Breaking News

ଲୋକପ୍ରିୟ ଅଭିନେତ୍ରୀ ମନୀଷା ରଥ (Manisha Rath) ନିଜ ଅଭିନୟ ଜୀବନୀକୁ ନେଇ କହିଲେ “ଯଦି ମୁଁ ଯାତ୍ରା ପାର୍ଟିରେ ଥା’ନ୍ତି ତାହେଲେ କେବେ ବି…” – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାନ୍ତି ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ହେଉ ବା ଶୁଟିଙ୍ଗ ସେଟ ର ଦୃଶ୍ୟ ନେଇ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାନ୍ତି ।


ତାହେଲେ ବନ୍ଧୁଗଣ ଆଜି ଆମେ ଆମର ଏହି ପେଜ ରେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମନୀଷା ରଥ । ତେବେ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।


ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ଆଜି ସେ ଓଡିଶା ର ଘର ଘରେ ପରିଚିତ । ତେବେ ନିଜ ଅଭିନୟ ପାଇଁ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇ ପାରିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଙ୍କ ଏକ ଭିଡିଓ ଭାଇରାଲ ହେବା ରେ ଲାଗିଛି ଓ ଏଜି ଭିଡିଓ ଟି ହେଉଛି ଏକ ସାକ୍ଷାତ୍କାର ଭିଡିଓ ।

ତେବେ କହିଥିଲେ ଯେ ସେତେବେଳେ ଯାତ୍ରା କୁ ଲୋକ ମାନେ ବହୁତ କରୁଥିଲେ ଓ ଟିକେଟ କାଟି ଦେଖୁଥିଲେ , ତେବେ କିଏ କିଏ ବ୍ଲାକ ଟିକେଟ କାଟି ମଧ୍ୟ ଦେଖିବାକୁ ଯାଇଥାନ୍ତି । ତେବେ ବନ୍ଧୁଗଣ ଅଭିନେତ୍ରୀ ମନୀଷା ରଥ 4 ଟି ବହି କରିଛନ୍ତି ଓ ଏହି 4 ଟି ହେଲା ସେଦିନ ଯଜଗା ଦାସ ଗାଁ କୁ ଫେରିନି । ଗାଁ ନା ପ୍ରୀତିପୁର ଝିଅ ନା ରାଧା ,ଡାହାଣୀ,ଉଜାଣି ବୋହୁଛି ଯମୁନା ନାହି ।

ତେବେ ଏହି ଚାରୋଟି ମଧ୍ୟ ରୁ ସୁପର ହିଟ ହୋଇଥିଲା ଗାଁ ନାମ ପ୍ରୀତିପୁର ଝିଅ ନାଁ ରାଧା । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ହେବା ସହ ଧାରାବାହିକ ଜଗତ ର ଜଣେ ଆଗ ଧାଡି ଅଭିନେତ୍ରୀ । ତେବେ ବନ୍ଧୁଗଣ ସେହି ଭଳି ଅନେକ କଥା କହିଛନ୍ତି ଓ ସେସ କୁ କହିଛନ୍ତି ଯାତ୍ରା ପଇସା ଧାରାବାହିକ ରେ ନହିଁ ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *