ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଲୋକ ପ୍ରିୟ ଅଭିନେତା ମାନେ ବେଳେ ବେଳେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାନ୍ତି ନିଜ ବ୍ୟକ୍ତିଗତ ଜୀବନ ଭିଡିଓ କୁ ନେଇ ହାଉ ବା ଶୁଟିଙ୍ଗ ସେଟ ର ଭିଡିଓ କୁ ନେଇ । ତେବେ ବନ୍ଧୁଗଣ ଆଜି ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତା ଙ୍କ ବିଷୟ ରେ ଜାଣିବା ।
ତେବେ ବନ୍ଧୁଗଣ ଏହି ଲୋକ ପ୍ରିୟ ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ଅର୍ଦ୍ଧେନ୍ଦୁ , ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେସ ଲୋକ ପ୍ରିୟ ହେବା ସହିତ ଓଡିଶା ର ଘର ଘରେ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ
ଅଭିନେତା ଅର୍ଦ୍ଧେନ୍ଦୁ ସ୍ଵର୍ଗତ ପ୍ରଦୀପ ମହାରଥୀ ଙ୍କ ଝିଅ ପଲ୍ଲବୀ ମହାରଥୀ ଙ୍କୁ ବିବାହ କରିଛନ୍ତି , ତେବେ ଉଭୟ ବିବାହ ପରେ ବେସ ଖୁସି ରେ ଅଛନ୍ତି ଓ ସୋସିସଲା ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଯୋଡି ବିବାହ ପରେ ବହୁ ସ୍ଥାନ ଏକାଠି ହୋଇ ବୁଲିବାକୁ ଯାଇଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଅର୍ଦ୍ଦେନ୍ଦୁ ଙ୍କୁ କିଛି ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବା ନିଶ୍ଚୟ ଦେଖିଥିବେ , ତେବେ ତାଙ୍କ ପ୍ରଥମ ଚଳଚିତ୍ର ଟି ହେଉଛି ଅ ଆ ଇ , ତେବେ ଏହି ଚଳଚିତ୍ର ଟି କୁ ଦର୍ଶକ ମାନେ ପସନ୍ଦ କରିଥିଲେ ଓ ଏହି ଚଳଚିତ୍ର ଅର୍ଦ୍ଦେନ୍ଦୁ ବେସ ଲୋକ ପ୍ରିୟ ହେବା ପରେ ଆଉ କିଛି ଚଳଚିତ୍ର ରେ ନଜର ଆସିଥିଲେ ।
ତେବେ ବର୍ତ୍ତମାନ ସମୟ ରେ ଅର୍ଦ୍ଦେନ୍ଦୁ ଙ୍କ ରିଅଲ ଲାଇଫ ର ସାଥି ହେଉଛନ୍ତି ପଲ୍ଲବୀ , ତେବେ ଅର୍ଦ୍ଦେନ୍ଦୁ ଓ ପଲ୍ଲବୀ ଯୋଡି କୁ ଦର୍ଶକ ମାନେ ବେସ ପସନ୍ଦ କରି ଥାନ୍ତି , ତେବେ ଏହି ଯୋଡି ଏକ ସାକ୍ଷାତ୍କାର କହିଛନ୍ତି ଯେ ସେମାନେ ବିବାହ ପୂର୍ବ ରୁ ଭଲ ସାଙ୍ଗ ଥିଲେ ଓ ବିବାହ ପରେ ବେସୀ କିଛି ପରିବର୍ତ୍ତନ ହୋଇ ନହିଁ । ତେବେ ଭଗବାନ ଆମ କୁ ଏମିତି ଖୁସି ରେ ରଖନ୍ତୁ ବୋଲୁ ସେମାନେ କହିଛନ୍ତି , ତେବେ ପଲ୍ଲବୀ କହିଛନ୍ତି ଯେ ମୋ ବାପା ଙ୍କ କିଛି ଗୁଣ ମୁଁ ମୋସ୍ଵାମୀ ଙ୍କ ପାଖ ରେ ପାଇଛି , ତେବେ ଏହି ଭଳି ଭାବେ ଅନେକ କଥା କହିଛନ୍ତି ॥
ତାଙ୍କ ସହିତ ଅଧିକାଂଶ ସମୟ ବିତାଉ ଥିବାର ଦେଖା ଦେଇଛନ୍ତି |ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।