ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନୟ ଦୁନିଆ ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ସଦା ସର୍ବଦା ଆମ ଓଡ଼ିଆ ଚଳଚ୍ଚିତ୍ର ର ଅଭିନେତ୍ରୀ ମାନ ଙ୍କ ବିଷୟ ରେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଆଜି ଆମେ ଆମ ଓଡ଼ିଆ ଯାତ୍ରା ଜଗତ ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ।
ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଯାତ୍ରା ଜଗତ ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ମିନୁ ମହାପାତ୍ର ଓ ଦର୍ଶକ ମାନେ ତାଙ୍କ ଜବରଦସ୍ତ ଅଭିନୟ କୁ ବେଶ୍ ପସନ୍ଦ କରି ଥାଆନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଏହି ଅଭିନେତ୍ରୀ ଙ୍କ ବିଷୟ ରେ କିଛି ଜାଣିବା ।
ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ମିନୁ ମହାପାତ୍ର ମଞ୍ଚ ମଞ୍ଜରୀ ରେ ଅଭିନୟ ଜାରି ରଖିଛନ୍ତି ।ତେବେ ତାଙ୍କ ପ୍ରଥମ ଅଭିନୟ କ୍ୟାରିୟର ନେଗେଟିଭ ଚରିତ୍ର ରେ ଅଭିନୟ କରିଥିଲେ । ତେବେ ସେ ଏହା ପୂର୍ବ ରୁ ସଚ୍ଚିଦାନନ୍ଦ ପାର୍ଟି ରେ ଅଭିନୟ କରୁଥିଲେ , ତେବେ ପାର୍ବତୀ,କୋଣାର୍କ, କଳିଙ୍ଗ ଗଣନାଟ୍ୟ ଭଳି ଅନେକ ପାର୍ଟି ରେ କାମ କରିଛନ୍ତି ।
ତେବେ ମିନୁ ମହାପାତ୍ର ଅଭିନୟ କରିବା ର ୨୬ ବର୍ଷ ହୋଇ ଗଲାନି । ତେବେ ସେ ତ୍ରିନାଥ ଗଣନାଟ୍ୟ ରେ ଅଭିନୟ କରି ଥିଲେ ।ତେବବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଏକ ସାକ୍ଷାତକାର କୁ ଆସି ନିଜ ବିଷୟ ରେ ଓ ଅଭିନୟ ବିଷୟ ରେ କହିଛନ୍ତି । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଅନେକ ଯାତ୍ରା କରିଛନ୍ତି ।
ସେ ପ୍ରାୟତ ଅଧିକ ନେଗେଟିଭ ଚରିତ୍ର ରେ ନଜର ଆସି ଥାଆନ୍ତି ଓ ଏହି ନେଗେଟିଭ ଚରିତ୍ର ର ଅଭିନୟ ଦର୍ଶକ ମାନ ଙ୍କୁ ବେଶ୍ ପସନ୍ଦ ଆସିଥାଏ ।ତେବେ ବର୍ତ୍ତମାନ୍ ସମୟ ରେ କହିବାକୁ ଗଲେ ତାଙ୍କ ଏକ ଯାତ୍ରା ଡାଇଲକ୍ ମୁଁ କଣ ସୁନ୍ଦରୀ ନୁହେଁ ତାହା ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ ଅଛି , ତେବେ ଦର୍ଶକ ମାନେ ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।