Breaking News

ବଡ ବି-ପ-ଦରେ ସିନ୍ଦୁର ର ଅଧିକାର ସିରିଏଲ ହିରୋ ଆରବ (Sanoj), ସାହାର୍ଯ୍ୟ ପାଇଁ ହାତ ଯୋଡିଲେ – ଦେଖନ୍ତୁ ଭିଡିଓ

ତରଙ୍ଗ ଚ୍ୟାନେଲ୍ ପ୍ରସାରିତ ହେଉଥିବା ସିନ୍ଦୁରର ଅଧିକାର ଧାରାବାହିକ ବହୁତ ଲୋକପ୍ରିୟ ଅଟେ । ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ଆରବ କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଆରବ ଙ୍କ ଅଭିନୟ କୁ ସବୁ ଦର୍ଶକ ମାନେ ବହୁତ ପସନ୍ଦ କରିବା ସହ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି ।

ତେବେ ଏହି ସିରିଏଲ ଟି ଏବେ ବହୁତ ଦମଦାର ଚାଲିଛି । ତେବେ ବର୍ତ୍ତମାନ ସମୟ ରେ ଆରବ୍ ବହୁତ ଦୁଃଖ ରେ ଅଛନ୍ତି । ଦୁଃଖ ରେ ରହି ବହୁତ ଭାଙ୍ଗି ପଡିଛନ୍ତି ଆରବ୍ । କ’ଣ ଏବେ କରିବେ ଭାବି ସମସ୍ତ ଙ୍କ ସାହାଯ୍ୟ ପାଇବା ପାଇଁ ହାତ ଯୋଡି ଛନ୍ତି ଆରବ୍ । ବର୍ତ୍ତମାନ ସମୟ ରେ ଆରବ ସମସ୍ତ ଙ୍କ ହାତ ଯୋଡି ସ୍ ସାହାର୍ଯ୍ୟ ମାଗୁଛନ୍ତି ଅଭିନେତା ଆରବ୍ ।

ତେବେ ଏହାର ସମ୍ପୁର୍ଣ୍ଣ କାରଣ ରି କ’ଣ ଯଦି ଆପଣ ମାନେ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢିବାକୁ ହେବ । ତେବେ ଆପଣ ମାନେ ସମ୍ପୁର୍ଣ୍ଣରୂେପ ତଥ୍ୟ ଟିକୁ ପାଇ ପାରିବେ । ତେବେ ଆପଣାମାନେ ନିଶ୍ଚିତ ଭାବରେ ଜାଣିଥିବେ ନିଜର ଦମଦାର ଅଭିନୟ ଦେଖେଇ ଦର୍ଶକ ମାନଙ୍କୁ ଏଣ୍ଟ୍ରରଟେନମେଣ୍ଟ୍ କରୁଥିବା ଆରବ୍ ବର୍ତ୍ତମାନ ସମୟ ରେ ବହୁତ ଦୁଃଖ ରେ ଅଛନ୍ତି ଆଉ ବହୁତ ଭାଙ୍ଗି ପଡିଛନ୍ତି । ଆଉ ହାତ ଯୋଡି ସାହାର୍ଯ୍ୟ ମାଗିଛନ୍ତି ସମସ୍ତ ଙ୍କୁ ।

ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ କରୁଥିବା ଏହି ଅଭିନେତା ଜଣକ ରିୟଲ୍ ଲାଇଫ୍ ଆଜି ଭାଙ୍ଗି ପଡିଛନ୍ତି । ବର୍ତ୍ତମାନ ସମୟ ରେ ନିଜର ଦୁଃଖ କୁ ଛାତିତଳେ ଚାପି ରଖିବାକୁ ଅସମର୍ଥ୍ ହେଇଛନ୍ତି ଆରବ୍ । ଆରବ୍ ସୋସିଆଲ୍ ମିଡ଼ିଆ ରେ ନିଜ ଦୁଃଖ କୁ ସେୟରେ କରିଛନ୍ତି । ଆରବ୍ ସୋସିୟାଲ୍ ମିଡ଼ିଆ ରେ ସେୟରେ କଲା ପରେ ସୋସିୟାଲ୍ ମିଡ଼ିଆ ରେ ଆରବ କୁ ନେଇ ବେଶ ଚର୍ଚ୍ଚା ରହୁଛି । ଆଉ ଆରବ୍ ଙ୍କ ଏହିଭଳି ଦୁଃଖ କୁ କିଏ କିଏ ଦୁରେଇ ଦେବେ ବୋଲି କହୁଛନ୍ତି ତ କିଏ ସାହାର୍ଯ୍ୟ ର ହାତ ବଢା଼ଉଛନ୍ତି ।

ତେବେ ଆରବ୍ ଙ୍କ ଦୁଃଖ କ’ଣ କାହିଁକି ଦୁଃଖ ରେ ଭାଙ୍ଗି ପଡିଲେ ଆରବ୍ । ତେବେ ଆରବ୍ ର ଦୁଃଖ ହେଉଛି ତାଙ୍କ ଜଣେ ଫ୍ରେଣ୍ଡ ଙ୍କ ରୋଡ଼ ଆସିରେଣ୍ଡ ହେଉଛି । ଆରବ୍ ଙ୍କ ଡ୍ୟାନ୍ସ ଗ୍ରୁପ ର ଫ୍ରେଣ୍ଡ କ୍ୟାମେରା ମ୍ୟାନ ଭାବରେ ଯାଇଥିବ ବେଳେ କ୍ୟାମେରା ସୁଟିଂ କରି ଘରକୁ ଫେରିଥିବା ସମୟ ରେ ରୋଡ଼ ଆସିରେଣ୍ଡ ହେଇଛି । ତାଙ୍କ ଫ୍ରେଣ୍ଡ ର ମସ୍ତିଷ୍କ୍ ରେ ଗଭୀର ଆ-ଘା-ତ ଲାଗିଥିବା ରୁ ତାଙ୍କ ମସ୍ତିସ୍କ ରେ କ୍ରାକ୍ ହେଇଥିବା ଦେଖିବାକୁ ମିଳିଛି ।

ବର୍ତ୍ତମାନ ସମୟ ରେ ତାଙ୍କ ଫ୍ରେଣ୍ଡ ରୋଡ଼ ଆସିରେଣ୍ଡ କୁ ନେଇ ଆରବ୍ ବହୁତ ଚିନ୍ତିତ୍ ଅଛନ୍ତି । ଏବଂ ତାଙ୍କ ର ଜୁନିୟର ଫଟୋଗ୍ରାପ୍ଫର ଏମିତି ହେଇଥିବା ବେଳେ ସେ ନିଜକୁ ସୋସିୟାଲ୍ ମିଡ଼ିଆ ର ଆକାଉଣ୍ଡ୍ ରେ ସେୟାର କରି ସେ ସାହାର୍ଯ୍ୟ ମାଗିଛନ୍ତି । ଏବଂ କାହିଁକି ନା ସେମାନଙ୍କ ଆର୍ଥିକ ଏତେ ସ୍ବଛଳ ନୁହଁ ଏବଂ ତାଙ୍କର ଟିର୍ଟିମେଣ୍ଟ୍ ପାଇଁ ବହୁତ କିଛି ଟଙ୍କା ଦରକାର ହେଇଥିବାରୁ ଆରବ୍ ଏହିଭଳି କିଛି କରିବାର ଦେଖିବାକୁ ମିଳିଛି । ଆରବ୍ ଙ୍କ ପାଇଁ ସାହାର୍ଯ୍ୟ କରିବାକୁ ଆନେକ୍ ଲୋକ ଆଗେଇ ଆସିଥିବାର ନଜର ଆସିଛନ୍ତି ।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *