Breaking News

ଅଭିନେତ୍ରୀ ବର୍ଷା (Varsha) ଭୁବନେଶ୍ଵର ସାଂସଦ ଅପରାଜିତା (Aparajita) ଙ୍କୁ ଟାର୍ଗେଟ କରିଲେ, କହିଲେ ଶ୍ରୀମନ୍ଦିରକୁ ନେଇ ରାଜନୀତି କରନ୍ତୁ ନାହିଁ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଶ୍ରୀମନ୍ଦିର ପରିକ୍ରମା ରେ ପ୍ରକଳ୍ପ କୁ ନେଇ ବିବାଦ ବଢୁଛି ଓ ଏହା କୁ ନେଇ ରାଜନୀତି ରେ ମଧ୍ୟ ଆଲୋଚନା ହୋଇଛି , ତେବେ ବନ୍ଧୁଗଣ ଏହାରି ଭିତରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାଂସଦ ଅପରାଜିତା ଙ୍କୁ ଟୁଇଟ କରି ଟାର୍ଗେଟ କରିଛନ୍ତି । ତେବେ ବନ୍ଧୁଗଣ ଅଭିନେତ୍ରୀ ବର୍ଷା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରୁ ଏକ ପୋଷ୍ଟ ଲେଖି ଭୁବନେଶ୍ବର ସାଂସଦ ଙ୍କୁ ଟାର୍ଗେଟ କରିଛନ୍ତି ।

ତେବେ ବନ୍ଧୁଗଣ ଟୁଇଟ କରିଥିବା ଅଭିନେତ୍ରୀ ବର୍ଷା ଲେଖଛନ୍ତି ଯେ , ସେ ଯେତେବେଲେ ପୁରୀ ଯାଇଥାନ୍ତି ସେ ମହିଳା ଙ୍କ ପାଇଁ କୌଣସି ଟଏଲେଟ ଦେଖିବାକୁ ପାଇ ନ ଥାନ୍ତି , ତେବେ ବର୍ଷା କୁଆଡେ ବିଭିନ୍ନ ଭକ୍ତ ଙ୍କ ଠାରୁ ଏହି ଭଳି ଶୁଣିଛନ୍ତି । ତେବେ ଯଦି ବର୍ତ୍ତମାନ ଏହି ସୁବିଧା ଟି ସରକାର ପୁରୀ ରେ କରିବାକୁ ଚାହୁଁଛନ୍ତି , ତେହେଲେ ଅପରାଜିତା ଷଡଙ୍ଗୀ ଙ୍କ କଣ ଅସୁବିଧା ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।


ତେବେ ବନ୍ଧୁଗଣ ଏହି ଭଳି ବର୍ଷା ଲେଖିବା ସହିତ ଆହୁରି ଲେଖିଛନ୍ତି ଯେ ମନ୍ଦିର କୁ ନେଇ ରାଜନୀତି ନ କରିବା ପାଇଁ ସେ ଟୁଇଟ କରିଛନ୍ତି , ତେବେ ସେ ଆହୁରି ଲେଖିଛନ୍ତି ଅନ୍ୟ ପଟେ ବଦ୍ରୀନାଥ ଓ କାଶୀ ବିଶ୍ଵନାଥ ମନ୍ଦିର ର ଉନ୍ନତିକରଣ ପ୍ରକଳ୍ପ କୁ ପ୍ରଶଂସା କରୁଥିବା ବେଳେ ପୁରୀ ଓ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ର ପ୍ରକଳ୍ପ କୁ ବିରୋଧ କରୁଛନ୍ତି ଓ ଆହୁରି ଏକ ପ୍ରଶ୍ନ କରିଛନ୍ତି ଯଦି ତାଙ୍କ ଭଳି ଆହୁରି ଅନେକ ଭକ୍ତ ଏହି ସୁବିଧା ଦ୍ଵାରା ଉପକୃତ ହୋଇପାରିବେ ତେବେ ଏଥିରେ ତାଙ୍କର କଣ ଅସୁବିଧା ହେଉଛି ବୋଲି ସେ କହୁଛନ୍ତି ।

ତେବେ ମୁଁ ଆପଣ ଙ୍କୁ ଜଣେ ବିଜ୍ଞ ରାଜନେତା ଭାବୁଥିଲି ବୋଲି ବର୍ଷା କହିଛନ୍ତି ଓ ସେ ଆହୁରି କହିଛନ୍ତି ଯେତେବେଳେ ଅପରାଜିତା ରାଜନୀତି ରେ ପ୍ରବେଶ କଲେ ସେତେବେଳେ ଆପଣ ଓଡିଶା ର ବିକାଶ ପାଇଁ କାମ କରିବେ ବୋଲି ବର୍ଷା ଭାବୁଥିଲି କିନ୍ତୁ ବର୍ତ୍ତମାନ ସମୟ ରେ ମୋତେ ନିରାଶ କଲେ ବର୍ଷା କହିଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠିବା ପରେ ଏହା ବେସ ବିବାଦ କୁ ଆସିଛି , ତେବେ ବନ୍ଧୁଗଣ ଅପରାଜିତ ଷଡଙ୍ଗୀ ଆଜି ଏହା କୁ ଟୁଇଟ କରି କରିବା ପରେ ଏହା କୁ ନେଇ ରାଜନୀତି ତେଜିଛି । ତେବେ ବନ୍ଧୁଗଣ ଏହି ପ୍ରକଳ୍ପ ଟି ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ଅଛି ଓ ଏହା କୁ ନେଇ ଭକ୍ତ ମାନେ ଏହା କୁ ବନ୍ଦ କରିବା ପାଇଁ ଆନ୍ଦୋଳନ କରୁଛନ୍ତି , ।

ତେବେ ଦେଖା ଯାଉ ଆଗାମୀ ଦିନ ମାନ ଙ୍କ ରେ କଣ ହେଉଛି ଏବଂ ଅଭିନେତ୍ରୀ ବର୍ଷା ଯେଉଁ ଭଳି ଭାବେ ଅପରାଜିତ ଙ୍କୁ ଟାର୍ଗେଟ କରି ଲେଖିଛନ୍ତି ତେବେ ଏହା ର ଉତ୍ତର ରେ ଅପରାଜିତା କଣ ପ୍ରତିକ୍ରିୟା ଦେଉଛନ୍ତି କି ନହିଁ ତାହା ଆଗାମୀ ଦିନ ରେ ସ୍ପଷ୍ଟ ଜଣା ପଡିଯିବ ॥

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *