ସମାଜରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଆ-ତ୍ମ-ହ-ତ୍ୟା-ର ହାର। ଯାହା ବିଶେଷ କରି ଯୁବପିଢି ମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ବିଭିନ୍ନ କାରଣକୁ ନିଜ ଯୁବପିଢି ମାନେ ନିଜର ଜୀବନ ନେବାକୁ ମଧ୍ୟ ପଛାଉ ନାହାଁନ୍ତି। ନିକଟରେ ପୁଣି ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ଯୁବତୀ ଚାରି ତାଲା କୋଠା ଉପରୁ ଡେ-ଇଁ ଆ-ତ୍ମ-ହ-ତ୍ୟା- ଉଦ୍ୟମ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦିନ ସକାଳ ୭.୧୫ ମିନିଟ ସମୟରେ ଅକ୍ଷରଧାମ ମେଟ୍ରୋ ଷ୍ଟେସନ୍ ର ପ୍ଲାଟଫର୍ମ ନଂ ୨ର ଏକ ସୁଉଚ୍ଚ ୪ ତାଲା ବିଲଡିଂ ଉପରକୁ ଚ-ଢି ଜ-ଣେ ଯୁବତୀ ତଳକୁ ଡେ-ଇଁ-ବା- ପାଇଁ ଚେଷ୍ଟା କରୁଥିଲେ। ସେଠାରେ ଉପସ୍ଥିତ ଲୋକ ମାନେ ସମସ୍ତେ ତାଙ୍କୁ ତଳକୁ ଫେରି ଆସିବା ପାଇଁ ଅନେକ ବୁଝା ଶୂଝା କରିଥିଲେ ମଧ୍ୟ ସେ କାହାରି ବି କଥା ଶୁଣିନଥିଲେ। ଯୁବତୀ ଜଣକ ଆ-ତ୍ମ-ହତ୍ୟା- ଉ-ଦ୍ୟ-ମ କରୁଥିବା ଦେଖି ସେଠାରେ ଥିବା ଯାତ୍ରୀ ମାନେ ପାଟି କରି ଉଠିିଥିଲେ।
ଯାତ୍ରୀ ମାନଙ୍କ ପାଟି ଶୁଣି ପ୍ଲାଟଫର୍ମ ରେ ମୁତୟନ ଥିବା ସିଆଇଏସଏଫ ଯବାନ ମାନେ ଦୌଡ଼ି ଆସିଥିଲେ। ହେଲେ ସେମାନେ ଯୁବତୀ ଜଣକ ପାଖରେ ପହଞ୍ଚି ପାରିଲେ ନାହିଁ । ଯୁବତୀ ଜଣକୁ ଛାତ କଡ଼ରେ ଛିଡ଼ା ହୋଇଥିବାର ଦେଖି ସମସ୍ତେ ତାଙ୍କ ଉଦ୍ଦେଶ୍ୟ ବୁଝି ସାରିଥିଲେ। ହେଲେ କେହି କିଛି କରିବା ପୂର୍ବରୁ ସେ ଛାତ ଉ-ପ-ରୁ ଡେ-ଇଁ ପଡ଼ିଥିଲେ। ହେଲେ ଏହି ସମୟରେ କିଛି ଲୋକ ତଳେ ଚାଦର ପକାଇ ତାଙ୍କୁ ଉଦ୍ଧାର କରିଥିଲେ।
ତେବେ ପରେ ଜଣାପଡିଥିଲା ଯେ, ଆ-ତ୍ମ-ହ-ତ୍ୟା ଉଦ୍ୟମ କରିଥିବା ଏହି ଯୁବତୀ ଜଣକ ପଞ୍ଜାବ ର । ଆଉ ସେ କଥା କହି ପାରନ୍ତି ନାହିଁ । ନିକଟରେ ତାଙ୍କ ଚାକିରି ଚାଲି ଯାଇଥିଲା। ଯେଉଁ କାରଣରୁ ସେ ଅନେକ ଦିନ ହେବ ମାନସିକ ଚିନ୍ତାରେ ରହୁଥିଲେ। ଆଉ ଏହି କାରଣ କୁ ନେଇ ସେ ଶେଷରେ ଆ-ତ୍ମ-ହ-ତ୍ୟା- ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଇ ନଥିଲେ।
ଯୁବତୀ ଜଣକ ତଳକୁ ଖସି ଯିବା ପରେ ଭୂଇଁ ରେ ତା-ଙ୍କ ଅ-ଣ୍ଟା -ପି-ଟି ହୋଇଯାଇଥିଲା। ସେଠାରେ ଉପସ୍ଥିତ ଲୋକ ମାନେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ। ଏହି ଘଟଣା ଏବେ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।