Breaking News

ଓଡିଆ ହିରୋଇନ ସୋମାଲିନ ଓ ଜାଙ୍କଲିନ ଙ୍କ (Somalin Janklin) ଭଉଣୀ ବାହାଘରର ଫୁଲ ଭିଡିଓ ଦେଖନ୍ତୁ

ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରି ଜଣାଶୁଣା ଓ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିଥିବେ । ତେବେ ଅଭିନେତ୍ରୀ ମାନେ ତାଙ୍କ ଅଭିନୟ ଓ ତାଙ୍କ ଗ୍ଲାମର ପାଇଁ ଅଧିକ ସମୟ ରେ ସୋସିଆଲ ମିଡ଼ିଆ ରେ ଅଧିକ ଚର୍ଚ୍ଚା ରେ ଥାଆନ୍ତି । ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଧିକ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ଅଧିକ ସମି ରେ ବହୁତ ଲୋକ ପ୍ରିୟ ହାସଲ କରିଥାନ୍ତି ।

ତେବେ ଆଜି ଆମେ ଆପଣ ମଙ୍କୁ ଏମିତି ଏକ ଅଭିନେତ୍ରୀ ମାନଙ୍କ ବିଷୟ ରେ କହିବୁ ଯାହାକୁ ଆପଣ ମାନେ ବହୁତ ଭଲ ପାଆନ୍ତି । ଆଉ ତାଙ୍କୁ ଚିହ୍ନି ବି ପାରନ୍ତି କିଏ କୁ ଅଭିନେତ୍ରୀ ସବୁ ବେଳେ ଆଖି ଧୋକ୍କା ଖାଇଯାଏ । ତେବେ ଯଦି ଆପଣ ମାନେ ଜାଣିବାକୁ ଚାହୁଥିବେ କି ଆମେ ଆପଣ କୁ କୁ ତଥ୍ୟ ଉପରେ କହିବାକୁ ଯାଉଛୁ ତେବେ ଆପଣ ମାନେ ଆମ ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ଆମେ ଆପଣ ମାନଙ୍କୁ କଉ ତଥ୍ୟ ଉପରେ ଅବଗତ କରାଇବାକୁ ଯାଉଛୁ ।

ତେବେ ଆପଣ ମାନେ ଓଡ଼ିଆ ଅଭିନେତ୍ରୀ ଜାଙ୍କଲିନ ଓ ସୋମାଲିନ ବିଷୟ ରେ କହିବାକୁ ଯାଉଚି ତେବେ e ହୁହେଁ ଦୁଇ ଭଉଣୀ ଅଟନ୍ତି । ତେବେ ଏ ଦୁହେଁ ଭଉଣୀ ଦେଖିବାକୁ ଏକାଭଳି । ତେବେ କିଏ ଜାଙ୍କଲିନ ଓ କିଏ ସୋମାଲିନ ତାହା ଜାଣିବା ଏତେ ସହଜ ମଧ୍ୟ ନୁହନ୍ତି । ତେବେ ସେ ଯେବେ ଅଡିସନ୍ ଦେବାକୁ ଆସି ଥିଲେ ପ୍ରଥମ ଥର ତେବେ ବି ଜର୍ଜ ମାନେ ମଧ୍ୟ ଜାଣି ପାରିନଥିଲେ ।

ତେବେ ଏ ଦୁହେଁ ଭଉଣୀ ବହୁତ ଅଭିନୟ କରି ସାରିଛନ୍ତି ଓଡ଼ିଆ ଆଲବମ ସଙ୍ଗ ରେ ଆଉ ଧାରାବାହିକ ରେ ମଧ୍ୟ । ତେବେ ଏ ଦୁହେଁ ଅଭିନେତ୍ରୀ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଏବେ ଏ ଦୁହେଁ ଭଉଣୀ ଜାଙ୍କଲିନ ଓ ସୋମାଲିନ ବହୁତ ଖୁସି ରେ ଅଛନ୍ତି ତାଙ୍କ ଶାଶୁ ଘରେ । ତେବେ ଏ ଦୁହେଁ ଭଉଣୀ ବହୁତ ସମୟ ରେ ସୋସିଆଲ ମିଡ଼ିଆ ରେ ନଜର ରେ ଆସିଥାନ୍ତି ତାଙ୍କ ରିଲ ପାଇଁ । ସେ ତାଙ୍କ ର ରିଲ୍ ରେ ବହୁତ ସୁନ୍ଦର ଅଭିନୟ କରି ବହୁତ ନଜର ରେ ଆସିଥାନ୍ତି ସୋସିଆଲ ମିଡ଼ିଆ ରେ ।

ତେବେ ଏ ଦୁହେଁ ଭଉଣୀ ଜାଙ୍କଲିନ ଓ ସୋମାଲିନ ଏବେ ଫୁଣି ଥରେ ନଜର ରେ ଆସିଛନ୍ତି ଯାହା କି ଏବେ ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚ୍ଚା ଧରିଛି । ତେବେ ଜାଙ୍କଲିନ ଓ ସୋମାଲିନ ତାଙ୍କ ରି ଏକ ଭଉଣୀ ର ନିର୍ବନ୍ଧ ରେ ନଜର ରେ ଆସିଛନ୍ତି ।

ତେବେ ଜାଙ୍କଲିନ ଓ ସୋମାଲିନ ଏହି ନିର୍ବନ୍ଧ ପାର୍ଟି ଯାଇ ବହୁତ ମଜ୍ଜା ମସ୍ତି କରିଥିବାର ନଜର ରେ ଆସିଛନ୍ତି। ତେବେ ସୋମାଲିନ ମଧ୍ୟ ତାଙ୍କ ସ୍ବାମୀ ଙ୍କ ସହ ଓ ଜା ତାଙ୍କ ସ୍ବାମୀ ଙ୍କ ସହ ବହୁତ ଫଟୋ ଉଠେଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ଯାହା କି ତାଙ୍କ ଫ୍ୟାନ ମାନେ ବହୁତ ଖୁସି ହେଇ ତାଙ୍କ ପୋଷ୍ଟ ରେ ଲାଇକ ମଧ୍ୟ କରିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *