Breaking News

ରାସ୍ତା ମଝିରେ ଲୋକଙ୍କ ସହ ଝଗଡା କରିବା ହିରୋ ବାବୁସାନ(Babushan) ଙ୍କୁ ପଡିଲା ମହଙ୍ଗା ,ଶେଷରେ ଲୋକମାନେ କଲେ ଏମିତି….

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତି ଙ୍କୁ ତ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ। ନିଜର ନିଆରା ଅଭିନୟ ମାଧ୍ୟମରେ ସେ ହଜାର ହଜାର ସିନେ ପ୍ରେମୀ ମାନଙ୍କ ହୃଦୟରେ ରାଜ୍ କରୁଛନ୍ତି। ବାବୁଶାନ୍ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଅନେକ ନୂଆ ଧରଣର ସିନେମା ଭେଟି ଦେଇଛନ୍ତି। ତାଙ୍କ ଅଭିନୀତ ସବୁ ଫିଲ୍ମ ସୁପରହିଟ ହୋଇଛି।


ତାଙ୍କ ଅଭିନୟର ଢାଞ୍ଚା ସଂପୂର୍ଣ୍ଣ ନିଆରା। ତାଙ୍କୁ ଦିଆଯାଇଥିବା ପ୍ରତିଟି ଚରିତ୍ରକୁ ସେ ଅତି ଜୀବନ୍ତ ଭାବରେ ପରଦା ଉପରେ ପରିବେଷଣ କରନ୍ତି। ଯେଉଁଥି ପାଇଁ ସାରା ଓଡ଼ିଶାର ଲୋକ ତାଙ୍କୁ ଦେଖିବାକୁ ଭଲ ପାଆନ୍ତି। ଆକ୍ସନ ଠାରୁ ଆରମ୍ଭ କରି କମେଡି ପର୍ଯ୍ୟନ୍ତ ସବୁଥିରେ ସେ ଖୁବ୍ ପାରଙ୍ଗମ। ଆଗାମୀ ଦିନ ମାନଙ୍କରେ ବାବୁଶାନ୍ ଙ୍କର ୩ ଟି ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମ ଗୁଡ଼ିକର ସୁଟିଂ ପାଇଁ ବାବୁସାନ୍ ମହାନ୍ତି ଏବେ ବ୍ୟସ୍ତ ରହୁଛନ୍ତି।।

ହେଲେ ଏହାରି ଭିତରେ ବର୍ତ୍ତମାନ ବାବୁଶାନ୍ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତେବେ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳୁଛି କିଛି ଗୁଣ୍ଡା ବାବୁଶାନ୍ ମହାନ୍ତି ଙ୍କୁ ଗୋଡ଼ାଇଛନ୍ତି ଆଉ ସେ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ୁଛନ୍ତି।

ତେବେ କହିରଖୁଛୁ, ଏହା ବାବୁଶାନ୍ ଙ୍କର ଆଗାମୀ ଫିଲ୍ମ ର ଏକ ଦୃଶ୍ୟ। ଯାହାର ସୁଟିଂ ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଲୋକେଶନ ରେ ଜାରି ରହିଛି। ତେବେ ଏହି ଫିଲ୍ମ ର ଏକ ସିନ୍ ଏଭଳି ଅଛି ଯେଉଁଥିରେ ଗୁଣ୍ଡା ମାନେ ବାବୁଶାନ୍ ଙ୍କୁ ମାରିବାକୁ ତାଙ୍କ ପଛରେ ଗୋଡାଉଛନ୍ତି ।

ଆଉ ବାବୁଶାନ୍ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିବା ଦେଖିବାକୁ ମିଳିଛି। ଏହି ସୁଟିଂ ସମୟର କିଛି ଦୃଶ୍ୟକୁ କେହି ବ୍ୟକ୍ତି ରେକର୍ଡ କରି ନିଜ ସୋସିଆଲ ମିଡିଆରେ ସେୟାର କରିବା ପରେ ତାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *