ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ସରକାର ଲୋକ ମାନ ଙ୍କ ପାଇଁ ଅନେକ କିଛି ସୁବିଧା କରିଛନ୍ତି , ତେବେ ଠିକ ସେହିଭଳି ସରକାର ମଧ୍ୟ ପିଲା ମାନ ଙ୍କ ପାଠ ପଢା ପାଇଁ ଅନେକ କିଛି ସୁବିଧା କରିଛନ୍ତି , ତେବେ ପିଲା ଙ୍କ ଖାଇବା ଠାରୁ ଡ୍ରେସ ଖାତା ବହି ପର୍ଯ୍ୟନ୍ତ ଅନେକ କିଛି ସୁବିଧା କରିଛନ୍ତି , ତେବେ ବନ୍ଧୁଗଣ ପିଲା ମାନ ଙ୍କ ଏଘି ସୁବିଧା ରେ ଆଉ ଏକ ସୁବିଧା ମିଶିବାକୁ ଯାଉଛି , ତେବେ ଆଜି ଆମେ ସେହି ନୂଆ ସୁବିଧା ବିଷୟ ରେ ଜାଣିବା ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଝିଅ ମାନେ ପୁଅ ମାନ ଙ୍କ ଠାରୁ ଅଧିକ ଆଗ ରେ ଅଛନ୍ତି ଓ ସରକାର ମଧ୍ୟ ସେମାନ୍ ଙ୍କ ସୁବିଧା ଅନେକ କିଛି କରିଛନ୍ତି , ତେବେ ବର୍ତ୍ତମାନ ସମୟ ରେ ଆସିଥିବା ଏହି ନୂତନ ସୁବିଧା ଟି କେବଳ ଛାତ୍ରୀ ମନ ଙ୍କ ପାଇଁ , ହଁ ବନ୍ଧୁ ଯେଉଁ ଛାତ୍ରୀ ମାନେ ଉଚ୍ଚ ଶିକ୍ଷା କରିବାକୁ ଚାହୁଞ୍ଛାନ୍ତି ସେମାନ ଙ୍କୁ ପ୍ରତି ମାସ ରେ 1 ହଜାର ଟଙ୍କା ଲେଖାଏ ସରକାର ଦେବେ ।
ତାମିଲନାଡୁ ସରକାର ଏହି ଭଳି ନିଷ୍ପତ୍ତି ନେଇଛନ୍ତି , ତେବେ ପ୍ରତି ମାସ ରେ ସିଧା ସଳଖ ଛାତ୍ରୀ ମାନ ଙ୍କ ଆକାଉଣ୍ଟ ଙ୍କୁ 1 ହଜାର ଟଙ୍କା ଲେଖାଏ ଆସିବ , ତେବେ ଛାତ୍ରୀ ମାନେ କିଛି ଅର୍ଥ ଅଭାବ ରୁ ଉଚ୍ଛଶିକ୍ଷା କରିବା ର ଲାଭ ଉଠାଉ ପାରୁ ନଥିଲେ ତେବେ ସେମାନ ଙ୍କୁ ଏହି ସହାୟତା ପାଇବା ଦ୍ଵାରା ପାଠ ପଢା ଜାରୀ ରଖିବେ ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅର୍ଥ ଅଭାବ ରୁ ଅନେକ ଛାତ୍ରୀ ମାନେ ପାଠ ପଢା କୁ ବନ୍ଦ କରି ଦେଉଛନ୍ତି , ତେବେ ଏହା କୁ ଦ୍ରୁଷ୍ଟି ରେ ରଖି ସରକାର ଏକ ଉଚିତ ପଦକ୍ଷେପ ନେଇଛନ୍ତି ଯାହାକି ବେସ ପ୍ରଶଂସନୀୟ । ତେବେ ଏହା ଦ୍ଵାରା ରାଜ୍ୟ ର 6 ଲକ୍ଷ ଛାତ୍ରୀ ଉପକୃତ ହୋଇବେ , ତେବେ ଏଥିପାଇଁ 698 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
ତେବେ ସରକାରୀ ସ୍କୁଲ ରେ ଷଷ୍ଠ ଶ୍ରେଣୀ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀ ମାନ ଙ୍କୁ ଶିକ୍ଷା କରିବାକୁ ପ୍ରତି ମାସ ରେ 1 ହଜାର ଟଙ୍କା ଦିଆଯିବ , ତେବେ ବୃତ୍ତି ପାଇଥିବା ପିଲା ମଧ୍ୟ ଏହା ର ସୁବିଧା ନେଇ ପାରିବ । ତେବେ ଛାତ୍ରୀ ମାନ ଙ୍କୁ ଏହି ସହାୟତା ଦ୍ଵାରା ସେମାନେ ଉଚ୍ଚ ଶିକ୍ଷିତ ହେବା ସହିତ ବହୁତ ଆଗ କୁ ଯାଇ ପାରିବେ ॥
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।