ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ରେ ସମସ୍ତ ଙ୍କର ଲୋକପ୍ରିୟତା ହାସଲ କରି ପାରିଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ । ତେବେ ଆଜି ସେମାନଙ୍କ ଭିତରୁ ଜଣେ ଲୋକପ୍ରିୟ ଅଭିନେତା ଙ୍କ ବିଷୟ ରେ ଜାଣିବା ।
ବର୍ତ୍ତମାନ ସମୟ ରେ ଆମେ ଯେଉଁ ଅଭିନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ ତାଙ୍କୁ ନେଇ ଏକ ବହୁତ ବଡ ଖବର ଆସିଛି । ତେବେ ଏହି ବଡ ଖବର ଟି ହେଉଛି ଏକ ବଡ ଖୁସି ଖବର ତେଣୁ ଏହି ଖବର ଟି ସୋସିୟାଲ୍ ମିଡ଼ିଆ ରେ ହିଁ ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ପ୍ରାୟ ସୋସିୟାଲ୍ ମିଡ଼ିଆ ଚର୍ଚ୍ଚା ରେ ଆସିଥାଆନ୍ତି କିନ୍ତୁ ତାହ ରିଲ୍ ଲାଇଫ୍ ଘଟଣା । ଆଉ କେବେ କେବେ ଚର୍ଚ୍ଚା ରେ ଆସି ଥାଆନ୍ତି ନିଜର ରିୟଲ୍ ଲାଇନ ର ଘଟଣା କୁ ନେଇ ।
ତେବେ ବର୍ତ୍ତମାନ ସମୟ ରେ ସେହିଭଳି ଜଣେ ଲୋକପ୍ରିୟ ଅଭିନେତା ଏକ ଖୁସି ଖବର ବିଷୟ ରେ ଜଣାଇ ବେସ୍ ଚର୍ଚ୍ଚା ରେ ଆସିଛନ୍ତି ସୋସିୟାଲ୍ ମିଡ଼ିଆ ରେ । ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନଙ୍କ ର ପ୍ରିୟ ଅଭିନେତା ସିମ୍ବା ତଥା ରାକେଶ ।
ତେବେ ବନ୍ଧୁଗଣ ଆପଣ ମାନେ ଆପଣ ମାନଙ୍କ ଅତିପ୍ରିୟ ଅଭିନେତା ସିମ୍ବା ବା ରାକେଶ କୁ ବେଶ ଭଲ ଭାବ ରେ ଜାଣିଥିବେ ।
ତେବେ ବର୍ତ୍ତମାନ ସମୟ ରେ ସିମ୍ବା ନିଜର ଅଭିନୟ କରି ବହୁତ ଦର୍ଶକ ମାନଙ୍କ ମନ ରେ ନିଜ ସ୍ଥାନ ପାଇ ଓଡିଶା ରେ ଘରେ ଘରେ ପରିଚିତ ହେବା ସହ ନିଜ ର ନାମ ଅର୍ଜନ କରି ପାରିଛନ୍ତି । ତେହେଲେ ବନ୍ଧୁଗଣ ଆପଣା ମାନେ ଏହି ଅଭିନେତା ଙ୍କୁ ବହୁ ସାରା ଧାରାବାହିକ ରେ ନିଶ୍ଚୟ ଦେଖିଥିବେ ।
ତେବେ ବନ୍ଧୁଗଣ ଆପଣ ମାନେ ସିମ୍ବା ବା ରାକେଶ କୁ ଅତି ନିକଟ ରେ ଏକ ଲୋକପ୍ରିୟ ଧାରାବାହିକ ରେ ତାଙ୍କ୍ ଅଭିନୟ ଦେଖିଥିବେ ଓ ଧାରାବାହିକ ଟି ହେଉଛି ତରଙ୍ଗ ଟିଭି ର ଲୋକପ୍ରିୟ ଧାରାବାହିକ କୁଆଁରି ବୋହୁ । ଯାହାକି ବର୍ତ୍ତମାନ ସମୟ ରେ ରେ ଆଉ ପ୍ରସାରିତ ହେଉ ନାହିଁ , ତେବେ ଏହି ଲୋକପ୍ରିୟ ଧାରାବାହିକ ରେ ଆପଣ ମାନେ ରାକେସ ଙ୍କୁ ପୋଲିସ ଚରିତ୍ର୍ ରେ ଅଭିନୟ କରୁଥିବାର ଦେଖିଥିବେ ।
ତେବେ ଲୋକପ୍ରିୟ ଅଭିନେତା ସିମ୍ବା ବା ରାକେଶ କୁ ନେଇ ଏକ ବଡ଼ ଖୁସି ଖବର ଆସିଛି ଯାହାକି ଆପଣ ମାନେ ଜାଣିଲେ ସେ ବିଷୟ ରେ ଆପଣ ମାନେ ବହୁତ ଖୁସି ହେଇଯିବେ । ହଁ ବନ୍ଧୁମାନେ ବର୍ତ୍ତମାନ ସମୟ ରେ ରାକେଶ ଙ୍କ ର ଏକ ପିତ୍ର ସନ୍ତାନ ର ପିତା ହୋଇଛନ୍ତି । ଓ ଏହି ଖବରଟି ରାକେଶ ନିଜ ସୋସିୟାଲ୍ ମିଡ଼ିଆ ଆକାଉଣ୍ଡ ରେ ଜଣାଇଛନ୍ତି । ରାକେଶ ତାଙ୍କ ପୁଅର ନାମ ଶ୍ରୀଅଙ୍ଗା ରଖିଛନ୍ତି।
ତେବେ ରାକେଶ ସୋସିୟାଲ୍ ମିଡ଼ିଆ ରେ ନିଜ ପୁତ୍ର ସନ୍ତାନ ର ଫଟୋ ପୋଷ୍ଟ୍ କରି ସୋସିୟାଲ୍ ମିଡ଼ିଆ ରେ ଜଣାଇଛନ୍ତି ନିଜ ପୁତ୍ର ସନ୍ତାନ ବିଷୟ ରେ । ଯାହାକି ଆପଣ ମାନେ ଆମ ଏହି ମାଧ୍ୟମ ରେ ଦେଖିବାକୁ ପାଉଥିବେ । ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।