ଆଜିକାଲିର ଯୁଗ ହେଉଛି ସୋସିଆଲ ମିଡିଆର ଯୁଗ। ଏହି ସୋସିଆଲ ମିଡିଆରେ ପ୍ରତିଦିନ କିଛି ନାଁ କିଛି ଭିଡିଓ ଭାଇରରାଲ ହୋଇଥାଏ। ତା ମଧ୍ୟାରୁ କିଛି ଭିଡିଓ ଏଭଳି ବି ଥାଏ ଯାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏମିତିକି କେହି ନିଜ ଆଖି ଉପରେ ବି ବିଶ୍ୱାସ କରିପାରନ୍ତି ନାହିଁ।ନିକଟରେ ସୋସିଆଲ ମିଡିଆରେ ସେହିଭଳି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ଚକିତ ହୋଇଥାଏ। ଏହି ଭିଡ଼ିଓରେ ମା କାଳୀ ଙ୍କ ଜୀବନ୍ତ ପ୍ରତିମା ଦେଖିବାକୁ ମିଳିଛି।
ତେବେ ଲୋକ ମାନଙ୍କ ମଧ୍ୟରେ ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଭଗବାନଙ୍କ ଅସ୍ତିତ୍ଵ କୁ ନେଇ। କିଛି ଜ୍ଞାନୀ ଗୁଣି ଲୋକେ ଭଗବାନ ଅଛନ୍ତି ବୋଲି ବିଶ୍ୱାସ କରୁଥିବା ବେଳେ ଆଉ କିଛି ଲୋକ ଏହା ବିଶ୍ୱାସ କରନ୍ତି ନାହିଁ। ହେଲେ ସତ କଣ ଏହା ଆଜି ଯାଏଁ ସାବ୍ୟସ୍ତ ହୋଇପାରିନଥିଲେ ମଧ୍ୟ ଅଧିକାଂଶ ଲୋକ ଭଗବାନଙ୍କ ଅସ୍ତିତ୍ଵ କୁ ଅନୁଭଵ କରିପାରିଛନ୍ତି।
ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଟି ଏହାର ଏକ ଜ୍ୱଳନ୍ତ ଉଦାହରଣ। ଏହି ଭିଡିଓରେ ମା କାଳୀ ଙ୍କ ଚମତ୍କାରିତା ଦେଖିବା ପରେ ଯେ କେହି ବି ଆଶ୍ଚର୍ୟ୍ଯ ହେବା ସହିତ ନିଜ ଆଖି ଉପରେ ବିଶ୍ୱାସ କରିପାରିବ ନାହିଁ ।ତେବେ ଏହି ଭାଇରାଲ୍ ଭିଡିଓ ରେ ଦେଖିବାକୁ ମିଳୁଛି କୌଣସି ଏକ କାଳୀ ମନ୍ଦିରରେ ମନ୍ଦିର ପୂଜକ ଜଣକ ଧୂପ ଦୀପ ଦେଇ ମା କାଳୀ ଙ୍କ ଆଳତି କରୁଥିବା ବେଳେ ହଠାତ୍ ମା କାଳୀ ଙ୍କ ପ୍ରତିମୂର୍ତ୍ତି ଜୀବନ୍ତ ହୋଇଯିବା ଭଳି ଦୃଶ୍ୟ ମାନ ହେଉଛି।
ଏହି ଚମତ୍କାର ଦୃଶ୍ୟ ଦେଖିବା ପାଇଁ ଘଟଣା ସ୍ଥଳରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଛି। ତେବେ ଏହି ଭିଡ଼ ଭିତରୁ କେହି ଜଣେ ବ୍ୟକ୍ତି ନିଜ ଫୋନ୍ ରେ ଏହି ଦୃଶ୍ୟର ଭିଡିଓ ରେକର୍ଡ କରିଥିଲେ। ହେଲେ ସବୁଠୁ ଆଶ୍ଚର୍ୟ୍ଯଜନକ କଥା ହେଉଛି କ୍ୟାମେରା ର ଯେଉଁ ପାର୍ଶ୍ଵରୁ ଦେଖିଲେ ବି ମା କାଳୀଙ୍କ ଆଖି କ୍ୟାମେରାକୁ ହିଁ ଚାହିଁଲା ଭଳି ପ୍ରତୀତ ହେଉଛି। ଏହି ଭିଡିଓ କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।