Breaking News

ଶାନ୍ତନୁ (Santanu) ଙ୍କୁ ଟକ୍କର ଦେଲେ ସୁଶୀଲ (Sushil) , ଦମଦାର Performance ରେ ସମସ୍ତେ ହେଲେ ଆଶ୍ଚର୍ଯ !! ଗୀତ ଶୁଣିଲେ ଆପଣ ବି ବାଃ ବାଃ କହିବେ-ଦେଖନ୍ତୁ ଭିଡିଓ

ଦୁନିଆରେ ଅନେକ ପିଲା ଅଛନ୍ତି ଯେଉଁ ମାନଙ୍କ ଭିତରେ ଅନେକ ପ୍ରକାର ପ୍ରତିଭା ଲୁଚି ରହିଛି। ଠିକ୍ ଜାଗା ପାଇଲେ ପିଲା ମାନେ ନିଜ ଅନ୍ତର୍ନିହିତ ପ୍ରତିଭାକୁ ଦୁନିଆ ସାମ୍ନାକୁ ଆଣିବାରେ ସକ୍ଷମ ହୋଇଥାନ୍ତି। ପିଲା ମାନଙ୍କ ପ୍ରତିଭାକୁ ଲୋକ ମାନଙ୍କ ସାମ୍ନାକୁ ଆଣିବା ପାଇଁ ଆଜିକାଲିର ସୋସିଆଲ ମିଡ଼ିଆ ଓ ଗଣମାଧ୍ୟମ ଖୁବ୍ ସାହାଯ୍ୟ କରୁଛି।


କିଛି ବର୍ଷ ମଧ୍ୟରେ ଏଭଳି ଅନେକ ରିଆଲିଟି ଶୋ ଆସିଛି ଯାହା ମାଧ୍ୟମରେ ଛୋଟ ପିଲା ମାନେ ନିଜ ପ୍ରତିଭାକୁ ଲୋକ ମାନଙ୍କ ସାମ୍ନାକୁ ଆଣିବା ସହିତ ଖୁବ୍ ଲୋକପ୍ରିୟ ହୋଇପାରୁଛନ୍ତି। ଆମ ଓଡ଼ିଶାରେ ସେହିଭଳି ଏକ ଲୋକପ୍ରିୟ ରିଆଲିଟି ଶୋ ହେଉଛି ଓଡ଼ିଶାର ନୂଆ ସ୍ୱର। ଯାହାକି ଓଡ଼ିଶାର ଲୋକପ୍ରିୟ ଚାନେଲ୍ ସିଦ୍ଧାର୍ଥ ଟିଭି ରେ କିଛି ମାସ ହେବ ପ୍ରସାରିତ ହେଉଛି।ଏହି ଶୋ ଓଡ଼ିଶାର କୁନି କୁନି ପିଲା ମାନଙ୍କୁ ଏହି ମଞ୍ଚରେ ଗୀତ ଗାଇବାର ସୁଯୋଗ ଦେଇଛି। ଓଡ଼ିଶାର ଭିନ୍ନ ଭିନ୍ନ ଜିଲ୍ଲାର ଅନେକ ପିଲା ଏହି ଶୋ ରେ ସାମିଲ ହୋଇ ନିଜ ପ୍ରତିଭା କୁ ଲୋକ ମାନଙ୍କ ସାମ୍ନାକୁ ଆଣି ପାରିଛନ୍ତି। ଏହି ଶୋ ରେ ବିଚାରକ ଭାବରେ ନଜର ଆସୁଛନ୍ତି ଓଡ଼ିଶାର ୩ ଜଣ ଜଣାଶୁଣା ସିଙ୍ଗର ପ୍ରଜ୍ଞା, ଅର୍ପିତା ଓ ମାଷ୍ଟର ବିକାଶ।

ତେବେ ଏହି ଶୋ ର ଜଣେ କୁନି ପ୍ରତିଯୋଗୀ ସୁଶିଲ କୁମାର ସାହୁ ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ନିଜର କଣ୍ଠର ଯାଦୁରେ ସେ ଜର୍ଜ ମାନଙ୍କ ସମେତ ସମସ୍ତ ଓଡ଼ିଆ ବାସୀଙ୍କ ହୃଦୟ ଜିତିଛନ୍ତି। ଖୁବ୍ କମ୍ ଦିନରେ ଏହି ଶୋ ମାଧ୍ୟମରେ ସେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି।


ତେବେ ନିକଟରେ ଏହି ଶୋ ର ସେମି ଫାଇନାଲ ରାଉଣ୍ଡ ଶେଷ ହୋଇଛି। ତେବେ ଏହି ରାଉଣ୍ଡ ରେ ସୁନିଲ ଏକ ଗୀତ ଗାଇଥିଲେ ଯାହାକି ହେଉଛି, ସୀମା ଡେଇଁ ଗଲେ ପ୍ରେମ ଅଶାନ୍ତ ସହର। ଏହି ଗୀତଟିକୁ ସେ ଏଭଳି ଭାବରେ ଗାଇଛନ୍ତି ଯାହା ଶୁଣିଲା ପରେ କେହି ବି ତାଙ୍କର ପ୍ରଶଂସା ନ କରି ରହିପାରିବେ ନାହିଁ। ଏହି ଗୀତଟି ବିଚାରକ, ମହାବିଚାରକ ମାନଙ୍କ ସମେତ ଦର୍ଶକ ମାନଙ୍କ ମନକୁ ଖୁବ୍ ଛୁଇଁଛି। ଏହି ଗୀତ ଶୁଣିଲା ପରେ ସମସ୍ତେ ତାଙ୍କ ପାଇଁ ଛିଡ଼ା ହୋଇ ତାଳି ମାରିଛନ୍ତି।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *