Breaking News

ଲୋକପ୍ରିୟ ଅଭିନେତ୍ରୀ ମନୀଷା ରଥ (Manisha Rath) ନିଜ ବିଷୟରେ କରିଲେ ବଡ ଖୁଲାସା କହିଲେ ରୋମାଣ୍ଟିକ ସିନ ଆସିଲେ ମୋ ଦେହ ଥରେ କାରଣ ସେତେବେଳେ ମୁଁ ମୋ ନିଜ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ । ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ମନୀଷା ରଥ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ସେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଅଭିନେରୀ ଜଣକ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ଅତି ନିକଟ ରେ ଏକ ସାକ୍ଷାତ୍କାର ରେ ଅନେକ କିଛି କହିଥିଲେ ଓ ଏହି ସାକ୍ଷାତ୍କାର ସେ ନିଜ ଜୀବନ ବିଷୟ ରେ କହିଥିଲେ ନିଜ ବିବାହ ବିଷୟ ରେ କହିଥିଲେ , ହଁ ବନ୍ଧୁ ସେ କିପରି ବିବାହ କରିଥିଲେ ତାହା ମଧ୍ୟ କହିଛନ୍ତି ।

ତେବେ ଅଭିନେତ୍ରୀ ମାନସୀ କହିଛନ୍ତି ଯେ ସେ ଯାହାକୁ ବିବାହ କରିଛନ୍ତି ସେ ତାଙ୍କୁ ଅନେକ ଦିନ ଭଲ ପାଉଥିଲେ , କିନ୍ତୁ କେବେ ହେଲେ ନିଜ ଭଲ ପାଇବା ପ୍ରକାଶ କରି ପାରୁ ନ ଥିଲେ ତେବେ ଦୀର୍ଘ ଦିନ ଯିବା ପରେ ଦିନେ ମନୀଷା ତାଙ୍କୁ ନିଜ ମନ ର କଥା କହିଥିଲେ ଓ ସ ଏପ୍ରଥମେ ମନା କରି ଦେଇଥିଲେ ଓ ପରେ ନିଜ ଅଦୁ ପ୍ରସ୍ତାବ ଦେଇଥିଲେ ।

ତେବେ ପରବର୍ତ୍ତୀ ସମୟ ରେ ଉଭୟ ଙ୍କ ବିବାହ ହୋଇ ଯାଇଥିଲା । ତେବେ ବନ୍ଧୁଗଣ ସେ ବିବାହ ପରେ କିଛି ଦିନ ପର୍ଯ୍ୟନ୍ତ ଅଭିନୟ ଦୁନିଆ ରୁ ଦୂରେଇ ରହିଥିଲେ ଓ ଏହାରି ଭିତରେ ସେ ଏକ ଝିଅ ସନ୍ତାନ ର ମା ହୋଇଥିଲେ ।

ତେବେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବହୁ ସାରା ଧାରାବାହିକ ରେ ନିଶ୍ଚୟ ଦେଖିଥିବେ , ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଆଜି ବେସ ଲୋକ ପ୍ରିୟ । ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଓଡିଶା ର ଘର ଘରେ ପରିଚିତ ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *