ଓଲିଓଡ୍ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ସୁଭାଶିଷ ଙ୍କ ବିଷୟ ରେ ଆପଣ ମାନେ ବହୁତ କିଛି ଜାଣିଥିବେ ନିଶ୍ଚୟ । ତେବେ ଅଭିନେତା ସୁଭାଶିଷ ଲୋକପ୍ରିୟ ଏବଂ ସୁପରିଚିତ। ଅଭିନେତା ସୁବସିସ୍ ବହୁତ ଷ୍ଟାଇଲିସ୍ ଆଉ ବହୁତ ସୁନ୍ଦର ମଧ୍ୟ । ସୁଭାଶିଷ ବହୁତ ସିନେମା ଓ ଧାରାବାହିକ ରେ ଅଭିନୟ କରିବା ରେ ନଜର ଆସିଛନ୍ତି । ତେବେ ଅଭିନେତା ସୁଭାଶିଷ ବହୁତ ସୁନ୍ଦର ଅଭିନୟ କରି ବହୁତ ଦର୍ଶକ ମାନଙ୍କ ମନ ଲୁ ଜିତି ନେଇଛନ୍ତି ।
ଆପଣ ମାନେ ଜାଣିଥିବେ ନିଶ୍ଚୟ ଅଭିନେତା ସୁଭାଶିଷ ତାଙ୍କ ଷ୍ଟାଇଲିସ୍ ଲୋକ୍ ରେ କିପରି ଭାବରେ ଅଭିନୟ କରନ୍ତି । ତେବେ ସୁଭାଶିଷ ତାଙ୍କ ଅଭିନୟ ଏକ ସିରିଏଲ ରୁ ଆରମ୍ଭ କରିଥିଲେ ତାପରେ ସେ ଓଡ଼ିଆ ଆଲବମ୍ ରେ ମଧ୍ୟ ବହୁତ ସୁନ୍ଦର କାମ କରିଥିଲେ । ସୁଭାଶିଷ ଙ୍କ ଭଲ ଅଭିନୟ ପାଇଁ ଅନେକ ସିନେମା ଓ ଆଲବମ ଓ ସିରିଏଲରେ ସୁଯୋଗ ପାଉଛନ୍ତି । ତେବେ ସୁଭାଶିଷ ଙ୍କ ଷ୍ଟାଇଲିସ୍ ଆନ୍ଦାଜ୍ ରେ କରିଥିବା ଅଭିନୟ କୁ ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି ।
ତେବେ ସୁଭାଶିଷ ଙ୍କ ଏବେ ଗୋଟିଏ ଭିଡ଼ିଓ ବହୁତ ଭାଇରାଲ୍ ହେବାକୁ ଲାଗିଛି ସୋସିୟାଲ୍ ମିଡ଼ିଆ ରେ । ଏବେ ବହୁତ ଚର୍ଚ୍ଚା ରେ ଅଛନ୍ତି ଅବିନେତା ସୁଭାଶିଷ ସୋସିଆଲ୍ ମିଡ଼ିଆ ରେ । ତେବେ ଆପଣ ମାନେ ଭାବୁଥିବେ କାହିଁକି ଏବେ ଭାଇରାଲ୍ ହେବାକୁ ଲାଗୁଚି ସୁଭାଶିଷ ଙ୍କ ଭିଡିଓ ଟି ତେବେ ଜାଫି ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମ ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ତେବେ ସୁଭାଶିଷ ତାଙ୍କ ଅଭିନୟ ରେ ଏକ ଅଲଗା ଅନ୍ଦାଜ୍ ରେ ବହୁତ ସୁନ୍ଦର ଅଭିନୟ କରିଥାନ୍ତି । ତେବେ ଏବେ ସୁଭାଶିଷ ଙ୍କ ଏବେ ନୂଆ ଗୀତ ଆସିଛି ଯାହା ଏବେ ବହୁତ ଭାଇରାଲ୍ ହେଉଛି ସୋସିଆଲ୍ ମିଡ଼ିଆ ରେ । ପ୍ରଥମ ସୁଭାଶିଷ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ତେବେ ସୁଭାଶିଷ ଙ୍କ ଏହି ନୂଆ ଭିଡି଼ ଦେଖିବା ପରେ ଏହା ସୋସିୟାଲ୍ ମିଡ଼ିଆ ରେ ନିଆଁ ଭଳି ଭାଇରାଲ୍ ହେବାକୁ ଲାଗୁଚି ।
ତେବେ ବର୍ତ୍ତମାନ ସମୟ ରେ ସୁଭାଶିଷ ଓ ପିୟାଲି ଏକାଠି ଏକ ମ୍ୟୁଜିକ୍ ଭିଡିଓ ରେ ଦମଦାର୍ ଅଭିନୟ କରିଛନ୍ତି । ବୁଲା କୁକୁର କୁ ବଞ୍ଚାଇବା ପାଇଁ ରାସ୍ତା ମଝୀ କୁ ଆସି ଯାଆନ୍ତି ନାୟିକା ପିୟାଲି । ନାୟକ ସୁଭାଶିଷ ରାସ୍ତା ରେ କାର ଚଲାଉଥିବା ବେଳେ ସୁନ୍ଦରୀ ନାୟିକା କୁ ଦେଖନ୍ତି । ଫୁଣି ଛୋଟ ଛୋଟ ପିଲା କୁ ପାଠ ପଢାଉ ଥିବା ବେଳେ ସୁଭାଶିଷ ଙ୍କ ନଜର ରେ ଆସି ଜାଅନ୍ତି ନାୟିକା ପିୟାଲି ।
ଆଉ ଏହି ନଜର ନଜର ରେ ପଢି ଯାଆନ୍ତି ପ୍ରେମ ରେ ଆଉ ପ୍ରେମ ହେଇଯାଏ । ଆଉ ତାପରେ ନାୟିକା କୁ ସ୍ପେଶିଆଲ ଗିଫ୍ଟ ଦିଅନ୍ତି ନାୟିକା । ଏହି ପରି ତିଆରି ହୋଇଛି କାହାଣୀ ଟି ତୁ ହି ତୁ । ଏହି ସୁନ୍ଦର ଗୀତ ଟିକୁ ଗାଇଛନ୍ତି ସ୍ବୟଂ ପାଢି । ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।