Breaking News

ଓଡିଶାର ଡ୍ୟାନ୍ସ ମାଷ୍ଟର ଶାଶ୍ଵତ (Saswat Joshi) ସ୍ତ୍ରୀ ଙ୍କ ଜନ୍ମଦିନରେ ତାଙ୍କୁ ଦାମୀ କାର ଉପହାର ଦେଲେ – ଦେଖନ୍ତୁ ଭିଡିଓ

ବନ୍ଧୁମାନେ ଆପଣ ମାନେ ନିହାତି ଭାବରେ ଜାଣିଥିବେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଅନେକ ଲୋକପ୍ରିୟ କଳାକାର ଅଛନ୍ତି । ଆମ ଦର୍ଶକ ମାନଙ୍କ ତରଫରୁ ଏହି ଲୋକପ୍ରିୟ ଙ୍କୁ ବହୁତ ଭଲ ପାଇବା ମିଳିଛି । ତେବେ ବନ୍ଧୁଗଣ ଆପଣ ଜାଣିଥିବେ ଯେ ବହୁ କଳାକାର ଅଛନ୍ତି ଯେଉଁ ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ନିଜର ସ୍ବତନ୍ତ୍ର ସ୍ଥାନ ପାଇ ପାରିଛନ୍ତି ତଥା ଲୋକପ୍ରିୟ ହୋଇ ପାରିଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ନିହାତି ଭାବେ ଜାଣିଥିବେ ଏହି କଳାକାର ମାନଙ୍କ ମଧ୍ୟ ରୁ କିଏ ନିଜ ଅଭିନୟ ପାଇଁ ବେସ ଲୋକପ୍ରିୟ ତ ଆଉ କି ନିଜର ଗୀତ ପାଇଁ ଲୋକପ୍ରିୟ ତ କିଏ ନିଜର ଡ୍ୟାନ୍ସ ପାଇଁ ଲୋକପ୍ରିୟ ଏପରି ନିଜ ନିଜର ଟ୍ୟାଲେଣ୍ଟ ପାଇଁ ବେସ ଲୋକପ୍ରିୟ ଥାଆନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ସମୟ ରେ ଏହି କଳାକାର ମାନଙ୍କ ମଧ୍ୟ ରୁ ବହୁ କଳାକାର ମାନେ ସୋସିୟାଲ୍ ମିଡ଼ିଆ ରେ ବେସ ଆକ୍ଟିଭ୍ ରହୁଛନ୍ତି ବହୁ ସମୟ ରେ । ଆଉ ସୋସିୟାଲ୍ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ୍ ଯେଉଁଥି ସମସ୍ତ ଙ୍କ ଟ୍ୟାଲେଣ୍ଟ୍ ସାମ୍ନା କୁ ଆସିଯାଏ ଅତି ସହଜ ରେ ତାହା ସହ କଳାକାର ହଉ କିମ୍ବା ନରମାଲ୍ ୟୁଜର୍ ମାନେ ସେମାନେ ନିଜର ଆକାଉଣ୍ଡ ରେ ରିଲ୍ ଲାଇଫ୍ ର ଭିଡିଓ ସହିତ ରିୟଲ୍ ଲାଇଫ୍ ର ଭିଡିଓ ଓ ଫଟୋ ପୋଷ୍ଟ କରି ବେସ ଚର୍ଚ୍ଚାରେ ରହୁଛନ୍ତି । ତେଣୁ ବହୁତ ସହଜ ହେଇଯାଏ ସମସ୍ତ ଙ୍କ ବିଷୟ ରେ ଜାଣିବା ପାଇଁ ସେ କଳାକାର ହୁଅନ୍ତୁ କିମ୍ବା ନରମାଲ୍ ୟୁଜର ।

ତେବେ ବର୍ତ୍ତମାନ ସମୟ ରେ ଜଣେ ଏମିତି ଲୋକପ୍ରିୟ କଳାକାର ଅଛନ୍ତି ଯିଏ ବର୍ତ୍ତମାନ ସମୟ ରେ ବହୁତ ଚର୍ଚ୍ଚା ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଆମେ ମାନେ ଲୋକପ୍ରିୟ କଳାକାର ସାସ୍ବତ ଜୋସି ବର୍ତ୍ତମାନ ସମୟ ରେ ବହୁ ଚର୍ଚ୍ଚା ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ସାସ୍ବତ ଙ୍କୁ ବହୁତ ଭଲ ଭାବ ରେ ଜାଣିଥିବେ । ତେବେ ସାସ୍ବତ୍ ଲୋକପ୍ରିୟ ଓଡିଶୀ ଡ୍ୟାନ୍ସର ହେବା ସହ ଜଣେ ମଡେଲ ର ଓ କୋରିୟଗ୍ରାଫର।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସାସ୍ବତ ଜୋସି ସଦା ସର୍ବଦା ସୋସିୟାଲ୍ ମିଡ଼ିଆ ରେ ବେସ ଆକ୍ଟିଭ୍ ରହୁଛନ୍ତି । ତେବେ ସାସ୍ବତ ବହୁତ ରିୟାଲିଟ୍ ସୋ ରେ ଜଜ ଭାବରେ ନଜର ଆସିଥାନ୍ତି । ତେବେ ବନ୍ଧୁଗଣ ଏହି କଳାକାର ଜଣକ କେବଳ ଓଡିଶା ରେ ନୁହେଁ ବରଂ ସାରା ଭାରତ ରେ ବେସ ପରିଚୟ ହେବା ସହିତ ଦେଶ ବାହାରେ ମଧ୍ୟ ପରିଚିତ ।

ତେବେ ସାସ୍ବତ ଜୋସି ବର୍ତ୍ତମାନ ସମୟ ରେ ସୋସିୟାଲ୍ ମିଡ଼ିଆ ରେ ବହୁତ ଚର୍ଚ୍ଚା ରେ ଅଛନ୍ତି ନିଜର ଏକ ଭିଡିଓ ଓ ଫଟୋ ପାଇଁ । ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବ ରେ ଜାଣିବାକୁ ଚାହୁଁଥିବେ କି ସେ ଭିଡିଓ ଓ ଫଟୋ ବିଷୟ ରେ । ତେବେ ବନ୍ଧୁଗଣ ଏହି ଭିଡିଓ ସାସ୍ବତ ଜୋସି ଏକ ନୂଆ କାର କିଣିଛନ୍ତି । ତେବେ ସେ ନିଜ ପତ୍ନୀ ଏବଂ ଝିଅ ଙ୍କ ସାହିତ ଗାଡି ସୋରୁମ୍ କୁ ଯାଇ ଏକ ଗାଡି କିଣିଛନ୍ତି । ଯାହାର ଫଟୋ ସାସ୍ବତ ତାଙ୍କ ଆକାଉଣ୍ଡ ରେ ସେୟାର କରିଛନ୍ତି । ତେବେ ଏହି ଭିଡିଓ ଓ ଫଟୋ ବହୁତ ଚର୍ଚ୍ଚା ରେ ସୋସିୟାଲ୍ ମିଡ଼ିଆ ରେ ।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *