ଆପଣମନେ ଜାଣିଥିବେ ଓଡିଆ ଅଭିନେତ୍ରୀ ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କ ବିଷୟ ରେ । ସେ ତାଙ୍କ ର ଅଭିନୟ ରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ରେ । ଝିଲିକ୍ ଭାଟ୍ଟଚାର୍ଯ୍ୟ ଓଡ଼ିଆ ସିନେମା ରେ ଅନେକ ଗୁଡିଏ ସିନେମା କରି ସାରିଛନ୍ତି ଏବଂ ତାଙ୍କ ର ସବୁ ସିନେମା ସୁପରହିଟ୍ ହେଇଚି ମଧ୍ୟ । ତେବେ ଆପଣ ମାନେ ଯଦି ଝିଲିକ୍ ଭାଟ୍ଟଚାର୍ଯ୍ୟ ବିଷୟ ରେ ଏବେ ପୁରା ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମ ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପୁରା ପଢନ୍ତୁ ।
ତେବେ ହିରୋଇନ୍ ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କ ବିଷୟ ରେ ସମସ୍ତେ ବହୁତ କିଛି ଜାଣିଛନ୍ତି । ତେବେ ତାଙ୍କର ସୁନ୍ଦର ଅଭିନୟ ପାଇଁ ସବୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି । ତେବେ ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କ ଅଭିନୟ ରେ ଏକ ନିଆରା ଅନୁଭୂତି ଥାଏ ଯାହାକୁ ସମସ୍ତ କୁ ବହୁତ ଭଲ ଲାଗେ । ତେବେ ଆପଣ ମାନେ ଜାଣିଥିବେ କି ଝିଲିକ୍ ଭାଟ୍ଟଚାର୍ଯ୍ୟ ଜଣେ ବେଙ୍ଗୋଲି ହୋଇ ଥିଲେ ମଧ୍ୟ ସେ ଓଡ଼ିଆ ଘରେ ବାହା ହେଇଛନ୍ତି । ତେବେ ସେ ବଙ୍ଗାଳୀ ସିନେମା କରିବା ପରେ ପରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରିବା ଆରମ୍ଭ କରିଥିଲେ ।
ପରେ ପରେ ଝିଲିକ୍ ଭାଟ୍ଟଚାର୍ଯ୍ୟ ଓଡ଼ିଶା ରହିବାକୁ ଲାଗିଥିଲେ ପରେ ତାଙ୍କୁ ଓଡ଼ିଶା ବହୁତ ପସନ୍ଦ ଲାଗିବାକୁ ଲାଗିଥିଲା । ତେବେ ସେ ଓଡ଼ିଶା ରେ ରହିବା ପରେ ପରେ ସେ ଓଡ଼ିଆ ପୁଅ କୁ ବାହା ହେଇ । ତେବେ ଲୋକପ୍ରିୟ ଅଭିନେତ୍ରୀ ଝିଲିକ୍ ଭାଟ୍ଟଚାର୍ଯ୍ୟ ଏବେ ମାଆ ହେବାକୁ ଯାଉଛନ୍ତି । କିଛି ଦିନ ତଳେ ତାଙ୍କ ର ସାଦ ଖିଆ ମଧ୍ୟ ସରି ଯାଇଛି । ସେ ମାଆ ହେବାକୁ ଯାଉଛନ୍ତି ବୋଲି ବେସ ଖୁସି ରେ ମଧ୍ୟ ଅଛନ୍ତି ।
ତେବେ ଝିଲିକ୍ ଭାଟ୍ଟଚାର୍ଯ୍ୟ ଏବେ ନଜର ରେ ଆସିଛନ୍ତି ସେ ପୂଜା ଅର୍ଚ୍ଚନା କରୁଥିବାର ଏବଂ ଘର କୁ ନାନା କୁ ଡାକି ଘରେ ପୂଜା ଅର୍ଚ୍ଚନା କରିଥିବା ର ଦେଖି ବାକୁ ମିଳିଛି । ଏ ସବୁ ଆୟୋଜନ ଆଗକୁ ଆସୁଥିବା ସନ୍ତାନ ପାଇଁ କରାଯାଉଛି ବୋଲି ଶୁଣିବାକୁ ମିଳୁଛି । ତେବେ ଝିଲିକ୍ ଭାଟ୍ଟଚାର୍ଯ୍ୟ ବହୁତ ଲାଗିଛନ୍ତି ପୂଜା ଅର୍ଚ୍ଚନା ରେ । ଏପରି ପୂଜା ଅର୍ଚ୍ଚନା କରି ଘରେ ଆସୁଥିବା ଅତିଥି ଙ୍କ ପାଇଁ ଶୁଭ ମନାସିବା କଥା ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ଧରିଛି ।
ଯେହେତୁ ଝିଲିକ୍ ଭାଟ୍ଟଚାର୍ଯ୍ୟ ଆଗକୁ ମାଆ ହେବାକୁ ଯାଉଛନ୍ତି ସେଇଥି ପାଇଁ ପୂଜା ଅର୍ଚ୍ଚନା କରୁଛନ୍ତି ବୋଲି ଶୁଣିବାକୁ ମିଳିଛି । ଓଡ଼ିଆ ଚଳଚିତ୍ର ର ଜଣାଶୁଣା ଅଭିନେତ୍ରୀ ଝିଲିକ୍ ଭାଟ୍ଟଚାର୍ଯ୍ୟ ଅବଶ୍ୟ ବିବାହ ପରଠାରୁ କିଛି ଦିନ ପାଇଁ ସେ ବିରତି ନେଇଥିଲେ । ଏବେ ପୁଣିଥରେ ରୁଦ୍ରାଣି ଚଳଚିତ୍ର ଟି ର ମାଧ୍ୟମ ରେ ଫେରୁଛନ୍ତି । ତେବେ ଝିଲିକ ଙ୍କ ଏଭଳି ଅବଦାନ କୁ ଆପଣ ମାନେ ଦେଖିବାକୁ ଭୂଲିବେନି ତାଙ୍କର ଆଗାମୀ ସିନେମା ରୁଦ୍ରାଣି କୁ କିନ୍ତୁ ତା ପୂର୍ବ ରୁ ଝିଳିକ୍ ହେବାକୁ ଯାଉଛନ୍ତି ମାଆ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।