ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଆଜି ଆମେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତା ଙ୍କ ବିଷୟ ରେ ଜାଣିବା ଓ ବର୍ତ୍ତମାନ ସମୟ ରେ ଆମେ ଯେଉଁ ଅଭିନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ ତାଙ୍କୁ ନେଇ ଏକ ବଡ ଖବର ଆସିଛି , ଏହି ଖବର ଟି ଖୁସି ର ଖବର ।
ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତା ସୁଜିତ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତା ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ତେବେ ବର୍ତ୍ତମାନ ସମୟ ରେ ଏହି ଅଭିନେତା ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବହୁ ନାମ ଅର୍ଜନ କରିବା ସହିତ ଓଡିଶା ର ଘର ଘରେ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତା ଙ୍କୁ ବହୁ ସାରା ଚଳଚିତ୍ର ,
ଏବଂ ଧାରାବାହିକ ରେ ନିଶ୍ଚୟ ଦେଖିଥିବେ , ତେବେ ବନ୍ଧୁଗଣ ସୁଜିତ ଜଣେ ଭଲ ଅଭିନେତା ହେବା ସହ ଭଲ ଆଙ୍କର ବି ମଧ୍ୟ । ଆପଣ ମାନେ ସୁଜିତ ଙ୍କୁ ବହୁ ସାରା ରିଆଲିଟି ସୋ ରେ ଜବରଦସ୍ତ ଆଙ୍କାରିଙ୍ଗ କରିଥିବା ର ନିଶ୍ଚୟ ଦେଖିଥିବେ । ତେବେ ସବୁ କ୍ଷେତ୍ର ରେ ସେ ବେସ ପାରଙ୍ଗମ ।
ତାହେଲେ ବନ୍ଧୁଗଣ ଆପଣ ମାନେ ସୁଜିତ ଙ୍କୁ ଅନେକ ଚଳଚିତ୍ର ଓ ଧାରାବାହିକ ରେ ନିଶ୍ଚୟ ଦେଖିଥିବେ , ତେବେ ସେ ପ୍ରାୟ ଅଧିକ ଖଳ ନାଯକ ଚରିତ୍ର ରେ ନଜର ଆସିଥାନ୍ତି । ତେବେ ସୁଜିତ ଙ୍କ ଅଭିନୟ ଆଜି ତାଙ୍କୁ ବେସ ଲୋକ ପରିଚିତ କରାଇ ପାରିଛି ଓ ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ବେସ ପସନ୍ଦ କରିଛନ୍ତି ।
ତେବେ ବନ୍ଧୁଗଣ ବର୍ତ୍ତମାନ ଅଭିନେତା ସୁଜିତ ଙ୍କୁ ନେଇ ଏକ ବଡ ଖବର ଆସି ଯାଇଛି ଯାହାକି ଏକ ଖୁସି ଖବର , ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ସୁଜିତ ଏକ କନ୍ୟା ସନ୍ତାନ ର ପିତା ହୋଇଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ 2019 ରେ ସୁଜିତ ସସ୍ମିତା ଙ୍କୁ ବିବାହ କରିଥିଲେ ଓ ବର୍ତ୍ତମାନ ସମୟ ରେ ଉଭୟ ଏକ କନ୍ୟା ସନ୍ତାନ ର ବାପା ମା ହୋଇଛନ୍ତି ।
ତେବେ ଏହି ଖବର ଟି ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଜଣାଇଛନ୍ତି , ତେବେ ତାଙ୍କ ପ୍ରଶଂସକ ମାନେ ମଧ୍ୟ ବହୁତ ଖୁସି ହେବା ସହିତ ସେମାନ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ॥
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।