢିବି । ନିଜର ଭଲ ଅଭିନୟ କରି ସମସ୍ତ ହୃଦୟ ରେ ସ୍ବତନ୍ତ୍ର ସ୍ଥାନ କରିବାର ଇଚ୍ଛା ସେ ଯେ କୌଣସି ଭୂମିକା ଥିଲେ କିଛି ଅସୁବିଧା ନାହିଁ । ସବୁ ଠାରୁ ଭଲ କମେଡି କରିବାର ମୋର ଇଛା’ ଆଉ ସମସ୍ତ ଙ୍କ ହୃଦୟ ରେ ମୋ ଅଭିନୟ ପାଇଁ ଭଲ ପାଇବା ରହିବ ଆବଶ୍ୟକ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।