ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତା ମାନେ ସୋସିଆଲ ମିଡିଆ ରେ ବେସ ସକ୍ରିୟ ରହିବା ସହିତ ନିଜ ଦୃଶ୍ୟ କୁ ନେଇ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଲୋକ ପ୍ରିୟ ଅଭିନେତା ବାବୁଷାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତା ଜଣକ ନିଜ ଅଭିନୟ କରିବା ରୁ ସେ ଲୋକ ପରିଚିତ ଥିଲେ , କାରଣ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ ଏକ ମାତ୍ର ପୁଅ ବାବୁଷାନ ମହାନ୍ତି । ତେବେ ବାବୁଷାନ ଅଭିନୟ ପୂର୍ବ ରୁ ଲୋକ ପରିଚିତ ହୋଇଥିଲେ ମଧ୍ୟ ସେ ନିଜ ଅଭିନୟ ପାଇଁ ଓଡିଶା ର ଘର ଘରେ ଲୋକ ପ୍ରିୟ ହୋଇ ପାରିଥିଲେ ।
ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତା ବାବୁଷାନ ମହାନ୍ତି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ଓ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ , ତେବେ ବାବୁଷାନ ଙ୍କ ଜବରଦସ୍ତ ଅଭିନୟ କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି , ତେବେ ଏହି ଅଭିନେତା ଙ୍କ ଅଭିନୟ ରେ ଦର୍ଶକ ମାନେ ବେସ ହସିଥାନ୍ତି ।
ତେବେ ବର୍ତ୍ତମାନ ସମୟ ରେ ଅଭିନେତା ବାବୁଷାନ ମହାନ୍ତି ନିଜ ଜବରଦସ୍ତ ଅଭିନୟ ପାଇଁ ବହୁ ନାମ ଅର୍ଜନ କରିଛନ୍ତି ଯେମିତି କି ଚୋକଲେଟ ବଏ , ରୋମୀଓ ଭଳି ଅନେକ ନାମ ରେ ସେ ବେସ ପରିଚିତ । ତେବେ ବନ୍ଧୁଗଣ ଅଭିନେତା ବାବୁଷାନ ମହାନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କ ସହ ଅଭିନୟ କରି ସାରିଛନ୍ତି ।
View this post on Instagram
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତା ବାବୁଷାନ ମହାନ୍ତି ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ବର୍ତ୍ତମାନ ସମୟ ରେ ବାବୁଷାନ ଙ୍କ ଏକ ନୃତ୍ୟ ର ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଦୃଶ୍ୟ ରେ ବାବୁଷାନ ଶ୍ରୀଭଳି ଗୀତ ରେ ନାଚ କରୁଥିବା ଦେଖିବାକୁ ମିଳିଛି ଓ ଯାହାକୁ ଦର୍ଶକ ମାନେ ବେସ ପସନ୍ଦ କରିଛନ୍ତି ତେବେ ଏହି ଦୃଶ୍ୟ ଆପଣ ମାନେ ଅମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉଥିବେ ॥
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।