Breaking News

ଦିନକୁ ଦୁଇ ଓଳି ଖାଇବାକୁ ପାଉନଥିଲେ ଏହି ଭାଇ ଭଉଣୀ !! ହେଲେ ଏବେ ସୋସିଆଲ ମିଡିଆରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି , ଦେଖିଲେ ଆଚମ୍ବିତ ହେବେ …- ଦେଖନ୍ତୁ ଭିଡିଓ

ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଅଛନ୍ତି। ତେବେ ଏହି ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ବ୍ୟକ୍ତି କିଛି ନା କିଛି ଭିଡିଓ ସେୟାର କରିଥାନ୍ତି। ଆଉ ତା ଭିତରୁ କିଛି ଭିଡିଓ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସେ ଆଉ ତାହା ରାତାରାତି ଭାଇରାଲ ହୋଇଯାଏ। ଏହି ଭାଇରାଲ ଭିଡିଓ ଗୁଡିକ ରାତାରାତି ଲୋକ ମାନଙ୍କୁ ଲୋକପ୍ରିୟ କରାଇବା ସହିତ ଲୋକ ମାନଙ୍କ ଭାଗ୍ୟ ବଦଳାଇ ଦିଏ। ତେବେ ନିକଟରେ ସୋସିଆଲ ମିଡିଆ ସେହିଭଳି ଜଣେ ଆଦିବାସୀ ଝିଅର ଭାଗ୍ୟ ବଦଳାଇ ଦେଇଛି।

ତେବେ ଏହି ସୋସିଆଲ ମିଡିଆ ଲୋକ ମାନଙ୍କୁ ଏକ ପ୍ଲାଟଫର୍ମ ଦେଉଛି ନିଜ ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ। ନିଜ ପ୍ରତିଭା ସହ ଲୋକ ମାନଙ୍କୁ ପରିଚିତ କରାଇବାକୁ। ଲୋକମାନେ ବିଭିନ୍ନ ପ୍ରକାର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଯାହାକି ଦର୍ଶକ ମାନଙ୍କ ନିକଟରେ ଖୁବ୍ ସହଜରେ ପହଞ୍ଚି ପାରୁଛି। ଆଉ ଯାହାର ଭିଡିଓ ଗୁଡ଼ିକ ଲୋକ ମାନଙ୍କୁ ପସନ୍ଦ ଆସୁଛି ସେମାନଙ୍କୁ ସେ ରାତାରାତି ଷ୍ଟାର ବନେଇ ଦେଉଛନ୍ତି। ଏହି ସୋସିଆଲ ମିଡିଆ ଜରିଆରେ ଲୋକ ମାନେ ମାସକୁ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି।

ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଭାଇ ଭଉଣୀ ଙ୍କ ଯୋଡ଼ି ବିଷୟରେ କହିବୁ ଯିଏକି ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବା ପରେ ଏବେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏହି ଦୁଇ ଭାଇ ଭଉଣୀ ଙ୍କ ନାଁ ହେଉଛି ସନାତନ ମେହେତା ଓ ସାବିତ୍ରୀ ମେହେତା। ଘର ଧନବାଦ ଜିଲ୍ଲାର ନିପାନିଆ ର ଏକ ଛୋଟ ଗାଁ ରେ।

ଆଗରୁ ଦୁହେଁ ଖୁବ୍ ଅଭାବ ଓ ଅସୁବିଧାରେ ନିଜ ଜୀବନ କାଟୁଥିଲେ। ହେଲେ ପରବର୍ତ୍ତୀ ସମୟରେ ଏହି ଭାଇ ଭଉଣୀ ନିଜ ଡାନ୍ସ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ଧୀରେ ଧିରେ ତାଙ୍କ ଭିଡିଓ ସବୁକୁ ଲୋକମାନେ ପସନ୍ଦ କଲେ।ଆଉ ଏହିଭଳି ଭାବରେ ଦୁହିଁଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଲା।

ଏବେ ସୋସିଆଲ ମିଡିଆରେ ସାହାଯ୍ୟରେ ଅନେକ ଟଙ୍କା ରୋଜଗାର କରିବା ସହିତ ନିଜ ଦାରିଦ୍ର୍ୟ କୁ ଦୂର କରିପାରିଛନ୍ତି। ଏହି ଭାଇ ଭଉଣୀ ଙ୍କ କାହାଣୀ ଏବେ ଅନେକ ଯୁବକ ଯୁବତୀ ଙ୍କ ପାଇଁ ପ୍ରେରଣା ସାଜିଛି। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *