ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ବର୍ଷା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।
ତେବେ ସେ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ହେବା ସହିତ ଜଣେ ସମାଜ ସେବି । ତାହେଲେ ବନ୍ଧୁଗଣ ଆଜି ବର୍ଷା ଙ୍କ ଆଉ ଏକ ସାମାଜିକ କାର୍ଯ୍ୟ ବିଷୟ ରେ ଜାଣିବା । ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ବର୍ଷା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ ଭାବେ ବେସ ପରିଚିତ ।
ତାହେଲେ ବନ୍ଧୁଗଣ ଆପଣ ମାନେ ବର୍ଷା ଙ୍କୁ ବହୁ ସାରା ଚଳଚିତ୍ର ରେ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ । ତେବେ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ବର୍ଷା ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କ ଶୁଟିଙ୍ଗ ସେଟ ରୁ ଭଲ ପାଇ ବିବାହ ବନ୍ଧନ ରେ ହୋଇଥିଲେ , ତେବେ ବିବାହ ର ଅନେକ ଦିନ ପରେ କିଛି ପାରିବାରିକ ବିବାଦ ଯୋଡୁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି ।
ବର୍ତ୍ତମାନ ସମୟ ରେ ଉଭୟ ନିଜ ବିବାଦ ର ସମାଧାନ ପାଇଁ କୋର୍ଟ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ତାହା ବର୍ତ୍ତମାନ ସମୟ ରେ ସମାଧାନ ହୋଇ ନହିଁ । ତେବେ ବନ୍ଧୁଗଣ ଅନୁଭବ ଙ୍କ ଠାରୁ ବର୍ଷା ଅଲଗା ହେବା ପରେ ସମାଜ ସେବା କରୁଛନ୍ତି ଓ ଏହି ସମାଜ ସେବା ର ଦୃଶ୍ୟ ବର୍ଷା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଅପଲୋଡ କରୁଛନ୍ତି
ତେବେ ବନ୍ଧୁଗଣ ଏହି ଉତ୍କଳ ଦିବସ ରେ ବର୍ଷା ବହୁ ଗରିବ ଲୋକ ଙ୍କୁ ସାହାର୍ଯ୍ୟ କରିଛନ୍ତି , ହଁ ବନ୍ଧୁ ଏହି ସାହାର୍ଯ୍ୟ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି । ତେବେ ଏହି ଉତ୍କଳ ଦିବସ ରେ ବର୍ଷା ସମାଜ ସେବା କରି ବେସ ଚର୍ଚ୍ଚା ରେ ଅଛନ୍ତି , ତେବେ ଏହି କାର୍ଯ୍ଯ ପାଇଁ ବର୍ତ୍ତମାନ ସମୟ ରେ ବର୍ଷା ଙ୍କ ଲୋକ ପ୍ରିୟତା ଅଧିକ ହୋଇଛି , ତେବେ ସେ ଏହି ଭଳି କାର୍ଯ୍ୟ ଆଗ କୁ ମଧ୍ୟ ଜାରି ରଖନ୍ତୁ ॥
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।