ଏହି ଦୁନିଆରେ ଏପରି ବହୁତ କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକୁ ଶୁଣିବା ପରେ ଆପଣ ମାନେ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ରହିଯିବେ ହେଇପାରେ ଆପଣ ମାନେ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ ।ତେବେ ଆମେ ବର୍ତ୍ତମାନ ସେହିପରି ଏକ କଥା ସମ୍ପର୍କରେ ଆଲୋଚନା କରିବା କୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ଏହାକୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ ତାହା ଆପଣ ମାନଙ୍କ ଉପରେ ଭରସା କରେ ।
ତେବେ ଏହି ଘଟଣା ତି ଘଟିଛି ଅନୁଗୁଳ ଜିଲ୍ଲାର ଖାମଣା ଗ୍ରାମ ରେ ଏକ ଏପରି ଘଟଣା ଘଟିଛି ଯାହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆଉ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ ତେବେ ଆପଣ ମାନେ ଯଦି ଏ ବିଷୟ ରେ ସଂପୂର୍ଣ୍ଣ ତଥ୍ୟ ଟିକୁ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ ଆମ ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଜାଣି ପାରିବେ ସଂପୂର୍ଣ୍ଣ ତଥ୍ୟ ଟିକୁ ।
ତେବେ ଏହା ଶୁଣିବା ପରେ ଏହି ଦୁନିଆରେ ଥିବା ସବୁ ସମ୍ପର୍କ ଉପରୁ ଅନେକ ଲୋକଙ୍କ ବିଶ୍ୱାସ ଉଠି ଯାଇ ପରେ ମଧ୍ୟ।ତେବେ ଏହି ଗ୍ରାମରେ ଗୌତମ ନାୟକ ନାମକ ଜଣେ ବ୍ୟକ୍ତି ରହି ଥାଆନ୍ତି।ସେ ନିଜର ଗ୍ରାମରେ ଓ ନିଜର ପରିବାର ସହ ବହୁତ ଭଲରେ ରହି ଥାଆନ୍ତି। ଗୌତମ ଙ୍କ ପତ୍ନୀଙ୍କ ନାମ ହେଉଛି ଲିପିନା। ତେବେ ତାଙ୍କର ପତ୍ନୀ ଏପରି ଏକ କାମ କରିଛନ୍ତି ଯାହାକୁ ଶୁଣିବା ପରେ କେହି ମଧ୍ୟ ଏହାକୁ ବିଶ୍ୱାସ କରି ପାରିବେ ନାହିଁ ଆଉ ଏହା ଶୁଣିବା ବା ଜାଣିବା ପରେ ଲଜ୍ୟା ଜଣକ ପରିସ୍ଥିତି ମଧ୍ୟ ହେଇଚି ।
ତେବେ ତାଙ୍କର ପତ୍ନୀ ତାଙ୍କ ତାଙ୍କର ଦେଢ଼ସୁରଙ୍କୁ ଭଲ ପାଇ ବସିଥିଲେ । ଯାହା କି ଏହା ପୁରା ପୁରି ଭୁଲ ଥିଲା ତେଣୁ ଏହି ଘଟଣା ଟି ସାମ୍ନାକୁ ଆସିବା ପରେ ତାଙ୍କର ଶାଶୁ ଆସି ତାଙ୍କୁ ମାରି ଥିବାର ମଧ୍ୟ ନଜର ରେ ଆସି ଥିଲା। ଏହା ସହିତ ଏହି ଘଟଣା ବାହାରକୁ ଆସିବା ପରେ ପୋଲିସ ପାଖକୁ ଚାଲି କି ଯାଇଥିଲେ ତାଙ୍କ ଦୀୟର ।
ତେବେ ଗୌତମଙ୍କ ବଡ଼ ଭାଇଙ୍କ ନାଁ ହେଉଛି ଲକ୍ଷ୍ମୀଧର ନାୟକ ପୋଲିସ ସେମାନଙ୍କୁ ଥାନା କୁ ଡାକି ଥିଲେ ଆଉ ପୁରା ଘଟଣା ଟିକୁ ତଦାରଖ ମଧ୍ୟ କରିଥିଲେ ।ଏହା ସହିତ ସମସ୍ତ ଘଟଣା ଶୁଣିବା ପରେ ପୋଲିସ ଲକ୍ଷ୍ମୀଧର ଓ ଲିପୀନାଙ୍କୁ ଏକାଠି ରହିବା ପାଇଁ ଅନୁମତି ଦେଇ ଦେଇଥିଲେ।ଏହା ସହିତ ଏହା ଜାଣିବା ପରେ ଗୌତମ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ।
ତେବେ ସେ ନିଜର ପତ୍ନୀଙ୍କୁ ସବୁଦିନ ପାଇଁ ହରାଇ ଦେଇଛନ୍ତି ଏହା ସହିତ ତାଙ୍କର ପତ୍ନୀ ତାଙ୍କର ଦୁଇ ଝିଅ କୁ ଛାଡି ସାନ ଝିଅକୁ ନିଜ ସହିତ ନେଇ ଯାଇଛନ୍ତି। ଯାହା ଫଳରେ ତାଙ୍କର ପତି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି। ଏହା ସହିତ ସେ ଚାଲିଯିବା କାରଣ ରୁ ଦୁଃ-ଖ ତ ନିଶ୍ଚିତ ଭାବରେ ଲାଗିବ ହେଲେ ଏ ସମାଜ ରେ ନିଜ ଦେଢ଼ଶୁର ଙ୍କୁ ଛୁଇଁବା ପାପ ।
ତେବେ ସେଇ ଦେଢ଼ଶୁର ସହିତ ପ୍ରେମ ସମ୍ପର୍କ ରଖି ତାହା ସହ ଘରୁ ପଳେଇବା ତା ଠାରୁ ବଡ଼ ପାପ ହେବା ସହ ଏହା ସମାଜ ପାଇଁ ବଡ ଲ-ଜ୍ଜ୍ୟା ଜଣକ ଉଦାହରଣ ସୃଷ୍ଟି ହେଇଚି ଯାହା ତାଙ୍କ ସ୍ବାମୀ ଙ୍କୁ ବହୁତ୍ ଅ-ପ-ମା-ନ ଲାଗିଚି ।ଏହା ସହିତ ସେ ଏକ ସାକ୍ଷାତକାର ଦେଇ କହିଥିଲେ କି ତାଙ୍କ ସହିତ ଯାହା ମଧ୍ୟ ହୋଇଛି ଏହା ସଠିକ ହୋଇ ନାହିଁ।ତେବେ ସେହି ଅଞ୍ଚଳରେ ବର୍ତ୍ତମାନ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଚି।ଏହା ସହିତ ଏହା ପୋଲିସର କିପରି ନ୍ୟାୟ ବୋଲି ଅନେକ ଲୋକ ପ୍ରଶ୍ନ କରିଛନ୍ତି।
ତେବେ ବନ୍ଧୁଗଣ ଏହି ଭଳି ରାନୀ ଆହୁରି ଅନେକ କିଛି କଥା କହିଛନ୍ତି ॥ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।