Breaking News

ଯାତ୍ରା କମେଡି କିଙ୍ଗ ଦୟା ନାନାଙ୍କ ବିଷୟରେ ଏମିତି କିଛି କହିଲେ ଯାତ୍ରା ହିରୋଇନ କଣ୍ଢେଇ ବିଶ୍ଵାଳ (Kandhei Biswal) – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କଳାକାର ମାନେ ନିଜ ର କଳା ସାହାର୍ଯ୍ୟ ରେ ସବୁ ଠା ରେ ନଜର ରେ ଆସି ପାରିବେ ନିଜ କଳା ଦ୍ବାରା କାହାର ବି ମନ କୁ ଜିତି ପାରିବେ ତେବେ ସେ କଳାକାର ମନେ ଚଲଚିତ୍ର ରେ ହଉ କି ଯାତ୍ରା ଦୁନିଆ ରେ ହଉ ବାସ ନିଜ ର କଳା ପ୍ରଦର୍ସନ ରେ ସମସ୍ତ ଙ୍କ ହୃଦୟ କୁ ଜିତି ନିଅନ୍ତି । ତେବେ ଆପଣ ମାନେ ସମସ୍ତ ଯାତ୍ରା ଜଗତର ପ୍ରସିଦ୍ଧ ଅଭିନେତ୍ରୀ କଣ୍ଢେଇ ବିଶ୍ଵାଳଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

କଣ୍ଢେଇ ଅନେକ ଗଣନାଟ୍ୟରେ କାମ କରି ସୁନାମ ଅର୍ଜନ କରିଛନ୍ତି । ତାଙ୍କ ଅଭିନୟ ଓ ତାଙ୍କ ବ୍ୟବହାର ପ୍ରତି ସମସ୍ତ ଲୋକ ବେସ ଆକର୍ଷିତ ହୁଅନ୍ତି । ଗତ କିଛି ଦିନ ତଳେ କଣ୍ଢେଇ ଏକ ସାକ୍ଷାତ୍କାରରେ ନିଜ ଯାତ୍ରା ଜୀବନୀ ବିଷୟରେ କିଛି ବିଶେଷ କଥା କହିଥିଲେ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ବନ୍ଧୁଗଣ କଣ୍ଢେଇଙ୍କ ଯାତ୍ରା ଜୀବନୀ ବିଷୟରେ ବହୁତ କମ ଲୋକ ଜଣାଇଛନ୍ତି । କିନ୍ତୁ ସେ ତାଙ୍କ ଅଭିନୟ କୁ ନେଇ ବହୁତ ଚର୍ଚ୍ଚା ରେ ରୁହନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କ ବିଷୟରେ । କଣ୍ଢେଇ ସେହି ସାକ୍ଷାତ୍କାରରେ କହିଥିଲେ-‘ମୁ ଗତ ୨୦ ବର୍ଷ ହେବ ଯାତ୍ରା ଜଗତରେ କାମ କରୁଛି । ବହୁତ ଦର୍ଶକ ମାନେ ଆମକୁ ବହୁତ ଭଲ ପାଇବା ଦେଇଛନ୍ତି ଆମ ଅଭିନୟ ରେ ଖୁସି ହେଇ ଥିଲେ । ହେଲେ ଗତ ବର୍ଷ ଲକଡାଉନ ପାଇଁ କୋଭିଡ୍ କଟକଣା ପାଇଁ ଆମ ଯାତ୍ରା କଳାକାର ମାନେ ବହୁତ ସମସ୍ୟାର ସମ୍ମୁଖୀନ ହୋଇଛୁ’ ଯାହା କି ଏବେ ଆମେ ମାନେ କହିବାକୁ ବାଧ୍ୟ ହେଉଛୁ ।

ତାହା ସହ ବହୁତ କିଛି କଥା କହିଛନ୍ତି କଣ୍ଢେଇ ଆଉ ଆଗକୁ ଆଗକୁ କଣ୍ଢେଇ କହିଛନ୍ତି- ‘ଅବଶ୍ୟ ଆମେ ନିଜ କାମ ପାଇଁ ନିଜ ଘର ଲୋକଙ୍କୁ ସମୟ ଦେଇ ପାରୁ ନାହିଁ । ଲକଡାଉନରେ ଆମେ ନିଜ ଘର ଲୋକଙ୍କ ସହ ବହୁତ ଭଲ ସମୟ ବିତେଇଲୁ । ଆଜି ନୁହଁ ମୋର ବହୁତ ପିଲା ଦିନରୁ ଇଛା ଥିଲା ଅଭିନୟ ଦୁନିଆରେ କାମ କରିବା ପାଇଁ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିବା ପାଇଁ ଅଭିନୟ ଜଗତ ରେ । ମୁଁ ଯାତ୍ରାରେ କମେଡି କରେ ଲୋକ ଙ୍କୁ ହସାଇ ଥାଏ ଓ ଲୋକମାନଙ୍କୁ ମୋ କମେଡି ବହୁତ ଭଲ ଲାଗେ ଯାହା ଦ୍ବାରା ସେମାନେ ମୋତେ ଭଲ ପାଇବା ଦେଇଛନ୍ତି । ଦୟା ନନା ହେଉଛନ୍ତି ମୋ ଗୁରୁ ତାଙ୍କ ସହ କାମ କରି ବହୁତ କିଛି ଶିଖିଛି ।

ଆଗକୁ ଆଉ କଣ୍ଢେଇ କହିଲେ-‘ଦୟା ନନା ଆଉ ମୁଁ ବହୁତ ମଜାମସ୍ତି କରିଛୁ ସେ ଅଭିନୟ ମାନେ କଣ ମୋତେ ଜଣାଇଛନ୍ତି । ମୋ ବାପା ଜଣେ ବଡ କଳାକାର ଥିଲେ ମୁଁ ମୋ ବାପାଙ୍କୁ ନଜଣାଇ ଯାତ୍ରା ଜଗତକୁ ଆସିଥିଲି ହେଲେ ସେତେବେଳେ ଆର୍ଥିକ ପରିସ୍ଥିତି ବହୁତ ଦୁର୍ବଳ ଥିଲା ଯାହା ପାଇଁ ଆମେ ବହୁତ କଷ୍ଟ ରେ ଥିଲୁ । ଯାତ୍ରା ଜଗତକୁ ମୁଁ ପିଲା ଦିନରୁ ଆସି ଥିଲି ଆଉ ପ୍ରଥମେ ଡ୍ୟାନ୍ସ କରିଥିଲି ଆଉ ତା ପରେ ମୋତେ ଅନେକ ମଉକା ଦିଆଯାଇଥିଲା ଅଭିନୟ କରିବା ପାଇଁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *