ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଏହି କରୋନା ପାଇଁ ସାରା ବିଶ୍ଵ ର ଲୋକ ମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଓ ବହୁତ ଲୋକ ସଂକ୍ରମିତ ହୋଇ ପ୍ରାଣ ହରାଇ ଛନ୍ତି , ତେବେ କିଏ ନିଜ ପୁଅ ହରାଇଛି ତ ଆଉ କିଏ ନିଜ ବାପା କିମ୍ବା ପରିବାର କୁ । ତେବେ ଶିକ୍ଷା ଠାରୁ ଧନଜନ , ଜୀବନ ପର୍ଯ୍ୟନ୍ତ ସବୁଥିରେ ପ୍ରଭାବ ପକାଇଛି ।
ତେବେ ବନ୍ଧୁଗଣ କରୋନା ସମୟ ରେ ଅନେକ ଲୋକ ଖାଇବାକୁ ମଧ୍ୟ ପାଇ ନାହାଁନ୍ତି । ତେବେ ବନ୍ଧୁଗଣ ଚଳିତ ବର୍ଷ କରୋନା ସଂକ୍ରମଣ ର ହାର କମିବା ରୁ କୌଣସି ଲକ ଡାଉନ କିମ୍ବା ସଟ ଡାଉନ ଭଳି କିଛି ବି ପଦକ୍ଷେପ ନିଆ ଯାଇ ନହିଁ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏକ ଚିନ୍ତା ର କାରଣ ପାଲଟିଛି ଏହି କରୋନା , ହଁ ବନ୍ଧୁ ଏନସିଆର ରେ ଲଗାତର ଭାବେ କରୋନା ସଂକ୍ରମଣ ବଢିବା ରେ ଲାଗିଛି ।
ତେବେ ବନ୍ଧୁଗଣ ଗତ 24 ଘଣ୍ଟା ମଧ୍ୟ ରେ ଏନସିଆର ଏବଂ ଗାଜିଆବାଦ ରେ 33 ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ତେବେ ଏପ୍ରିଲ ମାସ ରେ 221 ମାମଲା ସାମ୍ନା କୁ ଆସିଥିଲା । ତେବେ ଏହି ଭଳି ସମୟ ରେ ପଜିଟିଭ ହାର 139 କୁ ବୃଦ୍ଧି ପାଇଛି । ତେବେ ଦିଲ୍ଲୀ ରେ 3 ଗୁଣ ବୁଦ୍ଧି ପାଇଛି କରୋନା ସଂକ୍ରମଣ । ଦିଲ୍ଲୀ ରେ ବୁଧବାର ଦିନ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ର ଏକ ଆଇଠକ ବସିବ ।
ତେବେ ଏଠି ସ୍କୁଲ ଉପରେ ଓ ମାସ୍କ ଲଗାଇବା ରେ ନିଷ୍ପତ୍ତି ନିଆ ଯାଇ ପାରେ । ଦିଲ୍ଲୀ ସ୍କୁଲ ରେ ଛାତ୍ର ଙ୍କ ସହ ଶିକ୍ଷକ ସଂକ୍ରମଣ ହୋଇଥିଲେ । ତେବେ ଏହା ପରେ ଦିଲ୍ଲୀ ସରକାର କହିଛନ୍ତି ସ୍କୁଲ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ ନହିଁ । ଦିଲ୍ଲୀ ରେ ଦୁଇ ସଦସ୍ୟ କରୋନା ରେ ଆକ୍ରାନ୍ତ ହେବା ପରେ ଟିମ ର ସମସ୍ତ ସଦସ୍ୟ ସଙ୍ଗରୋଧ ରେ ରହିଛନ୍ତି ।
ତେବେ ବନ୍ଧୁଗଣ ଏହି କୋରନା ବିସ୍ଫୋରଣ ପରେ ପୁନେ ହେବା କୁ ଯାଉଥିବା ଅ କ୍ରିକେଟ ମ୍ଯାଚ କୁ ମୁମ୍ବାଇ ଙ୍କୁ ସ୍ଥାନାନ୍ତରିତ କରା ଯାଇଛି । ଦିଲ୍ଲୀ କ୍ୟାମ୍ପ ରେ ବଢୁଥିବା କରୋନା ମାମଲା କୁ ନଜର ରଖି ବିସିସିଆଇ ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେଇଛି । ତେବେ ଆଜି ଦେଶ ରେ 2067 କରୋନା ଚିହ୍ନଟ ହୋଇଛନ୍ତି ଓ 40 ଜଣକ ଙ୍କ ଜୀବନ ମଧ୍ୟ ଯାଇଛି , ତେବେ ବନ୍ଧୁଗଣ ଯଦି ଏହି କରୋନା ସଂକ୍ରମଣ ଦିନ କୁ ଦିନ ବୃଦ୍ଧି ତେବେ ନିଶ୍ଚିନ୍ତ ଭାବେ ସମସ୍ତ ସ୍କୁଲ ବନ୍ଦ ହୋଇଯିବେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।