ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ସମସ୍ତ ଙ୍କ ପାଇଁ ବେସ ଲୋକ ପ୍ରିୟ , ତେବେ ଏହି ସୋସିଆଲ ମିଡିଆ ରେ ଛୋଟ ପିଲା ଙ୍କ ଠାରୁ ବୃଦ୍ଧ ଲୋକ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ଆପଣ ମାନେ ମଧ୍ୟ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ପାଉଥିବେ । ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ଆମ ପାଇଁ ବେସ ଗୁରୁତ୍ଵପୂର୍ଣ୍ଣ ।
ତେବେ ବନ୍ଧୁଗଣ ଏହି ସୋସିଆଲ ମିଡିଆ କେତେବେଳେ କାହାର ଯେ ଭାଗ୍ୟ ଖୋଲି ଦେବ ତାହା କହି ହେବ ନହିଁ କାରଣ ଏହି ସୋସିଆଲ ମିଡିଆ ବହୁ ବ୍ୟକ୍ତି ଙ୍କୁ ବେସ ଲୋକ ପ୍ରିୟ କରାଇ ପାରିଛି । ତେବେ ବନ୍ଧୁଗଣ ସୋସିଆଲ ମିଡିଆ ରୁ ବହୁ ଯୁବ ପିଢୀ ଭଲ ରୋଜଗାର ମଧ୍ୟ କରୁଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଆମ ଓଡିଶା ନମ୍ବର ବ୍ଲଗର ରୂପା ଓ ପିଣ୍ଟୁ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।
ତେବେ ସେମାନେ ନିଜ ଜବରଦସ୍ତ କଳା ପାଇଁ ସୋସିଆଲ ମିଡିଆ ରେ ବେସ ଲୋକ ପ୍ରିୟ ହେବା ସହିତ ଓଡିଶା ର ଘରେ ଘରେ ପରିଚିତ ହୋଇଛନ୍ତି । ତେବେ ବନ୍ଧୁଗଣ ରୂପା ଓ ପିଣ୍ଟୁ ପ୍ରଥମେ ବହୁତ ସର୍ଟ ସର୍ଟ ଭିଡିଓ କରି ସୋସିଆଲ ମିଡିଆ ଆକାଉଣ୍ଟ ରେ ଅପଲୋଡ କରିଥିଲେ ଓ ଯାହାକୁ ଦର୍ଶକ ମାନେ ବେସ ପସନ୍ଦ କରିଥିଲେ ।
ତେବେ ବନ୍ଧୁଗଣ ଏହି ଯୋଡି ପରବର୍ତ୍ତୀ ସମୟ ରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମକ ଚ୍ୟାନେଲ ଖୋଲି ଅନେକ ବ୍ଲଗ କରିଥାନ୍ତି ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ । ତେବେ ବନ୍ଧୁଗଣ ଆପଣ ମାନେ ଏହି ବ୍ଲଗ ରେ ଦେଖିଥିବେ ଯେ ରୂପା ଭଲ ଭଲ ସୁସ୍ଵାଦ ଖାଦ୍ୟ କରୁଥିବାର ତାହା ପୁଣି ଚୁଲି ରେ ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରୂପା ଓ ପିଣ୍ଟୁ ଙ୍କ ଏକ ବ୍ଲଗ ଭିଡିଓ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛି , ହଁ ବନ୍ଧୁ ଗତ କାଲୀ ଆପଣ ମନ ଙ୍କ ପ୍ରିୟ ରୂପା ଙ୍କ ଜନ୍ମ ଦିନ ହୋଇଥିଲା ଓ ଏହି ଜନ୍ମ ଦିନ ରେ ପିଣ୍ଟୁ ରୂପା ଙ୍କ ଜନ୍ମ ଦିନ ଟିକୁବେଶ ଧୁମଧାମ ରେ ପାଳନ କରିଥିଲେ ଓ ଏହି ପାଳନ କରୁଥିବା ଦୃଶ୍ୟ କୁ ନେଇ ଏକ ଭିଡିଓ କରି ନିଜ ଚ୍ୟାନେଲ ରେ ଅପଲୋଡ କରିଥିଲେ ଓ ଯାହାକୁ ଦର୍ଶକ ମାନେ ବେସ ପସନ୍ଦ କରିବା ସହିତ ରୂପା ଙ୍କୁ ଜନ୍ମ ଦିନ ର ଅନେକ ଶୁଭେଚ୍ଛା ଶୁଭ କାମନା ଜଣାଇଛନ୍ତି
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।