ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ କିଛି ନା କିଛି କାରଣ ରୁ ବେସ ଚର୍ଚ୍ଚା ରେ ରୁହନ୍ତି । ତେବେ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଶ୍ରଦ୍ଧା ବେସ ଚର୍ଚ୍ଚା ରେ ଅଛନ୍ତି ଯେ ଶ୍ରଦ୍ଧା ମା ହେବା କୁ ଯାଉଛନ୍ତି ଓ ଆଜି ଆମେ ଏହି ଖବର ଟି ବିଷୟ ରେ ଜାଣିବା ।
ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଶ୍ରଦ୍ଧା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଅଭିନେତ୍ରୀ ଜଣକ ଆଜି ନିଜ ଜବରଦସ୍ତ ଅଭିନୟ ପାଇଁ ଓଡିଶା ର ଘର ଘରେ ଲୋକ ପରିଚିତ , ତେବେ ଅଭିନୟ ଆଜି ତାଙ୍କୁ ସବୁଠି ଲୋକ ପରିଚିତ କରାଇ ପାରିଛି । ତେବେ ଏହି ଅଭିନେତ୍ରୀ ଜଣକ ଅଭିନୟ କୁ ଦର୍ଶକ ମାନେ ବେସ ପସନ୍ଦ କରିଥାନ୍ତି ।
ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଶ୍ରଦ୍ଧା ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚିତ୍ର ରେ ଦେଖିବା ସହ ଧାରାବାହିକ ରେ ଦେଖିଥିବେ , ତେବେ ଶ୍ରଦ୍ଧା ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିବା ସହ ଆଲବମ ରେ ମଧ୍ୟ ନଜର ଆସୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଶ୍ରଦ୍ଧା ପ୍ରାୟତ ଆଲବମ ରେ ନଜର ଆସୁଛନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଫଟୋ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଫଟୋ ରେ ଶ୍ରଦ୍ଧା ପାଣିଗ୍ରାହୀ ଗର୍ଭବତୀ ଥିବା ର ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏହି ଫଟୋ କୁ ଶ୍ରଦ୍ଧା ଙ୍କ ପ୍ରଶଂସକ ମାନେ ଦେଖିବା ପରେ ଏହା କୁ ରିଅଲ ବୋଲି ଭାବୁଛନ୍ତି । ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଏହି ଖବର ଟି ସତ୍ୟ ଅଟେ କିନ୍ତୁ ରିଅଲ ନୁହେଁ ରିଲ ଲାଇଫ ରେ ।
ତେବେ ବନ୍ଧୁଗଣ ବାସ୍ତବିକ ଜୀବନ ରେ ଶ୍ରଦ୍ଧା ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଓ ଏହି ଫଟୋ ଟି ତାଙ୍କ ଆଲବମ ଫଟୋ ଓ ଏହି ଆଲବମ ରେ ସେ ଗର୍ଭବତୀ ଥିବା ର ଦୃଶ୍ୟ ଦେଖିବା କୁ ମିଳିବ , ତେବେ ବନ୍ଧୁଗଣ ଏହି ଗର୍ଭବତୀ ଥିବା ର ଫଟୋ ଶ୍ରଦ୍ଧା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଅପଲୋଡ କରି ଥିଲେ ॥
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।