ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ । ତେବେ ଏହି ଅଭିନେତା ମାନେ ବେଳେ ବେଳେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାନ୍ତି ଓ ବର୍ତ୍ତମାନ ସମୟ ରେ ଠିକ ସେହିଭଳି ଜଣେ ଅଭିନେତା ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି ।
ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅନୁଭବ ମହାନ୍ତି ଓ ସେ ନିଜ ପ୍ରେମ କାହାଣୀ ବିଷୟ ରେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି , ତେବେ ଆଜି ଆମେ ଏହି ବିଷୟ ରେ ଜାଣିବା । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅନୁଭବ ମହାନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବା ଆଗ ଧାଡି ର ଅଭିନେତା ।
ତେବେ ଅନୁଭବ ମହାନ୍ତି ଜଣେ ଲୋକପ୍ରିୟ ଅଭିନେତା ହେବା ସହ ରାଜନେତା ମଧ୍ୟ । ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବହୁ ସାରା ଚଳଚିତ୍ର ରେ ଦେଖିଥିବେ , ତେବେ ସେ ଚଳଚିତ୍ର ରେ ଆସିବା ପୂର୍ବ ରୁ ସେ ପ୍ରଥମେ ଆଲବମ କରୁଥିଲେ ଓ ପରେ ଓଡିଆ ଚଳଚିତ୍ର ରେ ପାଦ ଦେଇ ବେସ ଲୋକ ପରିଚିତ ହେବା ସହିତ ଓଡିଶା ର ଘର ଘରେ ପରିଚିତ ହୋଇ ପାରିଥିଲେ । ତେବେ କହିବାକୁ ବର୍ତ୍ତମାନ ସମୟ ରେ ଅନୁଭବ ମହାନ୍ତି ଓଡିଆ ଇଣ୍ଡଷ୍ଟ୍ରି ରୁ ଅନେକ ନାମ ଅର୍ଜନ କରିଛନ୍ତି ।
ତେବେ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କ ସହ ଅଭିନୟ କରି ଆସୁଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅନୁଭବ ଶୁଟିଙ୍ଗ ସେଟ ରୁ ବର୍ଷା ଙ୍କୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ପରବର୍ତ୍ତୀ ସମୟ ରେ ଉଭୟ ମଧ୍ୟ ରେ କିଛି ବିବାଦ ଦେଖା ଦେବାରୁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅନୁଭବ ମହାନ୍ତି ମ୍ୟୁଜିକ ଆୱାର୍ଡ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ଓ ଅନେକ କଥା କହିଥିଲେ । ତେବେ ଏହି ସୋ ରେ ଅନୁଭବ ନିଜ ପ୍ରେମ ବିଷୟ ରେ କହିଥିଲେ ଓ ଏହି ଭିଡିଓ ଟି ଆପଣ ମାନେ ନିଶ୍ଚୟ ଦେଖିବାକୁ ପାଉଥିବେ …
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।