Breaking News

ଖାଲି ପାଦରେ ରହିବା ସହିତ ୨୧ ଦିନ ଯାଏଁ କଠୋର ତପସ୍ୟା କରିବେ ହିରୋ Jr NTR, ଏହା ପଛର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମର ବଡ ଖବର ଯେ ଜୁନିୟର ଏନଟିଆର ନେଲେ ମହାବୀର ଦୀକ୍ଷା , 21 ଦିନ ଯାଏ ପାଳିବେ କଠୋର ବ୍ରତ । ହଁ ବନ୍ଧୁ ସଫଳତା ପାଇବେ ପରେ ତପସ୍ୟା କରିବେ , ତେବେ ଏହି ଭଳି ନିଷ୍ପତ୍ତି ନେଇଛନ୍ତି ସମସ୍ତ ଙ୍କ ପ୍ରିୟ ସାଉଥ ସୁପର ଷ୍ଟାର ଜୁନିୟର ଏନଟିଆର । ତେବେ ବନ୍ଧୁଗଣ ଆରଆରଆର ଚଳଚିତ୍ର ଐତିହାସିକ ସଫଳତା ପରେ ଏକ ନିଅର ପଦକ୍ଷେପ ନେଇଛନ୍ତି ଜୁନିୟର ଏନଟିଆର ।

ତେବେ ବନ୍ଧୁଗଣ ସେ ଗ୍ରହଣ କରିଛନ୍ତି ମହାବୀର ଙ୍କ ଦୀକ୍ଷା , ତେବେ ବନ୍ଧୁଗଣ ଅତି ନିକଟ ରେ ଜୁନିୟର ଏନଟିଆର ଙ୍କୁ ପୂଜାର୍ଚ୍ଚନା କରୁ ଥିବାର ଦେଖିବାକୁ ମିଳୁ ଥିଲା , ତେବେ ସେ ଗରିକ ବସ୍ତ୍ର ସହ ବେକ ରେ ମାଲା ଓ ମଥା ରେ ଟୀକା ପିନ୍ଧି ଥିବାର ଦେଖିବାକୁ ମିଳିଛି । ତେବେ ହନୁମାନ ଙ୍କ ଦୀକ୍ଷା ଗ୍ରହଣ କରିବା ପରେ କଠୋର ତପସ୍ୟା କରିବେ ଏନଟିଆର ।

ତେବେ ଏଥିପାଇଁ ସେ 21 ଦିନ ଭଳି ଜଣେ ତପସ୍ଵୀ ଙ୍କ ଭଳି ବଞ୍ଚି ବାକୁ ପଡିବ । ତେବେ 21 ଦିନ ଖାଲି ପାଦ ରେ ରହିବେ ଏନଟିଆର । ଏହା ସହିତ ସେ ସାତ୍ଵିକ ଭୋଜନ କରିବେ ତେବେ ସଂପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରିବେ ଏନଟିଆର , ତେବେ ବନ୍ଧୁଗଣ ଏହି ଖବର ଅନେକ ପ୍ରଶଂସକ ଜାଣିବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ତାଙ୍କର ଏହି ଖବର ଟି ସୋସିଆଲ ମିଡିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି । ତେବେ ଚାରିଆଡେ ଝୁଟୁଛି ପ୍ରଶଂସା ର ସୁଅ । ତେବେ ସଫଳତା ପାଇଥ୍ଜିଲେ ମଧ୍ୟ ଭାରତୀୟ ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ତାଙ୍କର ଇଚ୍ଛା କୁ ପ୍ରଶଂସା କରା ଯାଉଛି । ତେବେ ଏହା ପୂର୍ବ ରୁ ରାମ ଚରଣ ମଧ୍ୟ ସନ୍ୟାସ ବେସ ଧରିଥିବାର ଦେଖିବାକୁ ମିଳିଥିଲା ।

 

ତେବେ 45 ଦିନ କଠୋର ତପସ୍ୟା ବ୍ରତ୍ତ ପାଳନ କରି ଥିଲେ । ତେବେ ତାଙ୍କୁ ବିଭିନ୍ନ ସ୍ଥାନ ରେ କଳା ବସ୍ତ୍ର ପରିଧାନ କରି ଥିବାର ଦେଖିବାକୁ ମିଳିଥିଲା । ତେବେ ରାମ ଚରଣ 45 ଦିନ ଖାଲି ପାଦ ରେ ରହିବା ସହିତ ବ୍ରହ୍ମଚର୍ଯ୍ୟ ପାଳନ କରିଥିଲେ । ତେବେ ବନ୍ଧୁଗଣ ଆରଆରଆର ଚଳଚିତ୍ର ର ଏନଟିଆର ଓ ରାମ ଚରଣ ଙ୍କ ଜବରଦସ୍ତ ନାଚ ଦର୍ଶକ ମାନ ଙ୍କ ମନ କୁ ଛୁଇନ ଥିଲା ।

ତେବେ ବନ୍ଧୁଗଣ ଏହି ଚଳଚିତ୍ର ଟି ମାତ୍ର 24 ଦିନ ରେ 800 କୋଟି ଟଙ୍କା ବ୍ୟବସାୟ କରିଥିବା ସମୟ ରେ ବିଶ୍ଵସ୍ତର ରେ 1100 କୋଟି ଟଙ୍କା ବ୍ୟବସାୟ କରିଛି । ତେବେ ଉଭୟ ସଫଳ ହୋଇଥିଲେ ମଧ୍ୟ ନିଜ ପରମ୍ପରା କୁ ସେ ଭୁଲି ନାହାଁନ୍ତି ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *