ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଆଜି ଅଭିନେତ୍ରୀ ପ୍ରିୟଙ୍କା ବିଷୟ ରେ କିଛି ଜାଣିବା ଯାହା ସେ ନିଜେ ଏକ ସାକ୍ଷାତକାର କହିଛନ୍ତି ତେବେ ଆସନ୍ତି ଜାଣିବା ।
ତେବେ ବନ୍ଧୁଗଣ ପ୍ରିୟଙ୍କା ଶିଶୁ ବିଦ୍ୟା ମନ୍ଦିର ର ବାଲେଶ୍ବର ରେ ପାଠ ପଢୁଥିଲେ । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ପିଲା ଦିନେ ଭଲ ଖେଳୁଥିଲେ , ସେ ସମସ୍ତ ଖେଳ ରେ ବେଶ୍ ପାରଙ୍ଗମ ।ତେବେ ପିଲା ଟି ଦିନ ରୁ ଅଭିନୟ କରିବେ ବୋଲି ସେ ଭାବି ନ ଥିଲେ ତେବେ କିଏ ହେବ ମୋ ହିରୋଇନ୍ ରେ ଆସିଥିବା ପ୍ରତିଭା ମାନ ଙ୍କ ଅଭିନୟ କୁ ସେ ଦେଖି ଭାବିଲେ ସେ ଅଡିସନ୍ ରେ ଭାଗ ଦେଇଥିଲେ।
ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ପ୍ରିୟଙ୍କା ବିବାହ କରିଥଲେ ମଧ୍ୟ ସେ ପୁର୍ବ ରୁ ଭଲ ପାଇ ଥିଲେ ଓ ଧୋକା ମଧ୍ୟ ଖାଇଛନ୍ତି ।ତେବେ ତାଙ୍କ ସ୍ବାମୀ ଜଣେ ବଡ ବ୍ୟବସାୟୀ ଓ ତାଙ୍କର ଏକ ktm ସୋ ରୁମ୍ ମଧ୍ୟ ଅଛି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଙ୍କ ଅଭିନୟ କ୍ୟାରିୟର ହୋଇଥିଲା ତେଜସ୍ଵୀନି ଧାରାବାହିକ ରୁ ।
ତେବେ ପରବର୍ତ୍ତୀ ସମୟ ରେ ଦୁର୍ଗା ରେ ଅଭିନୟ କରିଥିଲେ ଓ ପରେ ସେ ଚଳଚ୍ଚିତ୍ର ଟୋକା ଟା ଫସିଗଲା ରେ ଅଭିନୟ କରିଥିଲେ ।ତେବେ ପରେ ଶ୍ରୀକ୍ଷେତ୍ର ଓ ଦୂର୍ଗତିନାସିନି ୨ ରିଲିଜ୍ ହୋଇଛି ତେବେ ବର୍ତ୍ତମାନ୍ ସମୟ ରେ ସେ ରକ୍ତ ସଂପର୍କ ଧାରାବାହିକ ରେ ଅଭିନୟ କରୁଛନ୍ତି । ତେବେ ପ୍ରିୟଙ୍କା ନିଜ ଶଶୁର ଘର ଲୋକ ସହିତ ବେଶ୍ ହସ ଖୁସି ରେ ଅଛନ୍ତି ।
ତାହେଲେ ବନ୍ଧୁଗଣ ପ୍ରିୟଙ୍କା ଅତି ନିକଟ ରେ ଲକ୍ ଡାଉନ୍ ଡାଇରୀ ଏକ ସୋ ରେ ଆସି ଅନେକ କଥା କହିଥିଲେ ଓ ବହୁତ୍ ସାରା ମଜା ମସ୍ତି କରିଥିଲେ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।