Breaking News

ଶାଶୂଙ୍କ କଥା ମାନି ଏଥର ଶାଢୀ ନ ପିନ୍ଧି ଡ୍ରେସ୍ ପିନ୍ଧିବେ ରୂପା,ପୁରା କାରଣ ଜାଣିଲେ ଆପଣ କହିବେ…. -ଦେଖନ୍ତୁ ଭିଡିଓ

ଆପଣ ମାନେ ଓଡ଼ିଶାର ଲୋକପ୍ରିୟ ଯୋଡ଼ି ରୂପା ଓ ପିଣ୍ଟୁ କୁ ତ ନିଶ୍ଚୟ ଭାବରେ ଜାଣିଥିବେ। ସୋସିଆଲ ମିଡିଆରେ ଦୁହେଁ ଅତି ପରିଚିତ ଚେହେରା। ପ୍ରଥମେ ଏହି ସ୍ବାମୀ ସ୍ତ୍ରୀ ଯୋଡ଼ି ଟିକଟକ୍ ଆପ ଜରିଆରେ ଭିଡିଓ କରିବା ଆରମ୍ଭ କରିଥିଲେ। ଧିରେ ଧିରେ ତାଙ୍କର ଭିଡିଓ ସବୁ ଲୋକ ମାନଙ୍କୁ ଭଲ ଲାଗିଲା। ଏହିଭଳି ଭାବରେ ଦୁହେଁ ଓଡ଼ିଶାରେ ଲୋକପ୍ରିୟ ହେବାକୁ ଲାଗିଲେ। ପରବର୍ତ୍ତୀ ସମୟରେ ଦୁହେଁ ମିଶି ଏକ ୟୁ ଟ୍ୟୁବ୍ ଚ୍ୟାନେଲ ଖୋଲିଥିଲେ। ଯାହାର ନାଆଁ ହେଉଛି ରୂପା ,ପିଣ୍ଟୁ ଓ ଖୁସି ଏକ୍ସପ୍ରେସ।

ତେବେ ଏହି ଚ୍ୟାନେଲରେ ଦୁହେଁ ନିଜର ଦୈନନ୍ଦିନ ଜୀବନର କାର୍ଯ୍ୟ ସବୁ ରେକର୍ଡ କରି ପୋଷ୍ଟ କରିଲେ। ଓଡ଼ିଶାର ଲୋକମାନେ ମଧ୍ୟ ଏହାକୁ ଦେଖିବାକୁ ଭଲ ପାଇଲେ। ଏହିଭଳି ଭାବରେ ଧୀରେ ଧୀରେ ଦୁହିଁଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଲା। ତେବେ ଦୁହିଁଙ୍କ ଲୋକପ୍ରିୟତା ଦେଖି ଦୁହିଁଙ୍କୁ ଏକାଠି ଆଲବମ୍ କରିବାର ସୁଯୋଗ ମଧ୍ୟ ଦିଆଗଲା। ଦୁହେଁ ଏକାଠି ଅନେକ ଓଡ଼ିଆ ଆଲବମ୍ ରେ ନଜର ଆସିଛନ୍ତି। ଆଉ ସେହି ସବୁ ଆଲବମ୍ ଗୁଡିକ ସୁପରହିଟ ମଧ୍ୟ ହୋଇଛି।

ଭିଡିଓ ଗୁଡ଼ିକ ଏତେ ଲୋକପ୍ରିୟ ହେବାର ସବୁଠୁ ବଡ଼ କାରଣ ହେଉଛି, ରୂପାଙ୍କ ବ୍ୟକ୍ତିତ୍ଵ। ସେ ଜଣେ ଭଲ ଝିଅ। ଏତେ ଲୋକପ୍ରିୟତା ଓ ସଫଳତା ପରେ ମଧ୍ୟ ସେ ଏବେ ବି ଖୁବ୍ ନମ୍ର ଓ ସାଧାସିଧା। ଯେଉଁଥି ପାଇଁ ତାଙ୍କୁ ଲୋକମାନେ ଦେଖିବାକୁ ଭଲ ପାଆନ୍ତି।
ଆପଣ ମାନେ ଦେଖିଥିବେ ରୂପା ନିଜର ଅଧିକାଂଶ ଆଲବମ୍ ରେ ଶାଢ଼ୀ ପିନ୍ଧିଥିବା ନଜର ଆସନ୍ତି।

ଏହାର କାରଣ କଣ ପଚରା ଯିବାରୁ ସେ କୁହନ୍ତି, ତାଙ୍କୁ ଡ୍ରେସ୍ ପିନ୍ଧିବାକୁ ଭଲ ଲାଗେ ନାହିଁ। ବାହାଘର ପରେ ଓଡ଼ିଆ ଘରର ବୋହୁ ଭାବରେ ଶାଢ଼ୀ ପିନ୍ଧିବା ଉଚିତ୍। ହେଲେ ତାଙ୍କ ଶାଶୁ ବାଧ୍ୟ କରିବାରୁ ସେ ଆଗାମୀ କିଛି ଆଲବମ୍ ରେ ଡ୍ରେସ୍ ପିନ୍ଧିଥିବା ନଜର ଆସିବେ।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *