Breaking News

ବଡ ଦୁଃଖ ଖବର – ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ଲଢୁଛନ୍ତି ସିରିଏଲ ଅଭିନେତ୍ରୀ ଅଭିପ୍ସା (Abhipsa) – ଦେଖନ୍ତୁ ଭିଡିଓ

ଆପଣମାନେ ଜାଣିଥିବେ କିଛି ଅଭିନେତ୍ରୀ ମାନଙ୍କୁ ଯେଉଁ ମାନେ ନିଜର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚା ରେ ଅଛନ୍ତି । ଓଡ଼ିଆ ସିନେମା ହଉ କି ଓଡ଼ିଆ ଧାରାବାହିକ ହଉ ସେଠାରେ ନିଜର ବହୁତ ସୁନ୍ଦର ଅଭିନୟ କରି ଅଭିନେତ୍ରୀ ମାନେ ଅଛନ୍ତି ବେସ ଲୋକ ପ୍ରିୟ ହୋଇ ଥାଆନ୍ତି । ତେବେ ଆପଣ ମାନେ ଜାଣିଥିବେ ଓଡ଼ିଆ ଧାରାବାହିକ ହେଉ କିମ୍ବା ଓଡ଼ିଆ ସିନେମା ହଉ ଏବେ ସୋସିଆଲ ମିଡ଼ିଆ ରେ ଏ ସମସ୍ତ ଖବର ପ୍ରଥମେ ଭାଇରାଲ ହେଇ ସମସ୍ତ ଙ୍କ ପାଖରେ ବହୁତ ଶୀଘ୍ର ପହଞ୍ଚି ସବୁ ବିଷୟ ରେ ଆଗୁଆ ଜଣେଇ ଦିଏ ।

ତେବେ ଆଜି ଆମେ ଏପରି ଏକ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛ ସେ ବେସ ଲୋକ ପ୍ରିୟ ହାସଲ କରି ସାରିଛନ୍ତି ବହୁତ କମ୍ ଦିନ ରେ । ସବୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଆମେ ଆଜି କୁ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛ ସେ ବିଷୟ ରେ ସମ୍ପୂର୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ ଆମ ଲେଖାଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ସଂପୂର୍ଣ୍ଣ ତଥ୍ୟ କ’ଣ ରହିଛି ।

ତେବେ ଆପଣ ମାନେ ଜାଣିଥିବେ କି ଓଡ଼ିଆ ଧାରାବାହିକ ଜଗତ ର ଜଣାଶୁଣା ବା ଲୋକ ପ୍ରିୟ ଅଭିନେତ୍ରୀ ଅଭିଶା ଭଞ୍ଜ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ତେବେ ମୁଖ୍ୟ ଖଳ ନାୟିକା ବେସ ପସନ୍ଦ ଆସନ୍ତି ଦର୍ଶକ ମାନଙ୍କୁ । ବହୁତ ଗୁଡ଼ିଏ ଚଳଚିତ୍ର ଓ ବହୁତ ଗୁଡ଼ିଏ ଧାରାବାହିକ ରେ ଖଳ ନାୟିକା ଭୂମିକା ରେ ଲୋକମାନେ ବହୁତ ପସନ୍ଦ କରିଛନ୍ତି ।

ତେବେ ଅଭିନେତ୍ରୀ ଅଭିଶା ଭଞ୍ଜ ଏବେ ହସ୍ପିଟାଲ୍ ରେ ଅଛନ୍ତି ଆଉ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଏହି ଅଭିନେତ୍ରୀ ଜଣକ । ତେବେ ବର୍ତ୍ତମାନ ସମୟ ରେ କ’ଣ ହେଇଚି ଆଉ କାହିଁକି ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ଏହାକୁ ଶେଷ ଯାଏ ପଢନ୍ତୁ। ତେବେ ଅଭିଶା ଯେ ମଞ୍ଜରୀ ଟିଭି ରେ ପ୍ରସାରିତ ହେଉଥିବା ତୋ ଦେହ କଳା ମୋ ଦେହେ ବୋଳି ଦେ ଧାରାବାହିକ ରେ ଅଭିନୟ କରୁଥିବାର ଦେଖିଥିବେ ।

ଏହି ଧାରାବାହିକ ରେ ନିଜର ଦମଦାର ଅଭିନୟ କରି ଲୋକ ନଜର ରେ ଓ ଲୋକ ପ୍ରିୟ ରେ ଆସିଛନ୍ତି । ଆଗରୁ ମଧ୍ୟ ଅନେକ ଚଳଚିତ୍ର ଓ ଧାରାବାହିକ ରେ ମୁଖ୍ୟ ଖଳ ନାୟିକା ଭାବରେ ଅଭିନୟ କରି ଆୱାଡ ମଧ୍ୟ ପାଇଛନ୍ତି ଏବଂ ଲୋକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ପସନ୍ଦ ମଧ୍ୟ କରିଛନ୍ତି । ତେବେ ଏବେ ଏମିତି କଣ ହେଲା ଆଉ ସେ କାହିଁକି ସେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।

ଏହି ହସ୍ପିଟାଲ୍ ରେ ଭର୍ତ୍ତି ହେବା କଥା ନିଜେ ଏହି ଅଭିନେତ୍ରୀ ପୋଷ୍ଟ କରିଛନ୍ତି । ଅଭିଶା ଙ୍କ ଏହି ଖବର ଟି ଏବେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି । ତାହା ସହ କହିଥିଲେ କି ମୁଁ ବଞ୍ଚିଛି ସତ ହେଲେ କେତେବେଳେ ଯାଏଁ ବଞ୍ଚିବି ଏହି କଥା କହି ପାରିବିନି ତେବେ ଏମିତି ପୋଷ୍ଟ କୁ ନେଇ ଅନେକ ଲୋକ ଅନେକ କଥା ପଚାରି ଥିଲେ ମଧ୍ୟ ଅଭୀସା ଏ ବିଷୟ ରେ କିଛି ବି କହି ନାହାନ୍ତି ।

ଆଭିଶା ଙ୍କ କଣ ହେଇଚି ଆଉ କାହିଁକି ଏମିତି କହିଲେ ଏ ବିଷୟ ରେ କିଛି ବି କହୁ ନାହାନ୍ତି ଅଭୀଶା କିନ୍ତୁ ଏ ବିଷୟ ରେ କିଛି ନ କହିଥିଲେ ମଧ୍ୟ ଆମେ ମାନେ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରି କହିବୁ କୁ ଅଭିନେତ୍ରୀ ଅଭିଶା ଶୀଘ୍ର ଭଲ ହେଇ ଯାଆନ୍ତୁ ଆଉ ଭଲ ହେଇ ଓଡ଼ିଆ ସିରିଏଲ୍ ଜଗତ କୁ ଫେରି ଆସି ନିଜର ଦମଦାର ଅଭିନୟ ଦେଖାନ୍ତୁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *