ଦର୍ଶକ ବନ୍ଧୁ ଆପଣ ମାନେ ରୂପା ଓ ପିଣ୍ଟୁ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବର୍ତ୍ତମାନ ସମୟ ରେ ଉଭୟ ବେସ ଲୋକ ପ୍ରିୟ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରୂପା ଓ ପିଣ୍ଟୁ ଙ୍କୁ ନେଇ ଆସି ଯାଇଛି ଏକ ବଡ ଖବର , ଉଭୟ ଙ୍କ ଏକ ଚଳଚିତ୍ର ଆଗାମୀ ଦିନ ମାନ ଙ୍କ ଭିତରେ ଆସିବାକୁ ଯାଉଛି ଓ ଏହି ଚଳଚିତ୍ର ଜଣେ ଲୋକ ପ୍ରିୟ ଅଭିନେତା ମଧ୍ୟ ନଜର ଆସିବେ ।
ଏହି ଚଳଚିତ୍ର ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ରାଈ ମୋହନ ପିଣ୍ଟୁ ଙ୍କ ବାପା ଚରିତ୍ର ରେ ନଜର ଆସୁ ଥିବା ସମୟ ରେ ବିକାଶ ସାର ରୂପା ଙ୍କ ବାପା ଚରିତ୍ର ରେ ନଜର ଆସିବେ । ତେବେ ବର୍ତ୍ତମାନ ସମୟ ରେ ଏହା ର ଶୁଟିଙ୍ଗ ସେଟ ସାରି ଯାଇଛି , ତେବେ ରାଈ ମୋହନ ରୂପା ପିଣ୍ଟୁ ଙ୍କ ସହିତ ଏକାଠି ଖାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।
ତାହେଲେ ବନ୍ଧୁଗଣ ଆପଣ ମାନେ ରୂପା ପିଣ୍ଟୁ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ସେ ବର୍ତ୍ତମାନ ସମୟ ରେ ଓଡିଶା ନମ୍ବର 1 ବ୍ଲଗର ଭାବେ ସବୁଠି ପରିଚିତ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଯୋଡି ନି ଚ୍ଯାନେଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ରେ ସେ ପ୍ରତିଦିନ ବ୍ଲଗ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଅପଲୋଡ କରିଥାନ୍ତି ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ରୂପା ଭଲ ରୋଷେଇ କରିଥାନ୍ତି ତାହା ପୁଣି ଚୁଲି ରେ , ତେବେ ଆପଣ ମାନେ ମଧ୍ୟ ତାଙ୍କୁ ବହୁତ ସାରା ଆଲବମ ରେ ତାଙ୍କୁ ଦେଖିଥିବେ , ତେବେ ବର୍ତ୍ତମାନ ସମୟ ରେ ଉଭୟ ଓଡିଶା ର ଘର ଘରେ ପରିଚିତ , ତେବେ ଦର୍ଶକ ମାନେ ଏହି ଯୋଡି ଙ୍କୁ ବହୁତ ଭଲ ପାଉଛନ୍ତି ମାନେ ନିଶ୍ଚିନ୍ତ ତାଙ୍କ ର ଆଗାମୀ ଦିନ ରେ ଆସିବାକୁ ଯାଉଥିବା ଚଳଚିତ୍ର ଟି ଦର୍ଶକ ମାନେ ନିଶ୍ଚୟ ପସନ୍ଦ କରିବେ ॥
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।