Breaking News

ଲୋକପ୍ରିୟ ଯାତ୍ରା ହିରୋଇନ ବେବିନା (Bebina panda) କରିଲେ ବଡ ଖୁଲାସା କହିଲେ ଆମର ବ୍ରାହ୍ମଣ ଘର ବୋଲି ବାପା ଯାତ୍ରାକୁ ଛାଡୁ ନଥିଲେ କିନ୍ତୁ ମୁଁ… ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଯାତ୍ରା ଜଗତ ବେସ ଲୋକ ପ୍ରିୟ ହୋଇ ପାରିଛି ଓ ଦର୍ଶକ ମାନେ ମଧ୍ୟ ଯାତ୍ରା ପାର୍ଟି କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଶା ରେ ଅନେକ ଯାତ୍ରା ପାର୍ଟି ରହିଛି ଓ ଏହି ସମସ୍ତ ପାର୍ଟି ରେ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ତାହେଲେ ବନ୍ଧୁଗଣ ଆଜି ଆମେ ଆମର ଏହି ପେଜ ମାଧ୍ୟମ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଓ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଯାତ୍ରା ଜଗତ ଲୋକ ପ୍ରିୟ ଅଭିନେତ୍ରୀ ବେବିନା ।

ତେବେ ବନ୍ଧୁଗଣ ଏକ ସାକ୍ଷାତ୍କାର ଆସି ବେବିନା କହିଥିଲେ ନିଜ ଅଭିନୟ ଜୀବନୀ ଓ ବ୍ୟକ୍ତିଗତ ଜୀବନ ବିଷୟ ରେ ଆଜି ଆମେ ଏହି କଥା ଟି ଆମର ଏହି ପେଜ ମାଧ୍ୟମ ରେ ଜାଣିବା ତେବେ ସେ କହିଛନ୍ତି ମୁଁ ଯାତ୍ରା ଜଗତ ରେ 1996 ମସିହା ରେ ପ୍ରଥମେ ଆସିଥିଲେ । ତେବେ ତାଙ୍କ ବାପା ହେଉଛନ୍ତି ବିଶିଷ୍ଟ କଳାକାର ସଂକର୍ଷଣ ପଣ୍ଡା ମୋ ଭଉଣୀ ରିନା ପଣ୍ଡା , ତେବେ ବନ୍ଧୁଗଣ ତାଙ୍କ ମା ଏହି ଦୁନିଆ ରେ ନାହାଁନ୍ତି ।

ତେବେ ବନ୍ଧୁଗଣ ବେବିନା ଙ୍କ ବ୍ରାହ୍ମଣ ଘର ଓ ସେତେବେଳେ ଆର୍ଥିକ ଅବସ୍ଥା ଦୁର୍ବଳ ଥିଲା , ତେବେ ତାଙ୍କର ଜମି ବାଡି ଥିଲେ ମଧ୍ୟ ଚାଷ କରୁ ନ ଥିଲେ । ତେବେ ତାଙ୍କ ମା ମରିଯିବା ପରେ ତାଙ୍କ ବାପା ଙ୍କ ଦେହ ଅସୁସ୍ଥ ଥିଲା ଓ ତାଙ୍କ ନାନି ଯାତ୍ରା ଜଗତ ରେ ଅଭିନୟ କରୁଥିଲେ ଓ ପରବର୍ତ୍ତୀ ସମୟ ରେ ତାଙ୍କ ନାନି ଙ୍କ ବିବାହ ଘର ହୋଇଗଲା ।

ଆର୍ଥିକ ବ୍ୟବସ୍ଥା ଦୁର୍ବଳ ହେବା ରେ ରୁ ସେ ଅଭିନୟ କରିବା ପାଇଁ ଯାତ୍ରା ଜଗତ କୁ ଆସିଛନ୍ତି । ବାପା ମୋତେ ଅଭିନୟ ପାଇଁ ଛାଡୁ ନ ଥିଲେ । ତେବେ ପରବର୍ତ୍ତୀ ସମୟ ରେ ତାଙ୍କ କଳା ତାଙ୍କୁ ଯାତ୍ରା ଜଗତ କୁ ଟାଣି ଆଣିଲା , ତେବେ ବନ୍ଧୁଗଣ ଆପଣ ମାନେ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତା ବିନୋଦ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।

ତେବେ ବନ୍ଧୁଗଣ ବେବିନା ଓ ବିନୋଦ ଉଭୟ ଯାତ୍ରା ଜଗତ ରେ ଏକାଠି ହୋଇ ଅଭିନୟ କରିବା ପରେ ପରସ୍ପର ଙ୍କ ଭିତରେ ଭଲ ପାଇବା ଆରମ୍ଭ ହୋଇ ଯାଇଥିଲା ଓ ପରବର୍ତ୍ତୀ ସମୟ ରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ , ତେବେ ବର୍ତ୍ତମାନ ସମୟ ରେ ବେବିନା ଅନେକ ଯାତ୍ରା ପାର୍ଟି ରେ ଅଭିନୟ କରି ସାରିଛନ୍ତି ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *