ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି ଯେଉଁ ମାନେ କି ସୁଟିଂ ସେଟ ରୁ ଭଲ ପାଇଁ ବିବାହ କରିଛନ୍ତି ।
ତେବେ ବନ୍ଧୁଗଣ ଆଜି ଆମେ ସେହିଭଳି ଦୁଇ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ବିଷୟ ରେ ଜାଣିବା ଯେଉଁ ମାନେ ସୁଟିଂ ସେଟ ରୁ ଭଲ ପାଈ ବିବାହ କରିଥିଲେ ଓ ବର୍ତ୍ତମାନ୍ ସମୟ ଅଲଗା ହୋଇ ଯାଇଛନ୍ତି ନିଜ ପାରିବାରିକ ବିବାଦ କୁ ନେଇ । ତେବେ ସେମାନେ ଅଲଗା ହେବା ପରେ ମଧ୍ୟ ବର୍ତ୍ତମାନ୍ ସମୟ ରେ ଉଭୟ ନିଜ କାର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ ରହୁଛନ୍ତି ।
ତେବେ ବନ୍ଧୁଗଣ ଏହି ଅଭିନେତା ଓ ଅଭିନେତ୍ରୀ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ । ତାହେଲେ ଆପଣ ମାନେ ଏହି ଯୋଡି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଉଭୟ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନୁଭବ ଓ ବର୍ଷା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ଭାବେ ବେଶ୍ ପରିଚିତ । ତେବେ ସେମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଆଜି ଓଡିଶା ର ଘର ଘରେ ପରିଚିତ ହେବା ସହିତ ଏକ ସତନ୍ତ୍ର ପରିଚୟ ପାଇ ପାରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଉଭୟ ସୁଟିଂ ସେଟ ରେ ଭଲ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ତେବେ ବର୍ତ୍ତମାନ୍ ସମୟ ରେ ଉଭୟ ଅଲଗା ହୋଇ ଯାଇଛନ୍ତି , ତେବେ ବନ୍ଧୁଗଣ ବର୍ତ୍ତମାନ୍ ଅନୁଭବ ରାଜନୀତି ଛାଡ଼ି ଅଭିନୟ କରୁଥିବା ସମୟ ରେ ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ୍ ରାଜନୀତି ରେ ପାଦ ଦେଇଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଉଭୟ ସୋସିଆଲ ମିଡ଼ିଆ ବେଶ୍ ଚର୍ଚ୍ଚା ରେ ଅଛନ୍ତି ନିଜ କାର୍ଯ୍ୟ ପାଇଁ ।
ହଁ ବନ୍ଧୁ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଜନ୍ମ ଦିନ ରେ ଏକ ବାପା ମା ଆଶ୍ରମ ରେ ନିଜ ଜନ୍ମ ଦିନ ଟି ପାଳନ କରିବା ସହ ସମସ୍ତ ଙ୍କ ସେବା କରିଛନ୍ତି ଓ ଲଡୁ ମଧ୍ୟ ବାଣ୍ଟି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଯାହା କୁ ବର୍ଷା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଜଣାଇଛନ୍ତି । ତେବେ ଠିକ୍ ସେହିଭଳି ଅନୁଭବ ମଧ୍ୟ ଏକ ଆଶ୍ରମ ଯାଇ ବୃଦ୍ଧ ଲୋକ ଙ୍କୁ ସାହାର୍ଯ୍ୟ କରିଛନ୍ତି ଯାହାର ଦୃଶ୍ୟ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରି ଜଣାଇ ଛନ୍ତି ।
ତାହେଲେ ବନ୍ଧୁଗଣ ସେମାନ ଙ୍କ ଏହି ସାହାର୍ଯ୍ୟ କଣ ଦେଖେଇ ଏହି କରୁଛନ୍ତି ନା ହୃଦୟ ରୁ କରୁଛନ୍ତି । ତେବେ ବର୍ତ୍ତମାନ୍ ସମୟ ରେ ଯିଏ ବି ଯାହାକୁ ସାହାର୍ଯ୍ୟ କରୁଛି ତାର ଫଟୋ ଉଠାଇ ସଙ୍ଗେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରୁଛନ୍ତି ।।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।