Breaking News

ମିହିର ଦାସଙ୍କ (Mihir Das) ସହିତ ବିତେଇଥିବା ସ୍ମୃତିକୁ ମନେ ପକାଇ କା-ନ୍ଦି-ଲେ ଅଭିନେତ୍ରୀ ଜିନା (Zeena ) – ଦେଖନ୍ତୁ ଭିଡିଓ

ପୁରୁଣା କଳା ଓ ସଂସ୍କୃତି ଏ ସବୁ ଏବେ ଆମ ପାଇଁ ବହୁତ ମୂଲ୍ୟବାନ । ସେ ପୁରୁଣା କଳା କୁ ଏବେ ବି ଆମ ମନରୁ ବହୁତ ଭଲ ପାଉ ଆଉ ବହୁତ କିଛି ଶିଖୁ ମଧ୍ୟ । ଠିକ ସେମିତି ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତ ଏଥିରେ ଆମ ପୁରୁଣା ଅଭିନେତା ଓ ଅଭିନେତ୍ରୀ ଙ୍କ ଅଭିନୟ ସତେ ଯେମିତି ଆମ ପାଇଁ ଏକ ଅଭୁଲା ସ୍ମୁତି । ତାକୁ ଭୁଲିଲେ ବି ଭୁଲି ହୁଏନା ।

ତେବେ ସେହି ପରି ଆମର ଅତି ପ୍ରିୟ ମିହିରି ଦାସ ଆଉ ନାହାନ୍ତି ଆପଣ ମମେ ବହୁତ ଭଲ ଭାବ ରେ ଜାଣିଛନ୍ତି । ସେ ବହୁତ ପୁରୁଣା ଅଭିନେତା ଥିଲେ । ତେବେ ମିହିରି ଦାସ ଙ୍କ ବିଷୟ ରେ ହିରୋଇନ୍ ଜୀନା ବହୁତ କିଛି କହୁଛନ୍ତି ତ ସହ କାନ୍ଦୁଛନ୍ତି । ତେବେ ଜୀନା କହିବ ଅନୁସାରେ ସେ ଯେବେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ସେତେବେଳେ ସେ ମିହିରି ଦାସ ଙ୍କ ଠାରୁ ବହୁତ କିଛି ଶିଖିବାକୁ ପାଇଥିଲେ ।


ଜୀନା ଙ୍କ ପ୍ରଥମ ଅଭିନୟ କିମ୍ବା ପ୍ରଥମ ସିନେମା ରେ ଜୀନା କୁ ଗାଇଡ଼ କରିଥିଲେ ମିହିରି ଦାସ । ଯେହେତୁ ମିହିରି ଦାସ ଜଣେ ପୁରୁଣା କଳାକାର ଥିଲେ ତେବେ ତାଙ୍କ ଠାରୁ ବହୁତ ଅଭିନେତା ଓ ଅଭିନେତ୍ରୀ ଅଭିନୟ ସିଖିଛନ୍ତି ଭଲ ପ୍ରଫୋମାନ୍ସ ଦେବା ସିଖିଛନ୍ତି । ଫେରି ଆ ମୋ ସୁନା ଭଉଣୀ ରେ ଦୁଇଜଣ ଯାକ ଅଭିନୟ କରିବାର ଦେଖିଥିଲେ । ସେଥିରେ ଦୁଇ ଭାଇ ଭଉଣୀ ଭାବରେ ବହୁତ ସୁନ୍ଦର ଅଭିନୟ କରିଥିଲେ ।


ଜୀନା ଙ୍କ କହିବା ଅନୁସାରେ ଦିନ କୁ ଦିନ ପୁରୁଣା କଳାକାର ହଜିବା ସହ ତାଙ୍କ ସହ ଅଭିନୟ କରିବା ର ସୁଯୋଗ ବି ସରିଯାଉଛି । ଜୀନା ବହୁତ କିଛି ସିଖିଛନ୍ତି ମିହିରି ଦାସ ଙ୍କୁ ସେ ଜୀନା ମିହିରି ଦାସ ଙ୍କୁ ବହୁତ ମିସ କରୁଛନ୍ତି ନିଜ ଭାଇ ହିସାବରେ ଆଉ ତ ସହ କହିଛନ୍ତି ମିହିରି ଦାସ୍ ଯେଉଁଥି ବି ଥାଆନ୍ତୁ ବହୁତ ଭଲ ରେ ଆଉ ଖୁସି ରେ ଥାଆନ୍ତୁ ।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *