ଦର୍ଶକ ବନ୍ଧୁ ଆପଣ ମାନେ ଅଭିନୟ ଜଗତ ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ ।
ତେବେ ବେଳେ ବେଳେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାନ୍ତି ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ହେଉ ବା ଶୁଟିଙ୍ଗ ସେଟ ର ଦୃଶ୍ୟ କୁ ନେଇ । ତେବେ ବନ୍ଧୁଗଣ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ସେହି ଅଭିନେତ୍ରୀ ଜଣକ ବିବାଦୀୟ ଅଭିନେତ୍ରୀ ଭାବେ ବେସ ପରିଚିତ ।
ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଯାତ୍ରା ଜଗତ ରେ ପ୍ରସିଦ୍ଧି ହାସଲ କରିଥିବା ଅଭିନେତ୍ରୀ ରାଣୀ ପଣ୍ଡା । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ସଦା ସର୍ବଦା କୌଣସି କୌଣସି କାରଣ ରୁ ସେ ବିବାଦ ରେ ରୁହନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରାଣୀ ଙ୍କ ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।
ତେବେ ବନ୍ଧୁଗଣ ଏହି ସାକ୍ଷାତ୍କାର ରେ ରାଣୀ ନିଜ ବିଷୟ ରେ କହୁଛନ୍ତି , ତେବେ ସେ କହିଛନ୍ତି ସେ 19 ବର୍ଷ ହେଲା ଅଭିନୟ କରି ଆସିଛନ୍ତି କିନ୍ତୁ ସେତେବେଳେ ମୋତେ କେହି ବି ଜାଣି ନ ଥିଲେ ଓ ବର୍ତ୍ତମାନ ସମୟ ରେ ସମସ୍ତେ ମୋତେ ଜାଣିଛନ୍ତି । ତେବେ ଯେହେତୁ ମୁଁ ଜଣେ ଆଇଟମ ଡ୍ୟାନ୍ସର ମୁଁ ଆଇଟମ କରୁଛି ମୋର ଡ୍ୟାନ୍ସ ଓ ଡ୍ରେସ ମୋର ନିଜ ଇଚ୍ଛଛା ।
ତେବେ ବନ୍ଧୁଗଣ ସେ ଏହି ଭଳି ଭାବେ କହିବ ପରେ ସେ କହିଛନ୍ତି ଯେ ସେ ବଲିଉଡ ଇଣ୍ଡଷ୍ଟ୍ରି କୁ ଯିବେ , ରାକ୍ଷୀ ସାବନ୍ତ ଓ ସନି ଲିଓନ କୁ ଟକ୍କର ଦେବୀ । ତେବେ ବନ୍ଧୁଗଣ ଏହି ଭଳି ରାନୀ ଆହୁରି ଅନେକ କିଛି କଥା କହିଛନ୍ତି ॥ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।