Breaking News

ସରପଞ୍ଚ ହେବ ତ ଏମିତି, ବିନା ନୋଟିସରେ ଲୋକଙ୍କ ବିଦ୍ୟୁତ ସଂଯୋଗ କାଟି ଦେବାରୁ ଜେଇଙ୍କୁ ପାଠ ପଢାଇଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡିଆ ଆପ ନିଶ୍ଚୟ ବ୍ୟବହାର କରୁଥିବେ , ତେବେ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆ ରେ ଅନେକ ଜିନିଷ ଦେଖିବାକୁ ପାଉଥିବେ , ତେବେ ଏହି ସୋସିଆଲ ମିଡିଆ ରେ ଆମେ ମାନେ କିଛି ନା କିଛି ଶିଖିବାକୁ ପାଇ ଥାଉ କିଛି ଦୃଶ୍ୟ ଦେଖିକି ବେସ ହସି ଥାଉ ତ ଆଉ କେତେବେଳେ ସୋସିଆଲ ମିଡିଆ ରେ କିଛି ଦୃଶ୍ୟ ରହିଛି ଯାହାକି ଦେଖିବା ପରେ ଆଖି ରୁ ଲୁହ ବାହାରି ଆସିଥାଏ , ତେବେ ଏହି ଭଳି ଆହୁରି ଅନେକ କିଛି ଦେଖିବାକୁ ମିଳିଥାଏ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଗୋଟିଏ ଛୋଟ ଘଟଣା ହୋଇଥିଲେ ମଧ୍ୟ ତାହା ଆମେ ସୋସିଆଲ ମିଡିଆ ରେ ବେସ ଭଲ ଭାବ ରେ ଦେଖିବାକୁ ପାଉଛେ , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ଟି କୁ ସମସ୍ତେ ବେସ ପସନ୍ଦ କରିଛନ୍ତି ।

ତେବେ ବନ୍ଧୁଗଣ ଏହି ଭିଡିଓ ଟି ହେଉଛି ଆମ ଓଡିଶା ର କିନ୍ତୁ କେଉଁ ଜିଲ୍ଲା ର ତାହା ସ୍ପଷ୍ଟ ଭାବେ ଜଣା ପଡି ନହିଁ । ତେବେ ଏହି ଭିଡିଓ ରେ ଜଣେ ସରପଞ୍ଚ ବାବୁ ବିଦ୍ୟୁତ ଅଧିକାରୀ ଙ୍କ ସହ ଯୁକ୍ତି କରୁଛନ୍ତି , ତେବେ ବନ୍ଧୁଗଣ ଏହି ଯୁକ୍ତି କରିବା ର କାରଣ ହେଉଛି ଯେ ବିଦ୍ୟୁତ ଅଧିକାରୀ ମାନେ ସେହି ସରପଞ୍ଚ ବାବୁ ଙ୍କ ଅଞ୍ଚଳ ରେ ଜଣେ ବ୍ୟକ୍ତି ଙ୍କ ଘରୁ ଜୋର ଜବରଦସ୍ତ ଲାଇନ କାଟି ଦେଇଥିଲେ ।

ତେବେ ଏହି ଖବର ଟି ସରପଞ୍ଚ ଜାଣିବା ପରେ ସେମାନ ଙ୍କୁ ଅନେକ କଥା କହିଛନ୍ତି ଓ କହିଛନ୍ତି କାହା ଅନୁମତି ରେ ଲାଇନ କାଟିଛନ୍ତି ତେବେ ଏହି ଭଳି ଆହୁରି ଅନେକ କଥା କହୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥ ତେବେ ଏହି ଘଟଣା ଭଦ୍ରକ ଜିଲ୍ଲାର ଗୋବିନ୍ଦ ପୁର ପଞ୍ଚାୟତର ତରାଗ ଗାଁ ର ଅଟେ ।

ଯେଉଁଠି ଜଣେ ନିର୍ବାଚିତ ହୋଇଥିବା ସରପଞ୍ଚ ନିର୍ବଚନ ଜିତିବା ପରେ ଲୋକଙ୍କ ଦୁଃଖ ଓ ସମସ୍ୟା ଦୂର କରିବା ପାଇଁ ଆଗେଇ ଆସିଛନ୍ତି। ତେବେ ଏହି ସରପଞ୍ଚଙ୍କ ନାମ ହେଉଛି ଭବେନ୍ଦ୍ର ସାହୁ । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ଆପଣଙ୍କ ମତ କଣ? କଣ ସବୁ ସରପଞ୍ଚ ଏମତି ଆଗକୁ ଆସିବା ଦରକାର କି ?

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ରାତି ରେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି …

Leave a Reply

Your email address will not be published. Required fields are marked *