Breaking News

ପୁତ୍ର ସନ୍ତାନ ଟିଏ ପାଇବାକୁ ଚାହୁଁଥିଲେ ଅପଣାନ୍ତୁ ଏହି ଉପାୟ (Sadhu Bani) , ୧୦୦% ଗ୍ୟାରେଣ୍ଟି ପୁଅ ଜନ୍ମ ହେବ ….

ଦୁନିଆରେ ପ୍ରତ୍ୟେକ ମଣିଷ ବିବାହ ବନ୍ଧନରେ ବାନ୍ଧି ହେବାପରେ ସନ୍ତାନ ଟିଏ ପାଇବାକୁ ଇଚ୍ଛା ରଖିଥାନ୍ତି। କାରଣ ପିଲାଟିଏ ହେଲେ ତାଙ୍କର ପରିବାର ସଂପୂର୍ଣ୍ଣ ହେବ। ଏଭଳି କ୍ଷେତ୍ରରେ ଅନେକ ଲୋକ ଚାହିଁଥାନ୍ତି ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଟିଏ ଜନ୍ମ ହେଉ। ହେଲେ ଅନେକ ଦମ୍ପତି ମାନଙ୍କ ଜୀବନରେ ପୁତ୍ର ସନ୍ତାନ ଟିଏ ପାଇବାକୁ ଅନେକ ସମସ୍ୟା ଦେଖାଦେଇଥାଏ। ହେଲେ ଏଭଳି କିଛି ସରଳ ଉପାୟ ଅଛି ଯାହାକୁ ଆପଣେଇବା ଦ୍ଵାରା ଦମ୍ପତିଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ।

ଶାସ୍ତ୍ରରେ ଉଲ୍ଲେଖ ରହିଛି, ପୁ ରୂପକ ନର୍କରୁ ମାତା ପିତାଙ୍କୁ ଯିଏ ଉଦ୍ଧାର କଲେ ସେ ହେଉଛି ପୁତ୍ର। ଯଦିଓ ଆଜିର ଯୁଗରେ ପୁଅ କିମ୍ବା ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ହେଲେ ମଧ୍ୟ ଆଜିବି ସମାଜରେ ଅନେକ ଏଭଳି ଲୋକ ଅଛନ୍ତି ଯେଉଁମାନେ ପୁତ୍ର ସନ୍ତାନ ଟିଏ ପାଇବାକୁ ଇଚ୍ଛା ରଖିଥାନ୍ତି। ଆଉ ପୁଅଟିଏ ପାଇବା ପାଇଁ ସେ ଅନେକ ଉପାୟ ମଧ୍ୟ ଅପଣାଇଥାଆନ୍ତି।

ହେଲେ ଅନେକ ସମୟରେ ଏହି ଉପାୟ ଗୁଡ଼ିକ ବ୍ୟର୍ଥ ହେଉଥିବା ଦେଖିବାକୁ ମିଳେ। ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଉପାୟ ବିଷୟରେ କହିବୁ ଯାହାକୁ ନିୟମିତ ଭାବରେ କରିବା ଦ୍ୱାରା ଆପଣଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତି ହେବ।


ତେବେ ପ୍ରତ୍ୟେକ ଘରେ ପ୍ରତି ଦିନ ସକାଳ ଓ ସନ୍ଧ୍ୟା ରେ ଠାକୁରଙ୍କ ଘରେ ଦୀପ ଜଳାହୁଏ। ତେବେ ଯଦି କୌଣସି ମହିଳା ପୁତ୍ର ସନ୍ତାନ ଟିଏ କାମନା କରୁଥାନ୍ତି ତେବେ ସେମାନେ ପ୍ରତ୍ୟେକ ସୋମବାର ଓ ଶନିବାର ଦିନ ସନ୍ଧ୍ୟାରେ ଠାକୁରଙ୍କ ପାଖରେ ଶୁଦ୍ଧ ଘିଅରେ ଦୁଇଟି ବଳିତାରେ ଦୀପ ଜାଳି ଅତି ନିଷ୍ଠାପର ମନରେ ଠାକୁରଙ୍କୁ ସ୍ପରଣ କରି ନିଜ ମନ କଥା ଜଣାଇଲେ ଠାକୁର ପ୍ରସନ୍ନ ହୋଇ ପୁତ୍ର ସନ୍ତାନ ଟିଏ ଦେଇଥାନ୍ତି।

ସେହିଭଳି ଆପଣଙ୍କ ଶୋଇବା ଘରେ ଠିକ୍ ବେଡ୍ ର ସାମ୍ନାରେ ଏକ ଛୋଟ ଶିଶୁର ଫଟୋ ଲଗାନ୍ତୁ। ଯେମିତି ମହିଳା ଜଣଙ୍କର ନଜର ସବୁବେଳେ ସେହି ଫଟୋ ଉପରେ ପଡୁଥିବ। ଏହା ପୁତ୍ର ସନ୍ତାନ ପ୍ରାପ୍ତି ରେ ଅନେକ ସହାୟତା କରିଥାଏ।

ଏହି ଦୁଇଟି ନିୟମକୁ ଠିକ୍ ଭାବରେ ପାଳନ କଲେ ମହିଳା ଜଣଙ୍କ ପୁତ୍ର ସନ୍ତାନ ପ୍ରାପ୍ତି ର ଯଥେଷ୍ଟ ସମ୍ଭାବନା ରହିଛିତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *