Breaking News

ବିନା ଚାଳକରେ ଚାଲିଲା ଗାଡି ! ପୋଲିସ କାହାକୁ କରିବା ଫାଇଁ ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ – ଦେଖନ୍ତୁ

ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ସହ ଜଡ଼ିତ ଅଛନ୍ତି। ତେବେ ଏହି ସୋସିଆଲ ମିଡିଆରେ ପ୍ରତିଦିନ ଏଭଳି ନୂଆ ଘଟଣା ସବୁ ଦେଖିବାକୁ ମିଳିଥାଏ ଯାହା ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଥାନ୍ତି। ତେବେ ଦୁନିଆରେ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯିଏ ସୋସିଆଲ ମିଡିଆରେ ଫେମସ୍ ହେବାପାଇଁ କିଛି ବି କରିଥାନ୍ତି। ତେବେ ନିକଟରେ ସୋସିଆଲ ମିଡିଆରେ ସେହିଭଳି ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ। ଏହି ଭିଡିଓ ଦେଖିଲା ପରେ ହୁଏତ କେହି ନିଜର ଆଖି ଉପରେ ବିଶ୍ୱାସ ବି କରିପାରିବେ ନାହିଁ।

ତେବେ ଭାଇରାଲ ଭିଡିଓ ରେ ଦେଖିବାକୁ ମିଳୁଛି, ବିନା ଚାଳକରେ ଏକ ବାଇକ୍ ରାସ୍ତାରେ ଚାଲୁଛି। ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ ହେଲେ ଏହା ସତ। ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଆଶ୍ଚର୍ୟ୍ଯଜନକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ରେ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତି ବାଇକ୍ ର ପଛ ସିଟ୍ ରେ ଗୋଟିଏ ପାର୍ଶ୍ଵକୁ ଗୋଡ଼ କରି ବସିଛନ୍ତି।

ବାଇକ୍ ଟି ମଧ୍ୟ ରାସ୍ତା ଉପରେ ଦ୍ରୁତ ବେଗରେ ଅଛି। ହେଲେ ସବୁଠୁ ଆଶ୍ଚର୍ୟ୍ଯ କଥା ହେଉଛି, ଗାଡ଼ିଟି ମନକୁ ମନ ଗଡୁଛି। ଅର୍ଥାତ୍, ଏହି ବାଇକ୍ ରେ କେହି ବି ଡ୍ରାଇଭର ନାହାନ୍ତି। ଏହି ଭିଡିଓ ଦେଖିବା ପରେ କେହି ବି ନିଜ ଆଖି ଉପରେ ବିଶ୍ୱାସ କରିପାରୁ ନାହାଁନ୍ତି।
ବାଇକ୍ ପଛରେ ବସିଥିବା ବ୍ୟକ୍ତି ଜଣକ ମନରେ ଟିକିଏ ବି ଡର ନାହିଁ। ସେ ଏଭଳି ଭାବରେ ବାଇକ୍ ଟିକୁ ନିୟନ୍ତ୍ରଣ କରୁଛନ୍ତି ଯାହା ଦେଖଣାହାରୀ ମାନଙ୍କୁ ଆଶ୍ଚର୍ୟ୍ଯ କରିଦେଇଛି।


କେହି ଜଣେ ବ୍ୟକ୍ତି ଏହି ଦୃଶ୍ୟକୁ ରେକର୍ଡ କରି ନିଜର ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ଏବେ ଭାଇରାଲ ହେଉଛି।କିଛି ଲୋକ ବ୍ୟକ୍ତି ଜଣଙ୍କୁ ଏଭଳି ବିପଦଜନକ କାର୍ଯ୍ୟ ପାଇଁ ସମାଲୋଚନା କରୁଥିବା ବେଳେ ଅନ୍ୟ କିଛି ଲୋକ ଏଭଳି ସାହସିକତା ଷ୍ଟଣ୍ଟ ପାଇଁ ତାଙ୍କର ପ୍ରଶଂସା କରିଛନ୍ତି।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଦେଖନ୍ତୁ ରାସ୍ତା କଡରେ ପରିବା ବିକ୍ରି କଲେ ହାସ୍ୟ ଅଭିନେତା ପପୁ ପମ ପମ (Papu Pam pam) …

  ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ଓ …

Leave a Reply

Your email address will not be published. Required fields are marked *