ଦର୍ଶକ ବନ୍ଧୁ ଆପଣ ମନେ ଜାଣିଥିବେ ଯେ ଆମ ଭାରତ ବର୍ଷ ରେ ଅନେକ ସାଧୁ ଅଛନ୍ତି ଓ ଏହି ସାଧୁ ମାନେ ସଦା ସଦାସର୍ବଦା ନିଜ ଧ୍ୟାନ ରେ ମଗ୍ନ ଥାନ୍ତି , ତେବେ ବନ୍ଧୁଗଣ ପ୍ରାୟ ତ ସାଧୁ ମାନେ ମଠ ନ ହେଲେ କୌଣସି ଦୈବିକ ଗୁମ୍ଫା ରେ ଥାନ୍ତି , ତେବେ ବନ୍ଧୁଗଣ ଆଜି ଆମେ ଜଣେ ସାଧୁ ଙ୍କ ବିଷୟ ରେ ଜାଣିବା ଯାହାଙ୍କ ବୟସ ପାଖାପାଖି 90 ବର୍ଷ , ତେବେ ସେ ଖଣ୍ଡଗିରୀ ଗୁମ୍ଫା ରେ ରୁହନ୍ତି ଓ ଏହି ଗୁମ୍ଫା ର ନାମ ହେଉଛି ଲଲାଟ କେସରୀ ଗୁମ୍ଫା ,
ତେବେ ବନ୍ଧୁଗଣ ଏହି ସାଧୁ ଙ୍କ ନାମ ହେଉଛି ନାରାୟଣ ସାଧୁ ଯିଏ କି ସେହି ଗୁମ୍ଫା ରେ 30 ବର୍ଷ ହେବ ସେଠାରେ ରହିଛନ୍ତି , ତେବେ ବନ୍ଧୁଗଣ ସାଧୁ ଜଣକ ଯେଉଁ ଗୁମ୍ଫା ରେ ବସିଛନ୍ତି ସେହି ଗୁମ୍ଫା ରେ ଏକ ଅ ଅକ୍ଷର ରହିଛି ଓ ଏହି ଅ ଅକ୍ଷର 5 ଟି ମାତ୍ରା ରହିଛି , ତେବେ ଏହା କୁ ଯୋଗ କରି ଦେଖିଲେ କୃଷ୍ଣ ରାଧା ଙ୍କୁ ପାଇବେ ଓ ଶିବ ପାର୍ବତୀ ଙ୍କୁ ପାଇବେ ।
ତେବେ ବନ୍ଧୁଗଣ ଏହି ସାଧୁ ବାବା ଜଣକ କହିଛନ୍ତି ଯେ ଆଉ ଦୁଇ ମାସ ଗଲେ ସମସ୍ତେ ମୃତ୍ୟୁ ବରଣ କରିବେ । ତେବେ ଏହି ବାବା ଜଣକ ଆହୁରି କହିଛନ୍ତି 7 ଦିନ 7 ରାତି ଅନ୍ଧାର ହୋଇବ , 22 ପାହାଚେ ଖେଳିବ ମୀନ , ତେବେ ଏହା ଖୁବ ଶୀଘ୍ର ଆସିବାକୁ ଯାଉଛି । ତେବେ ବନ୍ଧୁଗଣ ବାବା କହିଛନ୍ତି ଯେ ଆଗାମୀ ଦୁଇ ମାସ ଭିତରେ ଦେଶ ବିଦେଶ ରୁ ବହୁ ଲୋକ ମୃ-ତ୍ୟୁ କରିବେ ।
ତେବେ ବନ୍ଧୁଗଣ କେବଳ ଏହି ସାଧୁ ବାବା ନୁହଁନ୍ତି ଆହୁରି ଅନେକ ସାଧୁ ବାବା ଭବିଷ୍ୟ ବାଣୀ କରିଛନ୍ତି , ତେବେ ଦେଖାଯାଉ ତାହା ଆଗାମୀ ଦିନ ମାନ ଙ୍କ ଭିତରେ ସତ ହେଉଛି କି ନହିଁ , ତେବେ ବନ୍ଧୁଗଣ ମାଳିକା ର କିଛି କଥା ଆଜି ସତ ହୋଇଛି ॥
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।