Breaking News

ବଡ ଖବର – ସିନ୍ଦୂରର ଅଧିକାର ସିରିଏଲ ଶୁଟିଙ୍ଗ ସମୟରେ ଅଘଟଣ, ପାଣିରେ ବୁଡିଗଲେ ହିରୋଇନ ଉର୍ବୀ (Sucharita Swain) – ଦେଖନ୍ତୁ ଭିଡିଓ

ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଆମେ ଏପରି ବହୁତ୍ ଚଳଚିତ୍ର ହଉ କି ଧାରାବାହିକ ସବୁ କିଛି ନିଆରା ଢଙ୍ଗ ଓ ନିଆରା ମୋଡରେ ହେଇଥାଏ ଯାହା ଦେଖିବାକୁ ବହୁତ୍ ଭଲ ଲାଗିଥାଏ । ତେବେ ବର୍ତ୍ତମାନ ସମୟ ରେ ବହୁତ ନୂଆ ନୂଆ ଅଭିନେତ୍ରୀ ଓ ଅଭିନେତା ମାନଙ୍କୁ ଦେଖିବାକୁ ମିଳୁଛି ତେବେ ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ପ୍ରିୟ ସେତେବେଳେ ହୋଇଥାଏ ଯେତେବେଳେ ତାଙ୍କର ଅଭିନୟ ରେ ଦର୍ଶକ ମାନଙ୍କ ମନ କୁ ନିଜର କରି ପାରନ୍ତି ।


ତେବେ ତରଙ୍ଗ ଚ୍ୟାନେଲ ଏପରି ଏକ ପ୍ଲାଟଫର୍ମ ଯେଉଁଥିରେ ବହୁତ ନୂଆ ନୂଆ କଳାକାର କୁ ସୁଯୋଗ ମିଳିଛି ନିଜର ଅଭିନୟ କୁ ଲୋକ ନଜର ରେ ଆଣିବାକୁ ତେବେ ସେଇ ନୂଆ କଳାକାର ମାନଙ୍କୁ ଦେଖିବାକୁ ମିଳେ ତାଙ୍କର ସୁନ୍ଦର ଅଭିନୟ ମାଧ୍ୟମ ରେ । ତେବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ସବୁ ଧାରାବାହିକ ଦମଦାର ରେ ଚାଲିଚି ।


ତେବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ସବୁ ଧାରାବାହିକ ଠାରୁ ସିନ୍ଦୂର ର ଅଧିକାର ଧାରାବାହିକ ଟି ସବୁଠାରୁ କିଛି ଅଲଗା କାହାଣୀକୁ ନେଇ ଆଧାରିତ ହେଇଚି । ଯାହା ସବୁ ଦର୍ଶକ ମାନଙ୍କୁ ବହୁତ୍ ପସନ୍ଦ ଆସିଚି ।ସିନ୍ଦୂର ର ଅଧିକାର ଧାରାବାହିକ ରେ ଥିବା ଉର୍ବି ଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣି ଥିବେ ତେବେ ସେ ଲିଡ ଖଳନାୟିକା ଭୂମିକା ରେ ନଜର ରେ ଆସୁଛନ୍ତି ।


ତାଙ୍କ ଅଭିନୟ ଦ୍ବାରା ସେ ଦର୍ଶକ ମାନଙ୍କୁ ବହୁତ ନିଜର କରି ଦେଇଛନ୍ତି । ସେ ତାଙ୍କ ର ଖଳ ନାୟିକା ରୋଲ ରେ ବେସ ଦମଦାର ଅଭିନୟ କରି ଲୋକ ମାନଙ୍କ ର ପ୍ରିୟ ହୋଇ ପାରିଛନ୍ତି । ତେବେ ଅଭିନେତ୍ରୀ ଊର୍ବି ଙ୍କ ସହ କିଛି ଘଟିଛି ଅଘଟଣ ସୁଟିଂ ସେଟ୍ ରେ । ତେବେ ସେ ପାଣି ରେ ସୁଟିଂ ସେଟ୍ ରେ ପାଣି ରେ ଅଭିନୟ କରିଥିବା ବେଳେ ସେ ପିଇ ଯାଇଛନ୍ତି ପାଣି ।

ତେବେ ଏ ନେଇ ଉର୍ବୀ ସୁଟିଂ ସେଟ୍ ରେ ଭଗବାନ ଙ୍କ ଦୟାରୁ ଊର୍ବୀ ଆଜି ବଞ୍ଚି ଯାଇଛନ୍ତି। ତେବେ ଉର୍ବୀ ଙ୍କ ର ଚାଲିଥିଲା ସୁଟିଂ ସେଟ୍ ରେ ସିନ୍ଦୂର ର ଅଧିକାର ଧାରାବାହିକ ଟି । ତେବେ ଚାଲିଥଲା ମନ୍ଦିର ସାମ୍ନା ରେ ପୋଖରୀ ରେ ଯେଉଁଥିରେ କି ଉର୍ବୀ ଙ୍କ ଅଣ୍ଟା ଯାଏଁ ପାଣି ଥିଲା ଏବଂ ସେଇଠାରେ ହିଁ ସୁଟିଂ ଚାଲିଥିଲା ।

ସେଠାରେ ଉର୍ବୀ ଙ୍କ ଗୋଡ ଖସି ଯିବାରୁ ସେ ପାଣି ପିଇ ଦେଇଥିଲେ ଏବଂ ତାଙ୍କୁ ଘରେ ରହି ଥିବା ଅନେକ ଲୋକ ମାନେ ଯାଇ ଉର୍ବୀ ଙ୍କୁ ସାହାର୍ଯ୍ୟ କରି ଉର୍ବୀ କୁ ବଞ୍ଚେଇ ଥିବାର ଉର୍ବୀ ନିଜେ କହିଛନ୍ତି । ତେବେ ଉର୍ବୀ ସିନ୍ଦୂର ର ଅଧିକାର ଧାରାବାହିକ ରେ ବହୁତ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ର ଲୋକ ପ୍ରିୟ ହେଇ ପାରିଛନ୍ତି । ତେବେ ଏହି ଧାରାବାହିକ ରେ ଆଗ ଏପିଶୋଡ ରେ ଉର୍ବୀ ପାଣି ରେ ବୋଡ଼ି ଯାଉଥିବା ର ନଜର ରେ ଆସିବେ ।

ଏହି ସୁଟିଂ ସମୟ ରେ ଉର୍ବୀ ସେଠାରେ ପାଣି ପିଇ ଦେଇଥିଲେ ସେ କହିଛନ୍ତି କି ସେ ପାଣି କୁ ବହୁତ ଡରନ୍ତି ଆଉ ପାଣି କୁ ଯିବା ପାଇଁ ତାଙ୍କୁ ବହୁତ ଡର ଲାଗେ । ସେଇଠି ପାଇଁ ସେ ପାଣି କୁ ଦେଖିଲେ ସେ ଡରି ଯାଆନ୍ତି । ତେବେ ବନ୍ଧୁଗଣ ଏହି ଭଳି ରାନୀ ଆହୁରି ଅନେକ କିଛି କଥା କହିଛନ୍ତି ॥ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *