Breaking News

ମାଡି ଆସୁଛି କାଳ ବୈଶାଖୀ (Kalabaisakhi) ବର୍ଷା, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ! ହୋଇଯାନ୍ତୁ ସତର୍କ – ଦେଖନ୍ତୁ

ଓଡିଶା ଆଡକୁ ଆଉ ଏକ ବାତ୍ୟା ଆସୁଛି ବୋଲି ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆଜାଇଛି । ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ଏହି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡିଶା ର ଅନେକ ସ୍ଥାନରେ ବର୍ଷା ହେବା ସହିତ ପବନ ବହିବା ସହିତ ଅନେକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ତେଣୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ତେବେ ପାଣି ପାଗ ବିଭାଗ କହିବା ଅନୁସାରେ ଏହି ବର୍ଷା ଅଧିକ ହେବାର ସମ୍ଭାବନା ରହିଛି ।

 

ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ୨ ଏପ୍ରିଲ ପରବର୍ତ୍ତୀ ସମୟରେ ଧୀରେ ଧୀରେ ଉତପ୍ତ ବାୟୁ ମଣ୍ଡଳରେ ଆସି କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି।ଜିଲ୍ଲା ଗୁଡିକର ନାମ ହେଉଛି ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ଵର,ଭଦ୍ରକ। ତାପମାତ୍ରା ଆକଳନ ଅନୁସାରେ ଆଗାମୀ ୨ ଦିନ ଯାଏ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ହେବା ସମ୍ଭବନା ରହିଛି।

ମୟୂରଭଞ୍ଜ,ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣିଁ ଜାରି କରାଯାଇଛି।ସେହିପରି ଆମର ୩୧ ତାରିଖ ଓ ଏପ୍ରିଲ ୧ରେ ଆଭ୍ୟନ୍ତରୀଣ ଓଡିଶାରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ଅଛି।ପାଖାପାଖି ୭ ଜିଲ୍ଲାରେ ତଥା ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼, ସମ୍ବଲପୁର,ଅନୁଗୁଳ,କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି।

ମୟୂରଭଞ୍ଜ,ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣିଁ ଜାରି କରାଯାଇଛି।ସେହିପରି ଆମର ୩୧ ତାରିଖ ଓ ଏପ୍ରିଲ ୧ରେ ଆଭ୍ୟନ୍ତରୀଣ ଓଡିଶାରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ଅଛି।ପାଖାପାଖି ୭ ଜିଲ୍ଲାରେ ତଥା ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼, ସମ୍ବଲପୁର,ଅନୁଗୁଳ,କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି।ଏହା ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *