ଅଭିଷେକ ଙ୍କ ମୃ-ତ୍ୟୁ ପରେ ପୁରା ଭାଙ୍ଗି ପଡିଲେ ରଚନା ବାନାର୍ଜୀ । ଅଭିଷେକ ଥିଲେ ଜଣେ ଜଣା ଶୁଣା ଅଭିନେତା । ତେବେ ତାଙ୍କ ଅବସରରେ ଭାଙ୍ଗି ପଡିଛି ସିନେ ଜଗତ । ରଚନା ବାନାର୍ଜୀ କାନ୍ଦି କାନ୍ଦି ବେହୋସ ହୋଇ ପଡ଼ିଛନ୍ତି । ତେବେ ସାଥି ଅଭିନେତା ଅଭିଷେକ ଙ୍କ ମୃତ୍ୟୁ ରେ ଏବେ ଭାଙ୍ଗି ପଡ଼ିଛନ୍ତି ରଚନା ବାନାର୍ଜୀ ।
ସେ ଥିବା ଘର ସ୍ଥିତ ପହଞ୍ଚିଥିଲେ ରଚନା ବାନାର୍ଜୀ । ତେବେ ରଚନା ବାନାର୍ଜୀ ଓ ଅଭିଷେକ ବହୁତ ସିନେମା ରେ ଏକାଠି ହୋଇ ଅଭିନୟ କରିଛନ୍ତି ହିରୋ ହିରୋଇନ ଭୂମିକା ରେ । ତାଙ୍କ ଦୁଇ ଜଣ ଙ୍କ ଅଭିନୟ ରେ ସବୁ ଦର୍ଶକ ମାନେ ମୁଗ୍ଧ ହୋଇ ଯାଉଥିଲେ । ସତରେ ରଚନା ବାନାର୍ଜୀ ଓ ଅଭିଷେକ ଏକାଠି ସିନେମା ରେ ହିରୋ ଓ ହିରୋଇନ୍ ଭାବ ରେ ଅଭିନୟ କଲେ ସିନେମା ସୁପରହିଟ୍ ହେଇଯାଏ ।
ଏବେ ସହ ଅଭିନେତା ଚାଲି ଯିବାରୁ କାନ୍ଦିଛନ୍ତି ଭୋ ଭୋ ହୋଇ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ । ତେବେ ଏହାର ଭିଡି଼ଓ ଟି ସୋସିୟାଲ୍ ମିଡ଼ିଆ ରେ ନିଆଁ ଭଳି ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଭିଡିଓ ରେ ରଚନା ବାନାର୍ଜୀ ଭୋ ଭୋ ହୋଇ କାନ୍ଦୁଛନ୍ତି ଆଉ ତାଙ୍କର ସାଥି କଳାକାର କୁ ସବୁଦିନ ପାଇଁ ହରେଇ ଦେବାରେ ଦୁଃଖରେ ସେ ଛାଟିପିଟି ହୋଇ କା-ନ୍ଦୁ-ଛ-ନ୍ତି ।
ନିଜକୁ ଏ ଦୁଖରୁ ଦୁରେଇ ପାରୁ ନାହାନ୍ତି ରଚନା ବାନାର୍ଜୀ । ତେବେ ଏ କଳାକାର ଙ୍କ ବିୟୋଗ ପରେ ରଚନା ବାନାର୍ଜୀ ପୁରା ଭାଙ୍ଗି ପଡିଛନ୍ତି ଓ ଭୋ ଭୋ ହୋଇ କା-ନ୍ଦି ପକାଇଛନ୍ତି ତେବେ ସେ କା-ନ୍ଦି କା-ନ୍ଦି ବେହୋସ ମଧ୍ୟ ହୋଇ ପଡିଲେ । ରଚନା ବାନାର୍ଜୀ ଏମିତି କାନ୍ଦୁଛନ୍ତି କାହିଁକି ନା ଅଭିଷେକ ଚାଟାର୍ଜି ଥିଲେ ରଚନା ବାନାର୍ଜୀ ଙ୍କ ର ବହୁତ ଭଲ ବନ୍ଧୁ ।
ଏମାନେ ଦୁଇଜଣ ସୁଟିଂ ସେଟ ରେ କେବଳ ନୁହଁ ସୁଟିଂ ବାହାରେ ମଧ୍ୟ ବହୁତ ମଜ୍ଜା ମସ୍ତି କରୁଥିଲେ ବୋଲି ରଚନା ବାନାର୍ଜୀ କହିଛନ୍ତି । ରଚନା ବାନାର୍ଜୀ ଏବେ ତାଙ୍କ ର ସବୁଠାରୁ ଭଲ ବନ୍ଧୁ ଟିକୁ ସବୁଦିନ ପାଇଁ ହରେଇ ଦେଇ ବହୁତ କଷ୍ଟ ରେ ଅଛନ୍ତି ବୋଲି ମଧ୍ୟ କହିଛନ୍ତି । ଅଭିଷେକ ଚାଟାର୍ଜି 58 ବୟସ ରେ ମୃତ୍ଯୁରୁ ବରଣ କଲେ ଏବଂ ସେ ବହୁତ ରୋଗ ରେ ପିଡିତ ଥିଲେ ସେଇଠି ପାଇଁ ସେ ବହୁତ୍ କଷ୍ଟ ରେ ମୃ-ତ୍ୟୁ ବରଣ କଲେ ।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।