Breaking News

ପ୍ରଥମ ଥର ପାଇଁ ଅଭିନେତ୍ରୀ ସୋମାଲିନ (Somalin Parida) ଙ୍କ ଶାଶୂ ଘର ଦେଖନ୍ତୁ, କୌଣସି ରାଜମହଲ ଠାରୁ ବି କମ ନୁହେଁ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ମାନ ଙ୍କ ସୋସିଆଲ ମିଡିଆ ବେସ ଗୁରୁତ୍ଵ ପୂର୍ଣ୍ଣ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବହୁ ବ୍ୟକ୍ତି ଏହି ସୋସିଆଲ ମିଡିଆ କୁ ବ୍ୟବହାର କରି ଭଲ ଟଙ୍କା ରୋଜଗାର କରୁଛନ୍ତି । ତେବେ ଅଧିକାଂଶ ଲୋକ ମାନେ ବର୍ତ୍ତମାନ ସମୟ ରେ ୟୁ ଟ୍ଯୂବ ରେ ଚ୍ୟାନେଲ ଖୋଲି ଭଲ ଟଙ୍କା ରୋଜଗାର କରୁଛନ୍ତି ବ୍ଲଗ କରି ।


ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ମାନେ ମଧ୍ୟ ବ୍ଲଗ କରୁଛନ୍ତି , ତେବେ ଆଜି ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ସୋମାଲିନ ପରିଡା ।


ତାହେଲେ ବନ୍ଧୁଗଣ ଆପଣ ମାନେ ସୋମାଳିନୀ ପରିଡା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ପାଇଁ ବେସ ଲୋକ ପ୍ରିୟ , ତେବେ ସେ ନିଜ ଜବରଦସ୍ତ ଅଭିନୟ ପାଇଁ ବହୁତ କମ ଦିନ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଓଡିଶା ର ଘର ଘରେ ପରିଚିତ ।

ତେବେ ସୋମାଲିନ ଙ୍କ ଜବରଦସ୍ତ ଅଭିନୟ କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଥିଲେ , ତେବେ ବନ୍ଧୁଗଣ ସୋମାଲିନ ଅଭିନୟ ଛାଡିବା ପରେ ନିଜ ଦର୍ଶକ ମାନ ଙ୍କ ପାଇଁ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋମାଲିନ ଓ ଜାଙ୍କଲିନ ।

ଏହି ଦୁଇ ଅଭିନେତ୍ରୀ ରିଅଲ ଲାଇଫ ରେ ଦୁଇ ଭଉଣୀ ଅଟନ୍ତି ଓ ଏହି ଯୋଡି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଟ୍ଵିନ ଶିଷ୍ଟର ଭାବେ ବେସ ପରିଚିତ ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୋମାଲିନ ପରିଡା ବିବାହ ବନ୍ଧନ ବାନ୍ଧି ହୋଇ ସାରିଛନ୍ତି ଓ ବିବାହ ପରେ ନିଜ ଶାଶୁଘରେ ନିଜ ଶାଶୁଘର ପରିବାର ଲୋକ ଙ୍କ ସହ ବେସ ଖୁସି ରେ ଅଛନ୍ତି ।

ସୋମାଲିନ କିଛି ଦିନ ପୂର୍ବେ ଯାଜପୁର ର ନିଶିଥଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋମାଲିନ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ବ୍ଲଗ ପ୍ରସ୍ତୁତ କରୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ସୋମଲିନ କରିଥିବା ବ୍ଲଗ ରେ ସୋମଳିନ ନିଜ ଶାଶୁଘର ଦେଖାଉଛନ୍ତି ଓ ଘର ର ରୁମ ଠାରୁ ଛାତ ପର୍ଯ୍ୟନ୍ତ ସବୁ କିଛି ଦେଖାଇ ଛନ୍ତି ॥

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *