Breaking News

ଖୁସି ଖବର : ଏତେ ଦିନ ପରେ ଓଡିଆ ହିରୋଇନ ଲିପି (Lipi) ଙ୍କୁ ମିଳିଲା ତାଙ୍କ ନୂଆ ଜୀବନ ସାଥି ,ଏହି ହିରୋଙ୍କୁ କରିବେ ବିବାହ…ଦେଖନ୍ତୁ

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଜବରଦସ୍ତ ଅଭିନୟ ମାଧ୍ୟମରେ ଅନେକ କ୍ଷେତ୍ରରେ ସଫଳତା ହାସଲ କରିପାରିଛନ୍ତି। ତେବେ ଓଡ଼ିଆ ସିନେମା ଓ ଧାରାବାହିକ ଜଗତର ସେହିଭଳି ଜଣେ ଜଣାଶୁଣା ଓ ଆଗଧାଡିର ଅଭିନେତ୍ରୀ ହେଉଛନ୍ତି ଲିପି ମହାପାତ୍ର । ଅନେକ ବର୍ଷ ହେବ ନିଜର ଅଭିନୟର ଯାଦୁରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି।

ଓଲିଉଡର ଜବରଦସ୍ତ ହିରୋଇନ୍ ଲିପି ମହାପାତ୍ରଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଓଡ଼ିଆ ଆଲବମ୍ ଜଗତ ଜରିଆରେ ସେ ଓଲିଉଡରେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ ୯୦ ଦଶକରୁ ସେ ବୋହୁତ ସାରା ଓଡ଼ିଆ ଆଲବମ୍ ରେ ଅଭିନୟ କରିସାରିଛନ୍ତି ଆଉ ଏହା ସହିତ ସେ ବୋହୁତ ସାରା ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।

 

ତେବେ ପ୍ରଥମେ ଲିପି ଇଟିଭି ରେ ପ୍ରସାରିତ ଅନନ୍ୟା କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ ।ଏହା ପରେ ଇ ଟିଭି ରେ ପ୍ରସାରିତ ଆପଣଙ୍କ ପସନ୍ଦ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପନା କରିଥିଲେ। ଆଙ୍କରିଙ୍ଗ ପରେ ଲିପି ଆଲବମ ଜଗତରେ ପାଦ ଥାପିଥିଲେ । ଏକଦା ଓଡ଼ିଆ ଆଲବମ୍ ଜଗତରେ ରାଜ୍ କରୁଥିବା ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ଧାରାବାହିକରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି।

ଲିପି ବର୍ତ୍ତମାନ ସମୟରେ ମଞ୍ଜରୀ ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ‘ ରକ୍ତ ସଂପର୍କ ‘ ରେ ନଜର ଆସୁଛନ୍ତି। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଲିପିଙ୍କୁ ପ୍ରାୟ ୪୧ ବର୍ଷ ବୟସ ହୋଇ ଗଲାଣି ବିବାହ ପାଇଁ ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ ସେ ଆଜି ପର୍ଯନ୍ତ ବିବାହ କରି ନାହାଁନ୍ତି |

 

କିନ୍ତୁ ଗତ ଦିନମାନଙ୍କରେ ସେ କହିଥିଲେ ତାଙ୍କର ମନଲାଖି ପୁଅ ମିଳିଲେ ସେ ନିଶ୍ଚିତ ଭାବରେ ବିବାହ କରିବେ ହେଣ୍ଡ ଏପର୍ଯ୍ୟନ୍ତ ତାଙ୍କୁ ତାଙ୍କ ମନଲାଖି ପୁଅ ମିଳି ପାରିନାହିଁ


ଯେପରିକି ସମସ୍ତେ ଜାଣିଥିବେ ଅଭିନେତା ପାର୍ଥ ସାରଥୀ ରକ୍ତ ସଂପର୍କ ଧାରାବାହିକରେ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସୁଛନ୍ତି। ତେବେ ନିକଟରେ ତାଙ୍କର ଜନ୍ମଦିନ ପାଳନ ହୋଇଛି। ତାଙ୍କ ଜନ୍ମଦିନ ଅବସରରେ ସୁଟିଂ ସେଟ୍ ରେ ସମସ୍ତ ସଦସ୍ୟ ମାନେ ମିଶି ତାଙ୍କର ଜନ୍ମଦିନଟିକୁ ଅତି ଧୁମ୍ ଧାମରେ ପାଳନ କରିଛନ୍ତି।

 

 

ଏହି ଅବସରରେ ଲିପି ପର୍ଥଙ୍କୁ ଏକ ସୁନ୍ଦର ଫୁଲ ତୋଡା ଉପହାର ସ୍ୱରୂପ ଦେଇଛନ୍ତି। ଯାହାକୁ ଦେଖି ପାର୍ଥ ବେଶ୍ ଖୁସି ଥିବା ନଜର ଆସିଛନ୍ତି। ଲିପି ପାର୍ଥ ଙ୍କ ସହ ଅନେକ ଫଟୋ ଉଠାଇବା ସହିତ ତାହାକୁ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।କିନ୍ତୁ ବର୍ତ୍ତମାନ ସମୟରେ ସେ ତାଙ୍କର ନୂଆ ଧାରାବାହିକର ହିରୋଙ୍କୁ ବୋହୁତ ଅଧିକ ଭଲ ପାଉଥିବାର ନଜର ଆସିଛନ୍ତି ।

ତାଙ୍କ ସହିତ ଅଧିକାଂଶ ସମୟ ବିତାଉ ଥିବାର ଦେଖା ଦେଇଛନ୍ତି |ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *