ଓଲିଉଡ୍ ହେଉ କିମ୍ବା ବଲିଉଡ୍ ସବୁଠି ଅଭିନେତ୍ରୀ ମାନେ ନିଜର ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ରହିଥାନ୍ତି ସେତିକି ଚର୍ଚ୍ଚାରେ ରହିଥାନ୍ତି ନିଜର ବ୍ୟକ୍ତିଗତ ଜୀବନକୁ ନେଇ। ସୋସିଆଲ ମିଡିଆରେ ଅଭିନେତ୍ରୀ ମାନେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଫଟୋ ଓ ଭିଡିଓ ସେୟାର କରିଥାନ୍ତି । ଯାହାକୁ ତାଙ୍କର ଫ୍ୟାନ ମାନେ ଖୁବ୍ ପସନ୍ଦ କରିଥାନ୍ତି। ତେବେ ନିକଟରେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ନିଜର ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ।
ତେବେ ଅର୍ଚ୍ଚିତାଙ୍କୁ ତ ଆପଣମାନେ ନିଶ୍ଚୟ ଭାବରେ ଜାଣିଥିବେ। ଅର୍ଚ୍ଚିତା ଓଡ଼ିଆ ସିନେ ଜଗତର ଜଣେ ଆଗଧାଡିର ଅଭିନେତ୍ରୀ। ନିଜର ଜବରଦସ୍ତ ଅଭିନୟ ମାଧ୍ୟମରେ ସେ ଓଲିଉଡ ଇଣ୍ଡଷ୍ଟ୍ରି ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଖୁବ୍ କମ୍ ବୟସରୁ ଅଭିନୟ ଜଗତରେ ପାଦ ଦେଇଥିବା ଅର୍ଚ୍ଚିତା ଏବେ ଜଣେ ସଫଳ ଅଭିନେତ୍ରୀ। ଅଭିନୟ କୁ ନେଇ ସେ ଯେତିକି ଚର୍ଚ୍ଚିତ ତା ଠୁ ମଧ୍ୟ ଅଧିକ ଚର୍ଚ୍ଚିତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ।
ଯେପରିକି ସମସ୍ତେ ଜାଣିଥିବେ ଅର୍ଚ୍ଚିତା ଗତ ବର୍ଷ ମାର୍ଚ୍ଚ ୧ ତାରିଖରେ ଓଲିଉଡ ର ସୁପରଷ୍ଟାର ଅଭିନେତା ସବ୍ୟସାଚୀଙ୍କୁ ବିବାହ କରିଛନ୍ତି। ବିବାହ ପର ଠାରୁ ଅର୍ଚ୍ଚିତା ଏବେ ନିଜର ଶାଶୁ ଘରେ ଅଛନ୍ତି। ଅର୍ଚ୍ଚିତା ଅଧିକାଂଶ ସମୟରେ ନିଜର ସୋସିଆଲ ମିଡିଆରେ ବ୍ୟକ୍ତିଗତ ଜୀବନର ଫଟୋ ଓ ଭିଡିଓ ସେୟାର କରି ଚର୍ଚ୍ଚାରେ ରହିଆସିଛନ୍ତି।
ତେବେ ନିକଟରେ ଅର୍ଚ୍ଚିତାଙ୍କ ର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କାନ୍ଦୁଥିବାର ନଜର ଆସୁଛନ୍ତି। ଏହି ଫଟୋ କୁ ଦେଖି ଲୋକ ମାନଙ୍କ ମଧ୍ୟରେ ଅନେକ ପ୍ରକାର ଗୁଜବ ଉଠୁଛି। ହେଲେ କହିରଖୁଛୁ, ଏହି ଫଟୋ ସହିତ ଅର୍ଚ୍ଚିତାଙ୍କ ବ୍ୟକ୍ତିଗତ ଜୀବନ ସହ କୌଣସି ସଂପର୍କ ନାହିଁ। ଏହା ଅର୍ଚ୍ଚିତା ଙ୍କର ଆଗାମୀ ଫିଲ୍ମର ଏକ ଫଟୋ।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।