Breaking News

ଭଉଣୀଙ୍କ ସହ ପଞ୍ଝା ଲଢେଇ କରିଲେ ଅଭିନେତ୍ରୀ ଅର୍ଚ୍ଚିତା (Archita), ଦେଖିଲେ ହସି ହସି ଗଡିବେ, କିଏ ଜିତିଲା – ଦେଖନ୍ତୁ ଭିଡିଓ

ହିରୋଇନ୍ ଅର୍ଚ୍ଚିତା ସାହୁ ଙ୍କୁ କିଏ ବା ନଜାଣେ । ଆପଣ ଙ୍କ ପ୍ରିୟ ଅଭିନେତ୍ରୀ ବା ଲୋକ ପ୍ରିୟ ଏବଂ ପରିଚିତ ହିରୋଇନ୍ ଅର୍ଚ୍ଚିତା ସାହୁ କିଏ ବା ନଜାଣେ । ତେବେ ସେ ତାଙ୍କ ଦମଦାର ଅଭିନୟ ରେ ସମସ୍ତ ଙ୍କୁ କିମିଆ କରି ରଖି ଦେଇଛନ୍ତି । ଅର୍ଚ୍ଚିତା ଙ୍କ ଅଭିନୟ ବହୁତ ଷ୍ଟାଇଲିସ୍ ଆଉ ତାଙ୍କ ଷ୍ଟାଇଲିସ୍ ଅନ୍ଦାଜ୍ ରେ ଯାହା ବି ସିନ୍ କରନ୍ତି ତାହା ସୁପରହିଟ୍ ହେଇଯାଏ ।

ଅର୍ଚ୍ଚିତା ସାହୁ 24 ଜୁନ 1990 ରେ ଜନ୍ମ ହୋଇଥିଲେ ଭୁବନେଶ୍ଵର ଠାରେ । ଅର୍ଚ୍ଚିତା ସାହୁ ଙ୍କ ସହ ତାଙ୍କ ମା ଆଉ ଭଉଣୀ ମଧ୍ୟ ଅଛନ୍ତି । ତେବେ ଅର୍ଚ୍ଚିତା ଙ୍କ ସବୁ ସିନେମା ସୁପରହିଟ୍ ହେଇଚି ତେବେ ଅର୍ଚ୍ଚିତା ଙ୍କ ପ୍ରଥମ୍ ସିନେମା ଟି ହେଉଛି ଓ ମାଇଁ ଲଭ । ତାପରେ ବାବୁ ଆଇ ଲଭ ୟୁ ଏପରି ବହୁତ ସିନେମା ରେ ଅଭିନୟ କରିଛନ୍ତି ମୁଖ୍ୟ ନାୟିକା ଭାବରେ ଅର୍ଚ୍ଚିତା ସାହୁ ।

ତାପରେ ଅର୍ଚ୍ଚିତା ସାହୁ ଫ୍ୟାସନ ସୋ ରେ ମଧ୍ୟ ଭାଗ ନେଇଥିଲେ । ଏପରି ବହୁତ ସଫଳତା ର ପାହାଚ ଚଢି ଥିଲେ ଅଭିନେତ୍ରୀ ଅର୍ଚ୍ଚିତା । ଏପରି ଅଭିନୟ କରିବା ସାଥେ ସାଥେ ସବୁ ଦର୍ଶକ ମାନଙ୍କ ମନ କୁ ମଧ୍ୟ ଜିତି ବାକୁ ଲଗିଥିଲେ ଆର୍ଚ୍ଚିତା ସାହୁ । ପରେ ଅର୍ଚ୍ଚିତା ସାହୁ ଅଭିନୟ କରୁ କରୁ ଅଭିନେତା ସବ୍ୟସାଚ୍ଚୀ ଙ୍କ ପ୍ରେମ ରେ ପଡ଼ିଥିଲେ ହିରୋଇନ୍ ଅର୍ଚ୍ଚିତା ।


ପ୍ରେମ ରୁ ତାଙ୍କ ସମ୍ପର୍କ ଆରମ୍ଭ ହୋଇ ବାହାଘର ପର୍ଯ୍ୟନ୍ତ ଆଗକୁ ବଢ଼ି ବିବାହ ବନ୍ଧନ ରେ ବାନ୍ଧି ହେଲେ ହିରୋଇନ୍ ଅର୍ଚ୍ଚିତା ଓ ଅଭିନେତା ସବ୍ୟସାଚ୍ଚୀ ।ତେବେ ବର୍ତ୍ତମାନ ସମୟ ରେ ଅର୍ଚ୍ଚିତା ସ୍ବାମି ସବ୍ୟସାଚ୍ଚୀ ଙ୍କ ସହ ବହୁତ ଖୁସି ରେ ଅଛନ୍ତି । ଏପରି ବହୁତ ଭିଡିଓ ଭାଇରାଲ୍ ହେଉଛି ଅର୍ଚ୍ଚିତା ସାହୁ ଙ୍କ । ତେବେ ଆପଣ ମାନେ ଜାଣିଥିବେ ଅର୍ଚ୍ଚିତ ସାହୁ ଓ ସବ୍ୟସାଚ୍ଚୀ ଦୁହେଁ ଲଭ ମ୍ୟାରେଜ କରିଛନ୍ତି ।

ତେବେ ବାହାଘର ପରେ ଅର୍ଚ୍ଚିତା ସାହୁ ଙ୍କ ବହୁତ ଭିଡିଓ ଭାଇରାଲ୍ ହେଉଛି । ତେବେ ସବୁ ଦର୍ଶକ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି ଅର୍ଚ୍ଚିତା ଓ ସବ୍ୟସାଚ୍ଚୀ ଙ୍କ ଯୋଡି କୁ ନେଇ । ତେବେ ବର୍ତ୍ତମାନ ସମୟ ରେ ସୋସିୟାଲ୍ ମିଡ଼ିଆ ରେ ଅର୍ଚ୍ଚିତ ଙ୍କ ଭିଡିଓ ଖୁବ ଭାଇରାଲ୍ ହେବାକୁ ଲାଗୁଚି । ତେବେ ଅର୍ଚ୍ଚିତା ତାଙ୍କ ଭଉଣୀ ଙ୍କ ସହ ପଞ୍ଝା ଲଢେଇ କରିବାର ନଜରରେ ଆସୁଛନ୍ତି ।

ତେବେ ବହୁତ ସମୟ ଧରି ପଞ୍ଝା ଲଢେଇ କରୁଥିଲେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ତାଙ୍କ ଭଉଣୀ ଙ୍କ ସହ । ଯାହା କି ଅର୍ଚ୍ଚିତା ଓ ତାଙ୍କ ଭଉଣୀ ର ପୁରା ମଜା ଉଠାଉଛନ୍ତି ଅର୍ଚ୍ଚିତା ଙ୍କ ଭଣଜା । ତେବେ ଆପଣ ମାନେ ମଧ୍ୟ ବହୁତ ମଜ୍ଜା ଉଠାଉଥିବେ ଏହି ଭିଡିଓ ରେ । ଏବେ ଏହି ଭିଡିଓ ଦେଖିଲା ପରେ ଅର୍ଚ୍ଚିତା ବହୁତ ଖୁସି ହେବାର ନଜର ଆସୁଛନ୍ତି ।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *