Breaking News

ସିରିଏଲ ଛାଡିବା ପରେ ଏବେ ଏମିତି ଦିନ କାଟୁଛନ୍ତି ଆପଣଙ୍କ ପ୍ରିୟ ଅଭିନେତ୍ରୀ ପରୀ(Pari),ଦେଖିଲେ ଆଖିରୁ ଲୁହ ରହିବନି – ଦେଖନ୍ତୁ

ଓଡ଼ିଆ ସିନେମା ବ୍ୟତୀତ ଯଦି ଓଡ଼ିଶାର ଲୋକମାନେ ଅନ୍ୟ କିଛି ଦେଖିବାକୁ ପସନ୍ଦ କରନ୍ତି ତାହେଲେ ସେ ହେଉଛି ଓଡ଼ିଆ ଧାରାବାହିକ। ତେବେ ଏହି ଧାରାବାହିକ ଜଗତରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଅଭିନୟ ବଳରେ ଖୁବ୍ କମ୍ ଦିନରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ତେବେ ଓଡ଼ିଶାର ସେହିଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ପରୀ।


ପରୀ ଙ୍କୁ ତ ଆପଣମାନେ ନିଶ୍ଚୟ ଭାବରେ ଜାଣିଥିବେ! ଜି ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ ପରୀ ‘ ରେ ତାଙ୍କୁ ଦର୍ଶକ ମାନେ ମୁଖ୍ୟ ଭୂମିକାରେ ଦେଖିବାକୁ ପାଉଥିଲେ। ବିଗତ ଦିନ ମାନଙ୍କରେ ଏହି ଧାରାବାହିକଟି ଅନେକ ଲୋକପ୍ରିୟତା ହାସଲ କରିପାରିଥିଲା। ବିଶେଷ କରି ଏହି ଧାରାବାହିକରେ ମୁଖ୍ୟ ଭୂମିକାରେ ଥିବା ଅଭିନେତା ଆକାଶ ଓ ଅଭିନେତ୍ରୀ ପରୀ ଙ୍କ କେମେଷ୍ଟ୍ରୀକୁ ଲୋକମାନେ ଖୁବ୍ ଭଲ ପାଉଥିଲେ। ଦୀର୍ଘ ଦିନ ଆଗରୁ ସିରିଏଲ୍ ଟି ସରିଯାଇଥିଲେ ମଧ୍ୟ ଆଜି ବି ଦୁହିଁଙ୍କ ଯୋଡିକୁ ଦର୍ଶକ ମାନେ ମନେ ରଖିଛନ୍ତି।


ତେବେ ଏହି ସିରିଏଲ୍ ଟି ଶେଷ ହେବାପରେ ଅନେକ ଦିନ ଧରି ପରୀ ଙ୍କୁ ଦର୍ଶକ ମାନେ ଟିଭି ପରଦାରେ ଦେଖିବାକୁ ପାଇନଥିଲେ। ଧାରାବାହିକ ରେ ନଜର ନଆସୁଥିଲେ ମଧ୍ୟ ସେ ଯାତ୍ରା ମଞ୍ଚରେ ଅଭିନୟ କରିବା ସହିତ ଅନେକ ଗୁଡ଼ିଏ ଆଲବମ୍ ରେ ମଧ୍ୟ ଅଭିନୟ ଜାରି ରଖିଥିଲେ। ହେଲେ ଏବେ ପୁଣି ଥରେ ଓଡ଼ିଶାର ଦର୍ଶକ ମାନେ ପରୀ ଙ୍କୁ ଟିଭି ପରଦାରେ ଦେଖିବାକୁ ପାଇବେ।

ବର୍ତ୍ତମାନ ସମୟରେ ପରୀଙ୍କୁ ଗୋଟିଏ ନୂଆ ଓଡ଼ିଆ ଧାରାବାହିକ ମିଳିଛି ଯାହାର ନାଁ ରହିଛି “ଇନା ମୀନା ଡିକା” । ଆଉ ଏହି ଧାରାବାହିକରେ ସେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଥିବାର ନଜର ଆସିଛନ୍ତି।ସେହିଭଳି ଅଭିନେତା ଆକାଶ ବର୍ତ୍ତମାନ ପାଇଁ କୌଣସି ଧାରାବାହିକ ସାଇନ୍ କରିନଥିବା ବେଳେ ଏବେ ସେ ଯାତ୍ରା ମଞ୍ଚରେ ଅଭିନୟ କରୁଥିବାର ନଜର ଆସିଛନ୍ତି

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଦେଖନ୍ତୁ ରାସ୍ତା କଡରେ ପରିବା ବିକ୍ରି କଲେ ହାସ୍ୟ ଅଭିନେତା ପପୁ ପମ ପମ (Papu Pam pam) …

  ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ଓ …

Leave a Reply

Your email address will not be published. Required fields are marked *